Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶୈଳବାଳା ଫାଉଣ୍ଡେସନର ପ୍ରୟାସ

0
ହାଟଡିହି- ୩୦ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) କୁନି କୁନି ପିଲାଙ୍କ ମୁହଁରେ ହସଫୁଟାଇବା ପାଇଁ ଶୈଳବାଳା ଫାଉଣ୍ଡେସନ ପ୍ରୟାସ କରିଛି । ଆମ ଜୀବନରେ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ।...

ମୋଦୀ ସରକାରର ଦ୍ୱିତୀୟବର୍ଷ ପୁର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ସେବାକାର୍ଯ୍ୟ

0
ହାଟଡିହି- ୩୦ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଦ୍ୱିତୀୟବର୍ଷ ପୁର୍ତ୍ତି ଅବସରରେ ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତ ଓ ୱାର୍ଡ...

ହଦଗଡ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

0
ହାଟଡିହି- ୩୦ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହଦଗଡ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି...

ତାମିଲନାଡୁରେ ଓଡିଆ ଯୁବକଙ୍କ ଅକାଳ ବିୟୋଗ

0
ହାଟଡିହି- ୩୦ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ତାମିଲନାଡୁ ରେ ଜଣେ ଓଡିଆ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ଘରେ କ୍ୟାନସର ପିଡୀତ ବାପର ଚିକିତ୍ସା ଓ ପରିବାର...

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ସହାୟତା

0
ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଭାବେ ପରିଚିତ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ପଞ୍ଚାୟତର ବାତ୍ୟା ୟାସ୍ ର...

ବିଜେପି ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

0
ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭାରତୀୟ ଜନତାପାର୍ଟି ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଆନନ୍ଦପୁରର ବରିଷ୍ଠ ବିଜେପି ନେତା...

ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଲା

0
ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଛି । ଗତ ୨୪ତାରିଖରେ...

ଆଉ ନାହାନ୍ତି ହରିଭକ୍ତ ହରିହର

0
ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଉ ନାହାନ୍ତି ବୈଷ୍ଣବ ଧର୍ମର ବରିଷ୍ଠ ଭକ୍ତ ହରିହର । ହାଟଡିହି ବ୍ଲକ ଅଧିନସ୍ଥ ଷଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମର ଜଣେ...

ଅପହଞ୍ଚ ଅଞ୍ଚଳରେ ଚିକିତ୍ସା ଶିବିର

0
ହାଟଡିହି- ୨୮ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ହଦଗଡ ପଞ୍ଚାୟତର ଅପହଞ୍ଚ ଇଲାକା ଭାବେ ପରିଚିତ ପିତାନାଉ ଗ୍ରାମରେ ଏକ...

ରିଲିଫକୁ ନେଇ ଅଁରା ଗାଁରେ ଉତ୍ତେଜନା

0
ହାଟଡିହି- ୨୮ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅଁରା ଗାଁରେ ବାତ୍ୟା ରିଲିଫ ବଣ୍ଟନକୁ ନେଇ ଉତ୍ତେଜନା ଦେଖା ଦେଇଛି । ଗାଁ ଲୋକଙ୍କ ଅଭିଯୋଗ ଯେ...

ଏବେବି ପାଣିଘେରରେ ୨ଟି ଗାଁ, ଚୁଡା ମୁଠେ ଖାଇ ରାତି ବିତାଇଲେ ଲୋକେ

0
ହାଟଡିହି- ୨୮ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବୈତରଣୀ ନଦୀରେ ଗତକାଲି ଆସିଥିବା ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ହାଟଡିହି ବ୍ଲକର ଦୁଇଟି ଗ୍ରାମ ଆଜିପର୍ଯ୍ୟନ୍ତ ପାଣିଘେରରେ ରହିଛି । ଆଇତିପୁର-ରାଘବପୁର...

ବାତ୍ୟାରେ ମତ୍ସ୍ୟ ପ୍ରକଳ୍ପ କାନ୍ଥ ଭାଙ୍ଗିଲା

0
ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ‘ୟାସ’ର ପ୍ରଭାବରେ ହାଟଡିହି ବ୍ଲକ ଓରାଳି ଠାରେ ନବ ନିର୍ମିତ ହେଉଥିବା ମତ୍ସ୍ୟ ବିଭାଗର ଏକ କୁଣ୍ଡର କାନ୍ଥ ଭୁଷୁଡି ପଡିଛି...

