Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଜାମିନ୍ ଖାରଜ ପରେ ବି ଅଭିଯୁକ୍ତ ଜେଲ୍‌ରୁ ଖଲାସ

0
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାମିନ୍ ଖାରଜ ହେବା ପରେ ବି ଜଣେ ଅଭିଯୁକ୍ତ ଜେଲ୍‌ରୁ ମୁକୁଳି ଘରେ ପହଞ୍ôଚବା ପରେ ଖବର ଜଣାପଡିବାରୁ ପୁଲିସ୍ ଅଭିଯୁକ୍ତକୁ...

ପରକ୍ରିୟା ପ୍ରୀତି ସନ୍ଦେହରେ ସ୍ୱାମୀ ହତ୍ୟା କଲା ପତ୍ନୀକୁ

0
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରକ୍ରିୟା ପ୍ରୀତି ସନ୍ଦେହରେ ଜଣେ ସ୍ୱାମୀ ତାର ପତ୍ନୀକୁ କୁରାଢି ଭଳି ଧାରୁଆ ମାରଣାସ୍ତ୍ରରେ ହତ୍ୟା କରିଥିବାର ଘଟଣା ଭଦ୍ରକରେ ଚର୍ଚ୍ଚାର...

ବୈତରଣୀରେ ୨ୟ ବନ୍ୟା

0
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପରମୁଣ୍ଡରେ ଅଧିକ ପରିମାଣର ବର୍ଷା ହେବା ଫଳରେ ଚଳିତ ବର୍ଷା ଋତୁର ପ୍ରଥମ ବନ୍ୟା ବୈତରଣୀ ନଦୀରେ ଆଜି ଆସିଛି ।...

ରମ୍ଭିଳା ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

0
ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରମ୍ଭିଳା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କର ଚଳିତ ବର୍ଷ ସରକାରୀ...

ରୋଗୀ କଲ୍ୟାଣ ସମିତି ବୈଠକ

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ମେଡିକାଲ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇ ବହୁ ଗୁରୁତ୍ୱପୂର୍ଣର୍ ନିଷ୍ପତ୍ତି ଗ୍ରହଣ...

ଆଖୁଆପଦାରେ ବ୍ୟାରେଜ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ସୃଷ୍ଟି ହେବ- ବଦ୍ରୀ ,...

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ସୃଷ୍ଟି କରାଯିବ । ଏହି ବ୍ୟାରେଜ ନିର୍ମାଣ ଦ୍ୱାରା...

ବିଏମ୍‌ଏସ୍‌ର ପ୍ରତିଷ୍ଠା ଦିବସ : କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ ଆଜି କୋଭିଡ଼ କଟକଣା ଅନୁପାଳନ ପୂର୍ବକ ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ...

ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ଜିଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ଏବେ ସାମ୍ବାଦିକ ମାନେ ଅସୁରକ୍ଷିତ ମଣୁଛନ୍ତି । ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଏବେ ନିତି ଦିନିଆ ହେଲାଣି...

ସୀମା ମାଝୀଙ୍କ ମୃତ୍ୟୁକୁ ନେଇ ସର୍ବଭାରତୀୟ ଦଳିତ ମହିଳା ଦଳତ ଅଧିକାର ମଂଚର ନ୍ୟାୟିକ...

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସ ୧୪ ତାରିଖରେ ଧାମରା ଅର୍ନ୍ତଗତ ଜାଗୁଳା ଗ୍ରାମର ଏକ ଦଳିତ ନାବାଳିକା କନ୍ୟାକୁ ଶ୍ୱଶୁର ଘର ଲୋକେ ମାରି...

ଆଉକିଛିମାସ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ, ପୁରୁଷଙ୍କ ହାତରେ ମହିଳା ଜନପ୍ରତିନିଧିଙ୍କ କ୍ଷମତା

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ପୁରୁଷ ମାନଙ୍କ ସହିତ ସମାନୁପାତିକ ଭାବେ ବିଭିନ୍ନ କ୍ଷେତ୍ରରେ...

ବିଦ୍ୟୁତ୍ ଦର ଶୁଳ୍କ ବୃଦ୍ଧି ବିରୋଧରେ ବିଜେପିର ଦାବିପତ୍ର

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟୁତ୍ ଦର ଶୁଳ୍କ ବୃଦ୍ଧି ବିରୋଧରେ ଆଜି ବିଜେପିର ଦାବି ଜୋର ଧରିଛି । କ୍ରମାଗତ ଭାବେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି...

