ଗ୍ରାଉଣ୍ଡ ଜିରୋରୁ ବିଜେପୁର ଉପନିର୍ବାଚନ: ଚିତ୍ର ଅସ୍ପଷ୍ଟ। ଆତ୍ମ ସମର୍ପଣ କରିଛି କଂଗ୍ରେସ !

ଭୁବନେଶ୍ୱର ୨୨-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆଜି ପ୍ରଚାରର ଶେଷ ଦିନ। ରାଜନୈତିକ ଚଳଚଂଚଳ ଆଶାତୀତ ଭାବରେ ବୃଦ୍ଧି ପାଇଛି ବିଜେପୁରରେ। କେବଳ ଓଡିଶା କାହିଁକି ସାରା ଦେଶରେ ଏବେ ରାଜନୈତିକ କେନ୍ଦ୍ରବିନ୍ଦୁ ସାଜିଛି ବିଜେପୁର। କଣ ହେବ ଫଳାଫଳ ? ଆସନ୍ତା ୨୪ ତାରିଖ ଦିନ ଭୋଟ। ୨୮ ତାରିଖ ଦିନ ଗଣତି। ମାତ୍ର ଆଜି ପର୍ଯ୍ୟନ୍ତ ଚିତ୍ର ଅସ୍ପଷ୍ଟ। କୌଣସି ରାଜନୈତିକ ଦଳ ନିଜ ଭିତରେ ଦୃଢ ବିଶ୍ୱାସ ରଖି ପାରୁ ନାହିଁ ଯେ, ଏହି ଉପ ନିର୍ବାଚନରେ ସେ ବିଜୟୀ ହେବ। ଆଶା ଓ ଆଶଙ୍କା ଭିତରେ ସବୁ ରାଜନୈତିକ ଦଳର ବଡ ପଣ୍ଡାମାନେ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁର…

"ଗ୍ରାଉଣ୍ଡ ଜିରୋରୁ ବିଜେପୁର ଉପନିର୍ବାଚନ: ଚିତ୍ର ଅସ୍ପଷ୍ଟ। ଆତ୍ମ ସମର୍ପଣ କରିଛି କଂଗ୍ରେସ !"

ବିଜେପୁର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟକେସ ଭର୍ତ୍ତି କଳାଟଙ୍କା ଅଛି : ବିଜେପି

– ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ – ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ – ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପିର ଦାବି ଭୁବନେଶ୍ୱର, ତା.୨୧/୦୨(ଓଡ଼ିଆ ପୁଅ): କଳା ଟଙ୍କା ଭର୍ତ୍ତି ୩ଟି ସୁଟକେସ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବନ୍ଦ କୋଠରୀରେ ଅଛି। ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏହି ଟଙ୍କା ଗଚ୍ଛିତ ଥିବାର ସୂଚନା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦେବା ସହ ଏହି ସ୍ଥାନକୁ ଚଢାଉ କରି ଟଙ୍କା ଜବତ ସହ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି। ବିଜେପି ନିର୍ବାଚନ ଆୟୋଗଙ୍କୁ ସୂଚନା…

"ବିଜେପୁର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୩ଟି ସୁଟକେସ ଭର୍ତ୍ତି କଳାଟଙ୍କା ଅଛି : ବିଜେପି"

ଶଙ୍କାରେ ସନାତନ ; ସନାତନଙ୍କ ଗଡରେ ବିଦ୍ରୋହ – ସନାସେନା ହେବ ଜନସମୃଦ୍ଧ ପାର୍ଟି – ବିଜେଡି ସହିତ ଆସନ ବୁଝାମଣାର ସମ୍ଭାବନା

– ସନାତନ ମହାକୁଡ ହେବେ ପାର୍ଟିର ସଭାପତି। – ଭୁବନେଶ୍ୱର ପାଣ୍ଡରାରେ ହେବ ରାଜ୍ୟ କାର୍ଯ୍ୟାଳୟ। – ୭ କୋଟି ଟଙ୍କାରେ ୨ ଏକର ଜମି କିଣା। – ବିଜେଡି ସହିତ ଆସନ ବୁଝାମଣାର ସମ୍ଭାବନା। – ଲକ୍ଷ ରହିବ ଖଣି ଅଂଚଳର ବିଧାନସଭା ଆସନ। ଯୋଡା ୨୧-୨ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) ଚମ୍ପୁଆ ନିର୍ବାଚନ ମଣ୍ଡଳିର ସ୍ୱାଧିନ କୋଟିପତି ବାହୁବଳି ବିଧାୟକ ସନାତନ ମହାକୁଡଙ୍କର ନୁଆ ଜନ ସମୃଦ୍ଧି ପାର୍ଟି ନାମରେ ରାଜନୈତିକ ଦଳ ଗଠନ ନେଇ ରୈଜ୍ୟ ରାଜନୀତିରେ ଏକ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟ ରାଜନୈତିକ ମହଲରେ ଏକ ନୂତନ ସମିକରଣର ସମ୍ଭାବନା କରାଯିବା ଅମୁଲକ…

