Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ଘରଘର ବୁଲି ସଚେତନ କରାଉଛନ୍ତି ଅଙ୍ଗନବାଡି ଓ ଆଶାକର୍ମୀ

0
ହାଟଡ଼ିହି-୫/୪, ଘରଘର ବୁଲି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଉଛନ୍ତିି ଅଙ୍ଗନବାଡି ଓ ଆଶାକର୍ମୀ । ବାଙ୍ଗୋର ଟାଇଲସାହିର ଅଙ୍ଗନବାଡି କର୍ମୀ ଗାୟତ୍ରୀ ବେହେରା ଓ ଆଶା କର୍ମୀ...

ଅସିଆରେ ଗ୍ରାମବାସୀଙ୍କୁ ସାବୁନ ଓ ମାସ୍କ ଓ ବିସ୍କୁଟ ବଣ୍ଟନ

0
ହାଟଡ଼ିହି-୫/୪, ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଛେନାପଦିଛକ ମା ମଙ୍ଗଳା ସୁଇଟସ ପକ୍ଷରୁ ଆଜି ଲୋକମାନଙ୍କୁ ସାବୁନ, ବିସ୍କୁଟ ଓ ମାସ୍କ ବଣ୍ଟନ କରାଯାଇଛି । ମା ମଙ୍ଗଳା ସୁଇଟ୍‌ସର...

ନଦୀରେ ଭାଷୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

0
ହାଟଡ଼ିହି-୫/୪, ହାଟଡିହି ବ୍ଲକ ଶାଳନ୍ଦୀ ନଦୀର ଗୋହୀରାବଣି ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାଷୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଗୋହିରାବଣି ନିକଟରେ ଶାଳନ୍ଦୀ ନଦୀରେ...

ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ତାଲିକା ୫୯୫ରେ ପହଞ୍ଚିଲା

0
ହାଟଡ଼ିହି-୩/୪, କରୋନା ଭୁତାଣୁ ପାଇଁ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳି ଯାଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି । ଏପରିକି ସମଗ୍ର ଭାରତବର୍ଷରେ...

ହାଟଡିହିରେ ସାମାଜିକ ଦୁରତା ରକ୍ଷାକରି ଚାଉଳ ବଣ୍ଟନ

0
ହାଟଡ଼ିହି-୩/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହାଟଡିହି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇ ପ୍ରତି ଏକ ମିଟର ଦୁରତାରେ ଲୋକମାନଙ୍କୁ ଠିଆ କରାଇ ଚାଉଳ ଓ...

ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ସଚେତନତା ରଥ

0
ହାଟଡ଼ିହି-୩/୪, ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗାଁ କଲ୍ୟାଣ ସମିତି କ୍ଷେତୁଆଳିର ମିଳିତ ସହଯୋଗରେ କୋଭିଡ-୧୯ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଗୋଷ୍ଠୀ...

ହଦଗଡ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା

0
ହାଟଡ଼ିହି-୩/୪, ହାଟଡିହି ବ୍ଲକରେ ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ...

ବଞ୍ଚୋ ଓ ଷଡଙ୍ଗ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା

0
ହାଟଡ଼ିହି-୨/୪, ହାଟଡିହି ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ...

ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସୀମା ସିଲ କଲା ପ୍ରଶାସନ

0
ହାଟଡ଼ିହି-୨/୪, ଭଦ୍ରକରେ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦୁଝର- ଭଦ୍ରକ ଜିଲ୍ଲାକୁ ବସନ୍ତିଆ ନିକଟରେ ସିଲ କରାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବନ୍ତ ପୁଲିସ ପକ୍ଷରୁ ବସନ୍ତିଆ ବଜାର...

ନନ୍ଦିପଦା ପୁଲିସ ପକ୍ଷରୁ ୩୩ଟି ବାଇକ ଜବଦ

0
ହାଟଡ଼ିହି-୨/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରି ଘରେ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ କିଛି ଅମାନିଆ ଏହାକୁ ଭ୍ରୁକ୍ଷେପ ନକରି ବାଇକ୍‌ଧରି ବଜାର...

ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟଙ୍କୁ ସହାୟତା ଓ ସଚେତନତା

0
ହାଟଡ଼ିହି-୨/୪, ଫ୍ରେଣ୍ଡ ଫର ଫାଉଣ୍ଡେସନ ଶାଳଣିଆଁ ପକ୍ଷରୁ ହାଟଡିହି ବ୍ଲକର ବିଭିନ୍ନ ଗ୍ରାମରେ ଗରିବ ଅସହାୟ ମାନଙ୍କୁ ସହାୟତା ଓ ସଚେତନତା କରାଯାଉଛି । ସରକାରଙ୍କ କୌଣସି ସହାୟତା ଲୋକଙ୍କ ପାଖରେ ପହଞ୍ଚି...

ସର୍ଟ ସର୍କିଟରୁ ବାଲିବରେଇ ଗ୍ରାମରେ ଅଗ୍ନିକାଣ୍ଡ, ୧୫ବଖରା ଘର ଜଳିଗଲା, ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର...

0
ହାଟଡ଼ିହି-୨/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବାଲିବରେଇ ଗ୍ରାମର ତଳ ସାହିରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୫ବଖରା ଘର...

ଗାଁ ଗାଁରେ ସୀମା ସିଲ

0
ହାଟଡ଼ିହି-୧/୪, (ଓଡିଆପୁଅ) ଗତକାଲି ରାଜ୍ୟର ୪ର୍ଥ କରୋନା ପଜେଟିଭ ଆକ୍ରାନ୍ତ ଭଦ୍ରକର ବୋଲି ଜଣାପଡିବାପରେ ହାଟଡିହି ଅଞ୍ଚଳରେ ଲୋକମାନେ ବେଶି ସତର୍କ ହୋଇ ପଡିଛନ୍ତି ।  ହାଟଡିହି ଅଞ୍ଚଳର ଲୋକମାନଙ୍କର କାରବାର ଭଦ୍ରକ...

ପାରିବାରିକ କଳହର କରୁଣ ପରିଣତି, ଦୁଇ ପୁଅଙ୍କୁ ବିଷ ପିଆଇଲା ମା

0
ହାଟଡ଼ିହି-୧/୪, (ଓଡିଆପୁଅ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ପାରିବାରିକ କଳହରୁ ଜଣେ ମା ତାର ଦୁଇ ପୁଅଙ୍କୁ ବିଷ ଖୁଆଇ ଦେଇଥିବା ଅଭିଯୋଗ ହୋଇଛି । ଦୁଇ ଛୁଆଙ୍କ ବାପା ସୁଶାନ୍ତ କୁମାର...

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଚଲିଛି ରନ୍ଧାଖାଦ୍ୟ ବଣ୍ଟନ

0
ହାଟଡ଼ିହି-୧/୪, (ଓଡିଆପୁଅ) କରୋନା ପାଇଁ ସମଗ୍ର ଭାରତବର୍ଷରେ ଲକଡାଉନ ଚାଲିଥିବାବେଳେ ଗାଁ ଗଣ୍ଡାରେ ରହିଥିବା ଅସହାୟ, ଭିକାରୀ, ନିରାଶ୍ରୟ ଓ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ ଓଡିଶା ସରକାର ରନ୍ଧା ଖାଦ୍ୟ...