24.1 C
Bhubaneswar
Friday, March 29, 2024
Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ଭିନ୍ନକ୍ଷମଙ୍କ ସମସ୍ୟା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

0
ହାଟଡିହି-୨୫ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେପୟୀଙ୍କ ୯୬ତମ ଜନ୍ମଦିବସ ପାଳିତ...

ସଢ଼ା ମଣ୍ଡିରେ ଧାନକିଣା ଶୁଭାରମ୍ଭ, ଚାଷୀଙ୍କୁ ହଇରାଣ ନକରିବାକୁ ବିଧାୟକଙ୍କ ଚେତାବନୀ

0
ହାଟଡିହି-୨୫ /୧୨  (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

ନୟାଗଡରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ବିଧାୟକଙ୍କ ନିନ୍ଦା 

0
  ହାଟଡିହି-୨୪ /୧୨ ନୟାଗଡ ଜିଲ୍ଲାରେ ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କ ଉପରେ ଯେପରି ଆକ୍ରମଣ କରାଗଲା ତାହାକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୃଢ଼...

ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ

0
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଭାଟିଆପଡିଆ ଠାରେ ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫେରନ୍ସ ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ...

ଜାମିତିରାରେ ସମ୍ବାଦ ସାହିତ୍ୟଘରର ଶୀତ ଆସର

0
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଜାମିତିରା ଗ୍ରାମରେ ବିଶିଷ୍ଟ ସାହିତ୍ୟିକ ତଥା କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଜନ୍ମଦିନ ପାଳନ ଅବସରରେ ବନ୍ତ ସମ୍ବାଦ ସାହିତ୍ୟ ଘର ପକ୍ଷରୁ...

ଏସିବି ଫାଉଣ୍ଡେସନ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ

0
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏ.ସି.ବି. ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର, ମାସ୍କ, ସାବୁନ ଇତ୍ୟାଦି ବଣ୍ଟନ କରାଯାଇଛି । ପ୍ରତିବର୍ଷ...

ନବୋଦୟ ଖେଳପଡିଆ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
ହାଟଡିହି-୨୪ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ)ଜବାହର ନବୋଦୟ ବିଦ୍ୟାଳୟ ହଦଗଡର ଖେଳପଡିଆପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୁଇରୁ ଡାକ୍ତରଖାନା ଗଲା ଶବ

0
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ)ନନ୍ଦିପଦା ଥାନା ମରୈଗାଁ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏପରିକି ମୃତ ଯୁବକର ଶବକୁ ସତ୍କାର ପାଇଁ ନେଇଥିବା ବେଳେ ସେଠାରେ...

ବେଆଇନି ବାଲି ପରିବହନ ବନ୍ଦ ଦାବିରେ ଡିମିରିଆ ଗ୍ରାମବାସିଙ୍କ ତହସିଲଦାରଙ୍କୁ ଦାବିପତ୍ର

0
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ଡିମିରିଆ ବାଲି ଘାଟରୁ ବେ ଆଇନି ଭାବେ ବାଲି ଉତ୍ତୋଳନ କରାଯାଉଥିବେଳେ ଏହାକୁ ବନ୍ଦ କରିବାକୁ ନେଇ ଡିମିରିଆ...

ସଦ୍ୟଜାତ ଶିଶୁର ମୃତଦେହକୁ କୁକୁର ଧରି ବୁଲିଲା

0
ହାଟଡିହି-୨୩/୧୨/ (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୁକୁରଟି ସକାଳୁ ସକାଳୁ ବୈତରଣୀ ନଦୀପଟୁ ଏକ ଶିଶୁକନ୍ୟାର...

ମଝିଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପ୍ରେଣ୍ଡସ କ୍ଲବ ଜମ୍ଭରାକୁ ହରାଇ ବନସ୍ଥା ଚମ୍ପିୟନ

0
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ମଝିଗାଁ ପଡିଆଠାରେ ବ୍ଲାଷ୍ଟର ଇଲେଭେନ ମଝିଗାଁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ବନସ୍ଥା...

