Home କେନ୍ଦୁଝର ବାତ୍ୟାରେ ମତ୍ସ୍ୟ ପ୍ରକଳ୍ପ କାନ୍ଥ ଭାଙ୍ଗିଲା

ବାତ୍ୟାରେ ମତ୍ସ୍ୟ ପ୍ରକଳ୍ପ କାନ୍ଥ ଭାଙ୍ଗିଲା

26

ହାଟଡିହି- ୨୭ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ବାତ୍ୟା ‘ୟାସ’ର ପ୍ରଭାବରେ ହାଟଡିହି ବ୍ଲକ ଓରାଳି ଠାରେ ନବ ନିର୍ମିତ ହେଉଥିବା ମତ୍ସ୍ୟ ବିଭାଗର ଏକ କୁଣ୍ଡର କାନ୍ଥ ଭୁଷୁଡି ପଡିଛି । ଖବରରୁ ଜଣାଯାଇଛି ଯେ ଓଡିଶା ସରକାରଙ୍କ ତରଫରୁ (ବାୟୋଫ୍ଲକ) ପକ୍କା କୁଣ୍ଡରେ ମାଛଚାଷ ପାଇଁ ଏକ ପ୍ରକଳ୍ପ ନିର୍ମାଣ କରାଯାଉଥିବାବେଳେ ବାତ୍ୟା ‘ୟାସ’ର ପ୍ରଭାବରେ ଏହାର ଦୁଇଶହ ଫୁଟ ଲମ୍ବର ଏକ ପକ୍କା କାନ୍ଥ ହଠାତ ଭୁଷୁଡି ପଡିଛି । ନିଜ ଉଦ୍ୟମରେ ପୁନର୍ବାର ଏହାକୁ ନିର୍ମାଣ କରିବେ ବୋଲି ସମାଜସେବୀ ବୁବୁ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.