Home Authors Posts by Ranjan Das

Ranjan Das

1805 POSTS 0 COMMENTS

କୋରାପୁଟଠାରୁ ଖଡଗପୁର ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ କରିବାକୁ ଦାବି

0
କୋରାପୁଟ ୧୮-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟଠାରୁ ଭୁବନେଶ୍ୱର ଦେଇ ଖଡଗପୁରକୁ ଏକ ନୂତନ ଟ୍ରେନ ଚଳାଚଳ କରିବାକୁ କୋରାପୁଟ  ଜିଲ୍ଲା ବିକାଶ ପରିଷଦ ତରଫରୁ ଦାବି କରାଯାଇଛି । କେନ୍ଦ୍ର  ରେଳ...

କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀଙ୍କ କୋରାପୁଟ ଗସ୍ତକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

0
କୋରାପୁଟ ୧୭-୦୮(ଓଡିଆ ପୁଅ /ରଂଜନ ଦାସ) କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୋରାପୁଟ ଗସ୍ତକୁ ନେଇ ବିଜେପି କର୍ମକର୍ତାମାନେ ଆଜି କୋରାପୁଟଠାରେ ସାମ୍ବାଦିକ ସମ୍ମିଳନୀ କରି ଗସ୍ତର କାର୍ଯ୍ୟସୂଚୀ...

       ମାଛକୁଣ୍ଡ ପୋଲିସ ଦ୍ୱାରା ୧୦୮ କିଲୋ ଗଞେଇ ଜବତ,୩ ଗିରଫ

0
କୋରାପୁଟ ୧୭-୦୮(ଓଡିଆ ପୁଅ /ରଂଜନ ଦାସ)  ମାଛକୁଣ୍ଡ ପୋଲିସ ଦ୍ୱାରା  ଟିକାପୁଟ  ଛକରୁ ଏକ  କାରରୁ  ୧୦୮ କିଲୋ ୬୦୦ ଗ୍ରାମ ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ...

କୋଟିଆ ସୀମାନ୍ତରେ କୋରାପୁଟ ଜିଲ୍ଲା ପ୍ରଶାସନର ଚେକ,ଆନ୍ଧ୍ରର ଅନୁପ୍ରବେଶ ଫେଲ

0
କୋରାପୁଟ ୧୬-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞରେ ଆନ୍ଧ୍ରର ନିଜସ୍ୱ ଭିତିଭୂମି ନାହିଁ. ଅନୁପ୍ରବେଶ କରି ଶିକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛି ।ପଂଚାୟତ ନିବ୭ାଚନ ମଧ୍ୟ...

କୋରାପୁଟରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

0
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ)କୋଭିଡ କଟକଣା ମଦ୍ୟରେ କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ  ହୋଇଯାଇଛି ।ରାଜ୍ୟ  ମହିଳା ,ଶିଶୁ ବିକାଶ ଓ ମିଶନଶକ୍ତି...

କୋରାପୁଟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ ତମ ସ୍ୱଧୀନତା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅବଦ୍ଦାଲ ଏମ...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା କ୍ୟମ୍ପସରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟ ଅତିଥିଭାବେ...

ଦେଓଘାଟି ସ୍କୁଲରେ ଛାତ୍ର ମେଧା ସମ୍ମାନ ପ୍ରଦାନ

0
କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ) ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଦେଓଘାଟି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ...

ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ଜୟପୁର ବିଧାୟକଙ୍କୁ  ସ୍ୱାଗତ

0
କୋରାପୁଟ ୧୪-୦୮(ଓଡିଆ ପୁଅ /ରଂଜନ ଦାସ)କରୋନାରେ ଆକ୍ରାନ୍ତ ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି  ଭୁବନେଶ୍ୱର ଓ ହାଇଦ୍ରାବାଦ ମେଡିକାଲରେ ଚିକିତ୍ସିତ ହେଉଥିଲେ ।ସୁସ୍ଥ ହେବା ପରେ କିଛିଦିନ ଭୁବନେଶ୍ୱର ରହିବା...

ସମାଜସେବୀ ଶେଖ ଇବ୍ରାହିମ ରେଳବାଇ ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ

0
କୋରାପୁଟ ୧୪-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିକାଶ ପରିଷଦର କୋଷାଧ୍ୟକ୍ଷ ତଥା ବିଶିଷ୍ଠ ସମାଜସେବୀ ଶେଖ ଇବ୍ରାହିମ ଇଷ୍ଟକୋଷ୍ଟ ରେଳବାଇର ବିଶାଖାପାଟଣା ଡିଭିଜିନାଲ ରେଳବାଇ  ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ...

