28.1 C
Bhubaneswar
Thursday, June 24, 2021
Home Authors Posts by Bikash Biswal

Bikash Biswal

1514 POSTS 0 COMMENTS

ପୁଲିସ ମାଡ ଦେବା ଘଟଣାର ସମାଧାନ

0
ହାଟଡିହି-୨୩/୫, ଶାଳଣିଆଁ ବଜାରରେ ପୁଲିସ ଜଣେ ଦେକାନୀକୁ ମାଡ ମାରି ଆହତ କରିବା ଓ ଲୋକମାନେ ପୁଲିସ ଉପରକୁ ଟେକାପଥର ମାଡ କରିବା ଘଟଣାର ସମାଧାନ କରାଯାଇଛି । ଆଜି ଶାଳଣିଆଁ ପଞ୍ଚାୟତ...

ଡଅଁର ସଂଗରୋଧ କେନ୍ଦ୍ରରେ ସରପଞ୍ଚ ଅନ୍ତେବାସୀ ବିବାଦ, ସୁପରିଚାଳନା ପାଇଁ କମିଟି ଗଠନ

0
ହାଟଡିହି-୨୩/୫, ହାଟଡିହି ବ୍ଲକ ଡଅଁର କ୍ୱାରେଣ୍ଟାଇନ ସେଣ୍ଟରରେ ସରପଞ୍ଚ ଓ ଅନ୍ତେବାସୀଙ୍କ ମଧ୍ୟରେ ବିବାଦ ଉଗ୍ର ରୁପ ଧାରଣ କରିବାପରେ ଆଜି ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଏହାର ଆପୋଷ ସମାଧାନ କରାଯିବା ସହ...

ମୋରମ ଖୋଳିବାବେଳେ ମେସିନକୁ ଜବଦ କଲା ପୁଲିସ

0
ହାଟଡିହି-୨୩/୫, ହାଟଡିହି ତହସିଲ ଢ଼େଙ୍କା ପଞ୍ଚାୟତର ଚାପଲ ଗ୍ରାମ ନିକଟରେ ଆଜି ବେଆଇନ ମୋରମ ଉତ୍ତୋଳନ କରାଯାଉ ଥିବା ନେଇ ଖବର ପ୍ରକାଶ ପରେ ପୁଲିସ ପକ୍ଷରୁ ମୋରମ ଖୋଳାଯାଉଥିବା ଜେସିପି ମେସିନକୁ...

ଅଁରା ପଞ୍ଚାୟତରେ ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ

0
ହାଟଡିହି-୨୨/୫, ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ବ୍ଲକରେ ଅନ୍ୟ ପଞ୍ଚାୟତରେ ବହୁ ପୁର୍ବରୁ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ସହାୟତା ଟଙ୍କା...

କ୍ୱାରେଣ୍ଟାଇନ ସେଣ୍ଟରରେ ସାବିତ୍ରୀ ପାଇଁ ଶାଢ଼ୀ ଓ ଫଳ ବାଣ୍ଟିଲେ ନାଏବ ସରପଞ୍ଚ

0
ହାଟଡିହି-୨୨/୫, କ୍ୱାରେଣ୍ଟାଇନ ସେଣ୍ଟରେ ଥିବା ମହିଳାମାନେ ସାବିତ୍ରୀ ପୂଜା କରିବାକୁ ନାଏବ ସରପଞ୍ଚ ଶାଢ଼ୀ ଓ ଫଳ ବାଣ୍ଟିବା ଘଟଣା ଆଲୋଚନାର ବିଷୟ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି...

ଶାଳଣିଆଁରେ ପୋଲିସ ମାଡ ମାରିବାକୁ ନେଇ ଉତ୍ତେଜନା

0
ହାଟଡିହି-୨୨/୫, ଶାଳଣିଆଁ ବଜାରରେ ଗତକାଲି ସନ୍ଧ୍ୟାରେ ପୁଲିସ ଜଣେ ଦୋକାନୀକୁ ମାଡ ମାରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ମାଡରେ ଦୋକାନୀ ଜଣକ ଆହତ ହୋଇଥିବାବେଳେ ଏହାକୁନେଇ ଲୋକମାନେ ପୁଲିସ...