ନିଷ୍କାସନ ହୋଇପାରୁନି ବର୍ଷାଜଳ, ମୁଖ୍ୟ ରାସ୍ତା ଅବରୋଧ କଲେ ସ୍ଥାନୀୟ ଜନସାଧାରଣ

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ଦୀର୍ଘ ୪୦ ବର୍ଷ ତଳ ବ୍ରିଟ୍ରିଶ ସମୟର ସ୍ୱରେଜ ବ୍ୟବସ୍ଥା (ଜଳ ନିଷ୍କାସନ ପଥ) ର ଜବରଦଖଲ ଜନିତ...

କୋଚିଳା ନଦୀର କୁମ୍ଭୀର ଆତଙ୍କ

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଅନଳଡ଼ିହ ନିକଟସ୍ଥ କୋଚିଳା ନଦୀରେ ଆଜିଏକ କୁମ୍ଭୀର ନଦୀକୂଳ ଅତଡ଼ା ନିକଟରେ ଶୋଇଥିବାର ଦେଖିବାକୁ ମିଳିଛି ।...

ସ୍ମଶାନରେ ଶବ ସତ୍କାରକୁ ନେଇ ବିରୋଧ ପ୍ରତିବାଦରେ ଧାମନଗର- ଫଳପୁର ରାସ୍ତା ଅବରୋଧ

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଥାନା ଅନ୍ତର୍ଗତ ବିରୁହାଁ ଗ୍ରାମର ନରେଷ ପଣ୍ଡାଙ୍କର ଗତକାଲି ବ୍ରେନ ଷ୍ଟ୍ରୋକରେ କଟକ ମେଡ଼ିକାଲରେ ମୃତ୍ୟୁ ହେଇଥିବାବେଳେ ଆଜି ତାଙ୍କ...

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ଆଦାନୀ ଗ୍ରୁପ୍‌ର ଭାଗିଦାରୀ

0
ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ସହ ଭାଗିଦାରୀ ହୋଇଛି ଆଦାନୀ ଗ୍ରୁପ୍ । ଚଳିତବର୍ଷ ଭାରତୀୟ ଦଳରେ ୧୧୯ଜଣ ପ୍ରତିଯୋଗୀ ରହିଛନ୍ତି,...

ବର୍ଷାଜଳ ନିଷ୍କାସନ ହେଉନି; ପାଣି ଘେରରେ ଶତାଧିକ ଲୋକ

0
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଲୋକମାନଙ୍କର ମୈାଳିକ ସୁବିଧାରେ ସୁଧାର ଆଣିବାକୁ ଚେଷ୍ଟିତ ହେଉଥିବା ବେଳେ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ...

ବର୍ଷା ଦେଲା ଚାଷୀଙ୍କୁ ସଂଜିବନୀ

0
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବର୍ଷ ରଜ ସରିବା ପରେ ମୈାସୁମୀ ଆସିଥିଲା କିନ୍ତୁ ମୈାସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ପାଗ ନ ଥିବାରୁ...

ନିର୍ଯ୍ୟାତିତା କବିତା ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ

0
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ା ଥାନା ଅନ୍ତର୍ଗତ ଚାରିଗାଁ ଗ୍ରାମର ସ୍ୱର୍ଗତଃ ଭଗବାନ କଟୁଆଳଙ୍କ ଝିଅ କବିତା (୨୦)ବୈଦିକ ରିତିରେ ଏହି ଥାନା ଅନ୍ତର୍ଗତ ଅଣିଜୋ...

ସ୍ଥିତିବାନ ସମ୍ପତ୍ତି ଉପରେ ସରକାରୀ ରାସ୍ତା ନିର୍ମାଣ ଅଭିଯୋଗରେ ବିଧାନସଭା ଆଗରେ ଧାରଣା ଦେବେ...

0
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କ ଥଇଥାନ ପାଇର୍ ବାସଗୃହ ଯୋଗାଇ ଦେଉଥିବାବେଳେ ଅନେକ ଭୂମିହୀନ ଲୋକମାନଙ୍କୁ ଜମି ଜାଗା ଯୋଗାଇ ଦେଇ...

ଡ଼ାକ୍ତରଙ୍କ ଅସ୍ତ୍ରୋପଚାରରେ ତୃଟି ହେତୁ ମହିଳାଙ୍କ ଅବସ୍ଥା ସଂକଟାପନ୍ନ, ଗର୍ଭନାଡ଼ି ବଦଳରେ କାଟିଲେ ଖାଦ୍ୟନାଡ଼ି

0
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ମୁଖ୍ୟ ଡ଼ାକ୍ତର ଖାନାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ସାଂଗକୁ ଡ଼ାକ୍ତରଙ୍କର ଅଭାବ ଏବଂ ଯେଉଁ ଡ଼ାକ୍ତର ଅଛନ୍ତି ଅଧିକାଂଶ...