ହାଟଡିହି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

0
ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶିଶିର କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପୁର୍ବତନ...

ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି, ପୁଲିସ ଓ ଅବକାରୀ...

0
ହାଟଡ଼ିହି, ୨୨ /୧୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦକାରବାର ବୃଦ୍ଧି ପାଇଛି । ସୋସୋ ଥାନା ଓ ନନ୍ଦିପଦା ଥାନା, ଆନନ୍ଦପୁର ଥାନା ପକ୍ଷରୁ...

ଆଶାକର୍ମୀ ଚୟନରେ ଅନିୟମିତତା ଅଭିଯୋଗ

0
ହାଟଡ଼ିହି, ୨୨ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବେରୁଣପଦି ଗ୍ରାମରେ ଆଶା କର୍ମୀ ଚୟନରେ ଅନିୟମିତତା ହୋଇଥିବା ନେଇ ଗ୍ରାମର ସୁକାନ୍ତୀ ଲତା ସେଠୀ ଅଭିଯୋଗ...

ବେଆଇନ ବାଲି ଉଠାଣକୁ ନେଇ ଦନେଇପୁରରେ ଉତ୍ତେଜନା

0
ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବେଆଇନ ବାଲି ଉଠାଣକୁ ନେଇ ହାଟଡିହି ବ୍ଲକ ଦନେଇପୁର ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ବାଲିଉଠାଉଥିବା ଟ୍ରାକ୍ଟରକୁ ଗାଁର ମହିଳାମାନେ...

ବାଲି ନଉଠାଇଦେବାକୁ ଅଭିନବ ଯୋଜନା, ରାସ୍ତାରେ ଲଗାଇଲେ ଗଛ

0
ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ଅଧିନସ୍ଥ ଜମ୍ଭରା ବାଲିଘାଟକୁ ସରକାର ୫ବର୍ଷିୟା ଲିଜ ସୁତ୍ରରେ ନିଲାମ ଦେବାକୁ ବସିଥିବାବେଳେ କିଛି ଲୋକ ଏବେ...

ଲୋକଙ୍କ ବସିବାପାଇଁ ଜୟଦୁର୍ଗା ଫାଉଣ୍ଡେସନ ପକ୍ଷରୁ ବେଞ୍ଚ ପ୍ରଦାନ

0
ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ, ତହସିଲ, ବ୍ୟାଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଛେନାପଦି ମାର୍କେଟ ପ୍ରଭୃତି ସ୍ଥାନରେ ସାଧାରଣ ଲୋକମାନେ ବସା...

କିଡିନ ରୋଗୀଙ୍କୁ ଡାକ୍ତରଖାନା ନେଲା ମା ତାରିଣୀ ସେବା ସଂସ୍ଥା

0
ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଅସିଆ ଗ୍ରାମରେ ଜଣେ ଗରିବ ଅସହାୟ ଲୋକ ଦୀର୍ଘର୍ଦିନ ହେଲା ଅସୁସ୍ଥ ହୋଇ ପଡିଥିବା...

ଲକ୍ଷ୍ମ୍ମୀନାରାୟଣ ସାହିତ୍ୟ ସଂସଦର ଉଦଘାଟନ ଉତ୍ସବ ୨୫ରେ

0
ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଳକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ଉଦଘାଟନ ଉତ୍ସବ ଆସନ୍ତା ୨୫ତାରିଖ ଦିନ ଅନୁଷ୍ଠିତ ହେବ । ଏଥିଲାଗି ସଂସଦର ଏକ...

ଅଧିକାରୀଙ୍କ ଖେଳ, ଲୋକଙ୍କ ପାଇଁ ହେଲା କାଳ, ୫ଟି ଗ୍ରାମର ଲୋକେ ୩ବର୍ଷ ହେଲା...

0
ହାଟଡ଼ିହି-୧୯/୧୨, (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ପାଇଁ ହାଟଡିହି ବ୍ଲକର ୫ଟି ଗ୍ରାମର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରୁ ବଞ୍ଚିତ ହୋଇଛନ୍ତି ।...