ଢ଼େଙ୍କା ଅଞ୍ଚଳରେ ବେ ଆଇନ ମୋରମ ଚାଲାଣ

0
ହାଟଡିହି-୨୨/୫, ହାଟଡିହି ତହସିଲ ଅଧିନସ୍ଥ ସଢ଼ା ରାଜସ୍ୱ ସର୍କଲର ଢ଼େଙ୍କା ପଞ୍ଚାୟତର ଚାପଲ ଗ୍ରାମ ନିକଟରେ ବେଆଇନ ମୋରମ ଉତ୍ତୋଳନ କରାଯାଉ ଥିବା ଦେଖିବାକୁ ମିଳିଛି । ଏବେ ହାଟଡିହି ତହସିଲ ଅଞ୍ଚଳରେ...

ହାଟଡିହିରେ ତିନି ଆକ୍ରାନ୍ତ ଚିହ୍ନଟ ପରେ ୪୮ଘଣ୍ଟିଆ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

0
ହାଟଡିହି-୨୨/୫, ହାଟଡିହି ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ସୁଧା ୧୧ଜଣ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ହାଟଡିହି ବ୍ଲକରେ ୮ଜଣ । ଦିନକୁ...

ବାଇକ ଦୁର୍ଘର୍ଟଣାରେ ଆରୋହୀ ଗୁରୁତର

0
ହାଟଡିହି-୨୦/୫, ଛେନାପଦିଛକରୁ ନିଜ ଗ୍ରାମର ଗୋବିନ୍ଦପୁରାକୁ ଫେରୁଥିବାବେଳେ ପ୍ରବଳ ପବନରେ ଭାରସାମ୍ୟ ହରାଇ ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ତ୍ରିଲୋଚନ ସା ନାମକ ଜଣେ...

ବାତ୍ୟା ଅମ୍ଫନରେ ଛୋଟ ବଡ ଗଛ ଭାଙ୍ଗିଲା, ରାତିସାରା ବର୍ଷା, ଜୀବନଯାତ୍ରା ବ୍ୟାହତ

0
ହାଟଡିହି-୨୦/୫, ମହାବାତ୍ୟା ଅମ୍ଫନକୁ ନେଇ ଦୁଇଦିନ ହେଲା ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଆଜି ବିଶେଷ କିଛି ଅଘଟଣ ନଘଟାଇ ଅତିକ୍ରମ କରିବାପରେ ଲୋକମାନେ ଆସ୍ୱସ୍ତି ଲାଭ କରିଛନ୍ତି । ଦୁଇଦିନ ହେଲା...

ନିମ୍ନମାନର ଖାଦ୍ୟକୁ ନେଇ ଡଅଁର କ୍ୱାରେଣ୍ଟାଇନ ସେଣ୍ଟରରେ ଅସନ୍ତୋଷ

0
ହାଟଡିହି-୧୯/୫, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଆଜି ୪୫ଜଣ...

ଡିମିରିଆ ଓ ହାବଳେଶ୍ୱର ଘାଟରୁ ବେଆଇନ ବାଲି ଉଠାଣ, ଜାଲ କାଗଜପତ୍ରରେ ଚାଲିଛି ପରିବହନ

0
ହାଟଡିହି-୧୯/୫, ହାଟଡିହି ତହସିଲ ଅଧିନସ୍ଥ ଡିମିରିଆ ଓ ହାବଳେଶ୍ୱର ବାଲି ଘାଟରୁ ବେଆଇନି ଭାବେ ବାଲି ଉଠାଣ ହେଉଥିବାବେଳେ ଜାଲ କାଗଜପତ୍ରରେ ବାଲି ପରିବହନ ହେଉଥିବା ଅଭିଯୋଗ ହେଉଛି । ବହୁ କମ...

ଢ଼େଙ୍କାରୁ କ୍ୱାଣ୍ଟେନମେଣ୍ଟ ଜୋନ ହଟାଇବାକୁ ଦାବି

0
ହାଟଡିହି-୧୯/୫, ହାଟଡିହି ବ୍ଲକ ଢ଼େଙ୍କା ବଜାରରୁ କ୍ୱାଣ୍ଟେନମେଣ୍ଟ ଜୋନ ହଟାଇବାକୁ ବଜାରବାସୀ ଦାବି କରିଛନ୍ତି । ବଜାର ନିକଟରେ ଥିବା ହାଇସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଥିବାବେଳେ ସେଠାରେ ପ୍ରବାସୀ ଓଡିଆ ମାନେ ରହିଥିଲେ...