ବାତ୍ୟା ୟାସର ପ୍ରଭାବରେ ବାଙ୍ଗୋର ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି

0
ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ୟାସ ଚାଲିଯାଇଛି ହେଲେ ଅନେକ ଲୋକଙ୍କ ଘରଦ୍ୱାର ଉଯାଡି ଦେଇଛି । ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତଟି ଏକ ଆଦିବାସୀ ବହୁଳ...

ବନ୍ୟାଞ୍ଚଳ ବୁଲିଲେ ପ୍ରଶାସନିକ ଅଧିକାରୀ

0
ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବୈତରଣୀ ନଦୀରେ ବନ୍ୟା ଆସିଥିବାରୁ ଏହାର ପ୍ରଭାବରେ ହାଟଡିହି ଅଞ୍ଚଳର ବହୁ ଅଞ୍ଚଳ ଜଳମଗ୍ନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା...

ବୈତରଣୀରେ ବନ୍ୟା, ହାଟଡିହି ବ୍ଲକର ୨ଟି ଗାଁ ଜଳବନ୍ଦୀ, ବାଲିପଦା ଗ୍ରାମବାସୀଙ୍କୁ ସ୍ଥାନାନ୍ତର,ହାଟଡିହି -ସମଣା...

0
ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ୟାସ ର ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଫଳରେ ଏବେ ବୈତରଣୀ ନଦୀରେ ବନ୍ୟା ଆସିଛି । ଯାହାକୁନେଇ ହାଟଡିହି...

ଗଛପଡି ବାଙ୍ଗୋର ସ୍କୁଲର ଘର ଭାଙ୍ଗିଗଲା

0
ହାଟଡିହି- ୨୬ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସ ର ପ୍ରଭାବରେ ହାଟଡିହି ବ୍ଲକ ବାଙ୍ଗୋର ନୋଡାଲ ସ୍କୁଲ ପରିସରରେ ଥିବା ଏକ ଜଡା ଗଛ ବାତ୍ୟାରେ ଉପୁଡି ପଡିବା...

ଛେନାପଦି ଏଟିଏମରୁ ଲୁଟ ଉଦ୍ୟମ

0
ହାଟଡିହି- ୨୬ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସର ପ୍ରଭାବ ଯୋଗୁଁ ଗତକାଲି ଛେନାପଦି ମାର୍କେଟରେ ଲୋକବାକ ଶୁନଶାନ ହୋଇଯିବାରୁ ଏହାର ସୁଯୋଗରେ କେହି ଦୁର୍ବୁତ ଛେନାପଦିଛକ ଦୁଇବନ୍ଧୁ...

ବାତ୍ୟା ୟାସର ପ୍ରଭାବ ,ବ୍ୟାପକ କ୍ଷୟକ୍ଷତି

0
ହାଟଡିହି- ୨୬ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସର ପ୍ରଭାବରେ ହାଟଡିହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ବିରାଟ ବିରାଟ ଗଛ ଭାଙ୍ଗି ପଡିଥିବାବେଳେ...

କରୋନାରୁ ମୁକ୍ତ ପାଇଁ ଚାରଣଗୋଷ୍ଠୀର ଦ୍ୱୀପଦାନ ଓ ବିଷ୍ଣୁସହସ୍ର ନାମ ଜପ

0
ହାଟଡିହି- ୨୫ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବିଶ୍ୱକୁ କରୋନା ମହାମାରୀରୁ ରକ୍ଷା କରିବାପାଇଁ ଚାରଣଗୋଷ୍ଠୀ କେନ୍ଦୁଝର ଜିଲ୍ଲା ପକ୍ଷରୁ ସମୁହ ଦ୍ୱୀପଦାନ ଓ ବିଷ୍ଣୁସହଶ୍ର ନାମ ଯପ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ଦେବାନନ୍ଦ

0
ହାଟଡିହି- ୨୫ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଧରଣୀଧର ସାହୁଙ୍କ ସାନପୁଅ ଦେବାନନ୍ଦ ସାହୁ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଘରେ ପଡିଥିବାବେଳେ...