"ଶଙ୍କାରେ ସନାତନ ; ସନାତନଙ୍କ ଗଡରେ ବିଦ୍ରୋହ – ସନାସେନା ହେବ ଜନସମୃଦ୍ଧ ପାର୍ଟି – ବିଜେଡି ସହିତ ଆସନ ବୁଝାମଣାର ସମ୍ଭାବନା"

ଆସନ୍ନ ପରାଜୟରେ ଭୟଭିତ ହୋଇ ପ୍ରଶାସନକୁ ଲଗାଇ ଜିତିବା ପାଇଁ ଚାହୁଁଛି ବିଜେଡି : ପିତାମ୍ବର ଆଚାର୍ଯ୍ୟ

– ବିଜେପୁରରେ ଶାସକ ବିଜୁ ଜନତା ଦଳ ନିଜର ପରାଜୟ ଆସନ୍ନ ଜାଣି ଆଉ କୌଣସି ରାସ୍ତା ନପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରୁଛି – ଜିଲ୍ଲା ପୋଲିସ ଏବେ ବିଜେଡିର ନିର୍ବାଚନ ଦାୟିତ୍ୱ ନେଇଛି – ବିଜୁ ଜନତା ଦଳ ହେଉଛି କଳାଟଙ୍କାର ସୌଦାଗର ଭୁବନେଶ୍ୱର/ବିଜେପୁର, ତା.୨୦/୦୨(ଓଡ଼ିଆ ପୁଅ): ବିଜେପୁର ଉପ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜର ଆସନ୍ନ ପରାଜୟ ଜାଣି ଭୟଭୀତ ହୋଇ ଆଉ କୌଣସି ରାସ୍ତା ନପାଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରିବା ସହ ଗଣତନ୍ତ୍ରର ନ୍ୟୁନତମ ଶାଳିନତାକୁ ଭୁଲିଯାଇଛି ବୋଲି ଆଜି ବିଜେପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଦଳର…

"ଆସନ୍ନ ପରାଜୟରେ ଭୟଭିତ ହୋଇ ପ୍ରଶାସନକୁ ଲଗାଇ ଜିତିବା ପାଇଁ ଚାହୁଁଛି ବିଜେଡି : ପିତାମ୍ବର ଆଚାର୍ଯ୍ୟ"

ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଣି ପାଉଚ ଓ ଚପଲ ଫିଙ୍ଗା ମାମଲାକୁ ନିନ୍ଦା କଲା ବିଜେପି

– ବିଜେପି ରାଜନୈତିକ ହିଂସାରେ ବିଶ୍ୱାସ କରେ ନାହିଁ – ଚପଲ ଫିଙ୍ଗିଥିବା ବ୍ୟକ୍ତି ସହ ବିଜେପିର କୌଣସି ସମ୍ପର୍କ ନାହିଁ – ବିଜେଡିର ମୁଖପାତ୍ରମାନେ ଘଟଣା ଘଟୁ ଘଟୁ ଏହା ବିଜେପିର କାର୍ଯ୍ୟ ବୋଲି କହିବା ନିନ୍ଦନୀୟ ଭୁବନେଶ୍ୱର, ୨୦ ଫେବୃଆରୀ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଣି ପାଉଚ ଓ ଚପଲ ଫିଙ୍ଗା ମାମଲାକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ରାଜନୀତିର ହିଂସାର ସ୍ଥାନ ନାହିଁ ବୋଲି କହି ବିଜେପି ରାଜନୈତିକ ହିଂସାରେ ବିଶ୍ୱାସ କରେ ନାହିଁ ବୋଲି କହିଛନ୍ତି ଶ୍ରୀ ମହାନ୍ତି। ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବ୍ୟକ୍ତି ସହ ବିଜେପିର…