ହାବଳେଶ୍ୱର ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ

0
ହାଟଡିହି-୧୯/୫, ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତର ଭାନୁପ୍ରୀୟା ହାଇସ୍କୁଲରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏଠାରେ ୫୦ରୁ ଉର୍ଦ୍ଧ ପ୍ରବାସୀ ଓଡିଆଙ୍କୁ ରଖାଯାଇଥିବାବେଳେ ସେମାନଙ୍କ ପାଇଁ କୌଣସି...

କେନ୍ଦୁଝର ଜିଲ୍ଲାରେ ପୁଣି ୪କରୋନା ଅକ୍ରାନ୍ତ

0
ହାଟଡ଼ିହି- ୧୭/୫ କେନ୍ଦୁଝରଜିଲ୍ଲାରେ ପୁଣି ୪ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ଏବେ ୮ରେ ପହଂଚିଛି। ସେଥି ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ଜଣାଯାଇଛି। ଆଜି ଚିହ୍ନଟ ହୋଇଥିବା ୪ଜଣ...

ଚଢ଼ାଦରରେ କିରୋସିନି ବିକ୍ରୀ ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

0
ହାଟଡିହି-୧୭/୫, ବିଭିନ୍ନ ପଞ୍ଚାୟତରେ ଚଢ଼ା ଦରରେ କିରୋସିନି ବିକ୍ରୀ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇଛି ବୋଲି ବ୍ଳକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପ୍ରକାଶ...

ଚଢ଼ାଦରରେ କିରୋସିନି ବିକ୍ରୀକୁ ନେଇ ପ୍ରତିବାଦ, କାର୍ଯ୍ୟାନୁଷ୍ଠାନ ଦାବୀକଲେ ଗ୍ରାମବାସୀ

0
ହାଟଡିହି-୧୭/୫, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ କିରୋସିନି ବିକ୍ରୀରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରତି ପଞ୍ଚାୟତରେ ଅଲଗା ଅଲଗା ଦରରେ କିରୋସିନି ବିକ୍ରୀ ହେଉଥିବାରୁ ଏହାକୁ ନେଇ ଏକ...

ସରକାରଙ୍କ ନିୟମ କାର୍ଯ୍ୟକାରୀ ହେଉନି ଚାଲିଚାଲି ଯାଉଛନ୍ତି ଶ୍ରମିକ, ସହାୟତାର ହାତ ବଢ଼ାଇଲେ ସମାଜସେବୀ

0
ହାଟଡ଼ିହି-୧୬/୫, ପ୍ରବାସୀ ଓଡିଆମାନେ ଆଉ ଚାଲି ଚାଲି କିମ୍ବା ସାଇକେଲରେ ଯାଇ ପାରିବେ ନାହିଁ ବୋଲି ଗତକାଲି ଠାରୁ ପୁଲିସ ଡିଜି ଘୋଷଣାକରି ପୁଲିସକୁ ଏନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିବାବେଳେ ପୁଲିସର...

ପଞ୍ଚୁଗୋଛିଆ ଆକ୍ରାନ୍ତ ଭଲ ହୋଇ ଫେରିଲେ, ହଟିଲା କ୍ୱାଣ୍ଟେନମେଣ୍ଟ ଜୋନ

0
ହାଟଡ଼ିହି-୧୬/୫, ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ପ୍ରଶାସନ ପକ୍ଷରୁ ଏନେଇ ହୀରାପୁର, ସର୍ବେଶ୍ୱରପୁର, ମୁଗୁପୁର...

ଦୁଇଦିନ ଧରି ଭୁବନେଶ୍ୱରରେ ବସିଛନ୍ତି ପ୍ରବାସୀ ଓଡିଆ, ଘରକୁ ପଠାଇବାକୁ ନାହିଁ ବ୍ୟବସ୍ଥା

0
ହାଟଡ଼ିହି-୧୬/୫, ପ୍ରବାସୀ ଓଡିଆମାନେ ଏବେ ହଜାର ହଜାର ସଂଖ୍ୟାରେ ଓଡିଶାକୁ ଫେରୁଥିବାବେଳେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ କୌଣସି ସୁ ବ୍ୟବସ୍ଥା କରାଯାଉ ନଥିବାରୁ ପ୍ରବାସୀ ଓଡିଆମାନେ ବିଭିନ୍ନ ସ୍ଥାନରେ...