      ସେମିଲିଗୁଡା ପୋଲିସ ଦ୍ୱାରା ୨୫ ଲକ୍ଷ ଟଙ୍କାର  ଗଞେଇ ଜବତ,୨ ଗିରଫ

0
କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ) ସେମିଲିଗୁଡା ପୋଲିସ ଦ୍ୱାରା  ଖରାଗୁଡାରୁ ଏକ ପିକଅପ ଭ୍ୟାନରୁ ୨୫ ଲକ୍ଷ  ଟଙ୍କାର ଗଞେଇ ଜବତ କରାଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେମିଲିଗୁଡା...

ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

0
କୋରାପୁଟ ୧୩-୦୮(ଓଡିଆ ପୁଅ /ରଂଜନ ଦାସ)ସୁନାବେଡା ପୈାରପରିଷଦ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସହରାଂଚଳ ଆଶ୍ରୟ ସ୍ଥଳୀ ,ସେମିଲିଗୁଡା କଲ୍ୟାଣ ମଣ୍ଡପ, ଗଞାମ କଲୋନୀରେ ଶୈାଚାଳୟ ଓ ଆଇ ଲଭ ସୁନାବେଡା ପ୍ରକଳ୍ପଗୁଡିକ ଉଦଘାଟିତ...

    କୋରାପୁଟ ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ

0
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅନ୍ତର୍ଗତ  କେରେଗାଁ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ସହ  ରନ୍ଧା ଦେଶୀ ମଦ ଜବତ...

କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ...

0
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬  ଲକ୍ଷ ୨୪ ହଜାର ଜଣ ବ୍ୟକ୍ତି କୋଭିଡ ଟୀକା ନେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର...

୫୨ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ

0
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ତହସିଲ ଅଧିନସ୍ଥ କୁମ୍ଭା-୧ ମୈାଜାର ପୂଜାରୀପୁଟ ବସ୍ତିରେ ୫୨ ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଂଟନ କରାଯାଇଛି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଲୋକଙ୍କ ନିକଟରେ  ସମସ୍ତ...

୩୩ କେଭି ବିଦ୍ୟୁତ ଆଘାତରେ ଯୁବକ ଗୁରୁତର , ବ୍ରହ୍ମପୁର ମେଡିକାଲକୁ  ସ୍ଥାନାନ୍ତର

0
କୋରାପୁଟ ୧୨-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟିର ପୂଜାରୀପୁଟର ଏକ ବେସରକାରୀ ଗୃହରେ କାର୍ଯ୍ୟ କରୁଥିବା ସମୟରେ ୩୩ କେଭି ବିଦ୍ୟୁତ ଆଘାତରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ...

                 ମାଛକୁଣ୍ଡ ପୋଲିସ ଦ୍ୱାରା ୪୫ ଲକ୍ଷର  ଗଞେଇ ଜବତ,୨ ଗିରଫ

0
କୋରାପୁଟ ୧୧-୦୮(ଓଡିଆ ପୁଅ / ରଂଜନ ଦାସ) କୋରାପୁଟ ଜିଲ୍ଲାର   ମାଛକୁଣ୍ଡ  ପୋଲିସ  ଦ୍ୱାରାଏକ ପିକଅପ ଭ୍ୟାନରୁ ୪୫ ଲକ୍ଷ  ଟଙ୍କାର ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ...

ଅବିଭକ୍ତ କୋରାପୁଟ ଜିଲ୍ଲା ରଣା  ସମାଜ ବିକାଶ ପରିଷଦ ବୈଠକ

0
କୋରାପୁଟ ୧୧-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ କହ୍ନେଇପୁଟ କମ୍ୟୁନିଟି ହଲରେ ଅବିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱ ଆଦିବାସୀ...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ  ବିଶ୍ୱ ମୂଳନୀବାସୀ ଆନ୍ତର୍ଜାତୀୟ ଦିବସ ପାଳିତ

0
କୋରାପୁଟ ୧୦-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱ ମୁଳନୀବାସୀ ଆନ୍ତର୍ଜାତୀୟ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ମିଳିତ...

ସୁନାବେଡା ଭଞ୍ଜ ସଂସଦ ପକ୍ଷରୁ ଚାରାରୋପଣ

0
କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ) ସୁନାବେଡା  ମିଗନଗରୀସ୍ଥିତ ଭଞ୍ଜ ସଂସଦ ପକ୍ଷରୁ ଚିକାପାର ଶିବ ମନ୍ଦିରର ପ୍ରବେଶ ରାସ୍ତାର ଉଭୟ ପାଶ୍ୱର୍ରେ ବ୍ୟାପକ ଚାରାରୋପଣ କରାଯାଇଥିବା ଜଣାପଡିଛି ।ସୁନାବେଡା ହାଲର ଉପ...