"ମୁଖ୍ୟମନ୍ତ୍ରୀଙ୍କ ଉପରେ ପାଣି ପାଉଚ ଓ ଚପଲ ଫିଙ୍ଗା ମାମଲାକୁ ନିନ୍ଦା କଲା ବିଜେପି"

ବିଜେପୁର ଉପ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଂଟୁଛି : ବିଜେପି

– ନିର୍ବାଚନ ଆୟୋଗଙ୍କୁ ଅଭିଯୋଗର ପ୍ରମାଣ ସହ ପ୍ରଦାନ – ଶାସକ ବିଜେଡି ଦଳର ବିଧାୟକ ଓ ମୁଖପାତ୍ର ସମୀର ରଂଜନ ଦାଶ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଆସିବା ପାଇଁ ୨ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଦେଉଥିବାର ଭିଡିଓ ସିଡି ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କଲା ବିଜେପି – ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଭୁବନେଶ୍ୱର, ତା.୨୦/୦୨(ଓଡ଼ିଆ ପୁଅ): ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରି ଯେଉଁ ଭଳି ଭାବେ ଭୋଟରମାନଙ୍କୁ ପ୍ରଭାବିତ କରିବାର ହୀନ ପ୍ରୟାସ କରୁଛନ୍ତି, ତାହା ଆଜି ପୁଣି ଥରେ ସ୍ପଷ୍ଟ ପ୍ରମାଣିତ ହୋଇଛି। ଶାସକ ବିଜେଡି ବିଧାୟକ ସମୀର…

"ବିଜେପୁର ଉପ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବାଂଟୁଛି : ବିଜେପି"

ଗୃହ ଓ ପୋଲିସ ବିଭାଗର ଅଧିକାରୀମାନଙ୍କ ସରକାରୀ ଗାଡିରେ ବେନିୟମ ଭାବେ ଶାସକ ବିଜେଡିର ନିର୍ବାଚନ ଟଙ୍କା ଚାଲାଣ ହୋଇଛି : ବିଜେପି

– ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ଭୁବନେଶ୍ୱର, ତା.୨୦/୦୨( ଓଡ଼ିଆ ପୁଅ): ରାଜ୍ୟର ଶାସକ ବିଜେଡି ସରକାରୀ କଳର ଚରମ ଦୁରୁପଯୋଗ କରି ନିର୍ବାଚନ ପ୍ରଚାର ଓ ବେନିୟମ ଟଙ୍କା ବାଂଟିବା ପାଇଁ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଆୟୁଧ କରୁଥିବାର ଅନେକ ପ୍ରମାଣ ସ୍ଥାନୀୟ ସ୍ତରରେ ମିଳୁଛି। ବିଶେଷ ଭାବରେ ଜଳ ସମ୍ପଦ ବିଭାଗ, ପୂର୍ତ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥା ଆଇନ ଶୃଙ୍ଖଳା ଓ ନିୟମ କାନୁନକୁ ଲାଗୁ କରିବାର ଗୁରୁ ଦାୟିତ୍ୱ ମୁଣ୍ଡାଉଥିବା ଗୃହ ଓ ପୋଲିସ ବିଭାଗର ଅଧିକାରୀମାନଙ୍କ ସରକାରୀ ଗାଡିରେ ବେନିୟମ ଭାବେ ଟଙ୍କା ଚାଲାଣ ହେଇଛି ବୋଲି ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ…

"ଗୃହ ଓ ପୋଲିସ ବିଭାଗର ଅଧିକାରୀମାନଙ୍କ ସରକାରୀ ଗାଡିରେ ବେନିୟମ ଭାବେ ଶାସକ ବିଜେଡିର ନିର୍ବାଚନ ଟଙ୍କା ଚାଲାଣ ହୋଇଛି : ବିଜେପି"

ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳର ଚାପରୁ ମୁକ୍ତ ରହି ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରନ୍ତୁ : ବିଜେପି

– ବାରମ୍ବାର ଅଭିଯୋଗ ସତ୍ୱେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିବା ସନ୍ଦେହକୁ ଦୃଢୀଭୂତ କରିଛି – ନିର୍ବାଚନ ଆୟୋଗ ନିଜ ନିରପେକ୍ଷ ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରି ଅବିଳମ୍ବେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୋଲିସ ଓ ପ୍ରଶାସନିକ କଳର ନିରପେକ୍ଷତା ବଜାୟ ରଖିବାର ପଦକ୍ଷେପ ନେବାକୁ ବିଜେପିର ଦାବି ଭୁବନେଶ୍ୱର, ତା.୨୦/୦୨(ଓଡ଼ିଆ ପୁଅ): ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ନେଇ ସ୍ଥାନୀୟ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଟଙ୍କାର ଉତ୍ପତି ଓ ଗନ୍ତବ୍ୟ ସ୍ଥଳ ସମ୍ବନ୍ଧରେ ବିନା ତଦନ୍ତରେ ଏହି ଟଙ୍କା ବିଜେପିର ନିର୍ବାଚନ ପ୍ରଚାରରେ…

"ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳର ଚାପରୁ ମୁକ୍ତ ରହି ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରନ୍ତୁ : ବିଜେପି"

ବିଜେପୁର ବ୍ଲକରେ ମାରାଥନ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରଚାର ଅବ୍ୟବହିତ ପୂର୍ବରୁ ପିଇବା ପାଣି ଓ ଜଳସେଚନ ନ ହେବା ନେଇ ମାଗିଲେ ଜବାବ

– ବୃନ୍ଦା ସାହୁ ଓ ମୃତ ଚାଷୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ କଲେ ଆହ୍ୱାନ ବିଜେପୁର /ଭୁବନେଶ୍ୱର,  ୧୯ ଫେବୃଆରୀ (ଓଡ଼ିଆ ପୁଅ)– ବିଜେପୁରରେ ସୋମବାର ଦିନ ମାରାଥନ ପ୍ରଚାର କରି ବିଜେପୁରକୁ ପ୍ରଚାରରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନେକ ପ୍ରଶ୍ନ ଠିଆ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପୁରର ତିନିଟି ଯାକ ବ୍ଲକରେ ପିଇବାକୁ ମୁନ୍ଦେ ପାଣି ନାହିଁ। ଧାନ ବିଲକୁ ବୁନ୍ଦେ ବି ପାଣି ପହଂଚି ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ୧୮ ବର୍ଷର ସ୍ଥାଣୁତା- ଅପାରଗତାର ଉତର ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନା ବିଜେପୁରକୁ…

"ବିଜେପୁର ବ୍ଲକରେ ମାରାଥନ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରଚାର ଅବ୍ୟବହିତ ପୂର୍ବରୁ ପିଇବା ପାଣି ଓ ଜଳସେଚନ ନ ହେବା ନେଇ ମାଗିଲେ ଜବାବ"

ଫେସବୁକରେ ଓଡ଼ିଶା ବିଜେପି ନେତ୍ରୀଙ୍କ ସହ ମୋଦୀଙ୍କ ବିବାଦୀୟ ଫଟୋ

ଭୁବନେଶ୍ୱର;୧୯,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ସୋସିଆଲ ମିଡିଆର ଦୂରୁପଯୋଗ କରାଯାଇ ଅନେକ ସମୟରେ ବିବାଦୀୟ ପୋଷ୍ଟ କରାଯାଉଥିବା ନେଇ ଅନେକ ଘଟଣା ଦେଖିବାକୁ ମିଳେ।ସଦ୍ୟ ଏହିପରି ଏକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି ଫେସବୁକରେ।ଓଡ଼ିଶା ବିଜେପିର ଅନ୍ୟତମ ପ୍ରମୁଖ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏକ ବିବାଦୀୟ  ଫଟୋ ପୋଷ୍ଟ କରାଯାଇଛି।ସେଥିରେ “ସୁରଟ ବାଲି ସହ ମିଶନ ବିଜେପୁର” ଲେଖା ଯାଇଛି।ବିଜୁ ଜନତା ଦଳ ସୁକିନ୍ଦା ପକ୍ଷରୁ ଏପରି ବିବାଦୀୟ ପୋଷ୍ଟ କରାଯାଇଥିବାକୁ ବିରୋଧ କରି ଅବିନାଶ ତିବାରି ନାମକ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି।ପୋଷ୍ଟରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଜଣେ ନାରୀଙ୍କୁ ଅପମାନିତ କରାଯାଇଛି।ଏନେଇ ଜାଣିବାକୁ ବିଜୁ ଜନତା ଦଳ ସୁକିନ୍ଦା ପ୍ରୋଫାଇଲକୁ ଯିବାରେ…

"ଫେସବୁକରେ ଓଡ଼ିଶା ବିଜେପି ନେତ୍ରୀଙ୍କ ସହ ମୋଦୀଙ୍କ ବିବାଦୀୟ ଫଟୋ"