Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ବାସୁଦେବପୁରରେ ବାଇକ୍ ଲୁଟେରା ଝାମ୍ପିନେଲେ ୩ ଲକ୍ଷ ଟଙ୍କା

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ଏବେ ବାଇକ୍ ଲୁଟେରାଙ୍କ ପ୍ରାଦୁର୍ଭାବ ପୁଣି ବୃଦ୍ଧି ପାଇଲାଣି । ଗତ ୬ ମାସ ପୂର୍ବେ ଏହି ବାଇକ୍...

୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ରାଜ୍ୟରେ ଭଦ୍ରକ ସହର ଏବେ ବ୍ରାଉନସୁଗାର ରୂପୀ ଧଳାଜହର ମାଫିଆଙ୍କ ଚରାଭୂଇଁ ପାଲଟିଛି । କାହିଁକିନା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା...

ଭଦ୍ରକ ଜିଲାରେ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରୁ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୫୪୫...

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ ପାଇଁ ଦେୟ ଛାଡ

0
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦର ଗୁଡିକୁ...

ସରସଦା ଟି.ଏମ.ସି.ରେ ରହିଲେ ୭ ପଶ୍ଚିମବଙ୍ଗ ଫେରନ୍ତା

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ସରସଦା ହାଇସ୍କୁଲ ପରିସରରେ ପ୍ରବାସୀ ଓଡିଆଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା କ୍ଲଷ୍ଟର ଟି.ଏମ.ସି.ରେ ଆଜିସୁଦ୍ଧା ସାତଜଣ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ...

ଚୁଡାକୂଟୀ ପଂଚାୟତରେ ବିନା ଫଳକରେ ଚାଲିଛି କାମ, ଉନ୍ନୟନ ନାମରେ ବ୍ୟାପକ ହରିଲୁଟ୍ ଅଭିଯୋଗ

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପଂଚାୟତ ମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ଲୋକଙ୍କ ପାଇଁ...

ଶୀର୍ଷ ଛୁଇଁବାକୁ ଯାଉଛି କରୋନା ହେଲେ ଲାଗିପାରୁନି ଭେଂଟିଲେଟର, ଗୁରୁତରଙ୍କୁ ଭଗବାନ ଭରସା

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗାମୀ ମଇମାସ ୧୧ ରୁ ୧୫ ତାରିଖ ମଧ୍ୟରେ ମହାମାରୀ କରୋନା ଶୀର୍ଷ ଛୁଇଁବ ବୋଲି ପୁର୍ବାନୁମାନ କରାଯାଉଥିବା ବେଳେ ଭଦ୍ରକ...

କଲେଇ ପଞ୍ଚାୟତରେ କୋଭିଡ୍‌-୧୯ ସଚେତନତା ରଥର ଶୁଭାରମ୍ଭ

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀ ଏବେ ଭୟଙ୍କର ରୂପ ଧାରଣ କରିଛି । ଯାହା ସମଗ୍ର ବିଶ୍ୱ ପାଇଁ ଏକ ସଂକଟମୟ...

ପୁଣି ସାଢେ ତିନିଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ କୋର୍ଟ ଚାଲାଣ

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ସପ୍ତାହ ମଧ୍ୟରେ ଭଦ୍ରକରୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଓ ଗ୍ରାମାଞ୍ଚଳ ଥାନା ପୁଲିସ୍ ଦୁଇଟି ସ୍ଥାନରୁ ବିପୁଳ ପରିମାଣର...

ଭଦ୍ରକ ଜିଲାରେ ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

0
ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଉ ନୂଆ ୮୭ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଯାହା ଫଳରେ...

ବିବାହିତା ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗ; ମାମଲା ଋଜୁ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତ ନେନ୍ତିପୁର ଗ୍ରାମର ଶ୍ରେୟାସ୍ମୀତା ବେହେରାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହ...

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରାଣୀ ଚିକିତ୍ସକମାନେ ବିଭିନ୍ନ ଘାତ ପ୍ରତିଘାତ ଏବଂ ଅଭାବ ଅସୁବିଧା ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇ...

ଭଦ୍ରକରେ ପ୍ରବାସୀଙ୍କ ଉପରେ ପ୍ରଶାସନର ତୀକ୍ଷ୍ଣ ନଜର

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ରେଳବାଇରେ ରାଜ୍ୟ ବାହାରୁ ବହୁତ ସଂଖ୍ୟାରେ ଫେରନ୍ତା ପ୍ରବାସୀଙ୍କ ପାଇଁ ଲାଗିଲା ଲାଗିଲା ବସ୍ । ହାତରେ ୪୮...

ମତ୍ସ୍ୟବିଭାଗ ଗୃହରେ ଅଗ୍ନିକାଣ୍ଡ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍‌ରେ ଥିବା ମତ୍ସ୍ୟ ବିଭାଗରେ ଇଲେକ୍ଟ୍ରି ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର, ପ୍ରିଣ୍ଟର,...

କାଳୀନାଳି-ତାଳଚୁଆର ଭେସଲେ ଚାଲିବା ପ୍ରସଙ୍ଗ, ଜୁଲାଇରେ ଟେଣ୍ଡର, ୧୮ ମାସରେ ସରିବ କାର୍ଯ୍ୟ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ମୁହାଣରେ ଧାମରା ନଦୀରୁ ବଙ୍ଗୋପସାଗର କୂଳ ଦେଇ ଭଦ୍ରକ ଜିଲାରୁ କେନ୍ଦ୍ରାପଡା ଜିଲାକୁ ବର୍ଷ ବର୍ଷ ହେଲା ଅତି ବିପଦପୂର୍ଣ୍ଣ...

ଚୋରି ଅଭିଯୋଗରେ ଜଣେ ଅଟକ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଥାନା କରଦା ଗ୍ରାମର ଅଶୋକ ଦାସଙ୍କ ଘରୁ ଚୋରି କରିବା ଆସି ଜଣେ ଧରାପଡିଛି । ଗତକାଲି ବିଳମ୍ବିତ ରାତିରେ...

ଧାମନଗରରେ ସଟଡାଉନ କଡାକଡି:ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା, ଅତିରିକ୍ତ ଏସପି ଓ ପିଡି ଧାମନଗର...

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶରେ କରୋନା ମହାମାରୀ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ହାର ବଢୁଥିବା ବେଳେ ଧାମନଗରରେ ମଧ୍ୟ...

ଭଦ୍ରକ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‌ଡାଉନ୍

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାମାରୀ କରୋନାର ଦ୍ୱିତୀୟ ଲହର ଅତ୍ୟଧିକ ଭୟଙ୍କର ହେଉଛି । ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା...

୫୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଅବକାରୀ ବିଭାଗ ବନ୍ତରେ ଚଢାଉ କରି ୫୦୦ ଲିଟର ଦେଶୀମଦ ଜବତ କରିବା ସହ ଜଣକୁ...

ଚିହ୍ନଟ ହେଲେ ୪୧ ଆଉ କରୋନା ଆକ୍ରାନ୍ତ, ଜଣେ ମୃତ

0
ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଆଉ ୪୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୮ ଜଣ ଆକ୍ରାନ୍ତ...