Home ଓଡ଼ିଶା ବିଜେପି ଓ ବିବିଧକ୍ଷେତ୍ର ବୈଠକ ..

ବିଜେପି ଓ ବିବିଧକ୍ଷେତ୍ର ବୈଠକ ..

20

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବିଜେପି ତଥା ସଂଘ ପରିବାର ବିବିଧକ୍ଷେତ୍ରର ହିନ୍ଦୁ ସଙ୍ଗଠନର ଏକ ବୈଠକ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରାଙ୍କ ପୀଠରେ ଆୟୋଜିତ ହୋଇଯାଇଛି। ଏଥିରେ ଟାଙ୍ଗି ବ୍ଲକ ବିଜେପି ସମେତ ବିବିଧକ୍ଷେତ୍ର ହିନ୍ଦୁ ସଙ୍ଗଠନ ଗୁଡ଼ିକର ପ୍ରମୂଖ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଏଥିରେ ଦଳ ଏବଂ ସଙ୍ଗଠନ ମଧ୍ୟରେ ସମନ୍ଵୟ ରଖି ତଥା ତୃଣମୂଳ ସ୍ତରର ମୂଳ ବିଚାରଧାରା କାର୍ଯ୍ୟକର୍ତ୍ତାଙ୍କ ସହିତ ସଂପର୍କ ସ୍ଥାପନ କରି ଆଗାମୀ ରଣନୀତି ପ୍ରସ୍ତୁତି କରାଯିବାର ନିଷ୍ପତ୍ତି ଗ୍ରହଣ କରାଗଲା। ଏଥିରେ ରାଚଚନ୍ଦ୍ର ପରିଡ଼ା, ଲୋକନାଥ ଦାସ, ମନ୍ମଥ ରଞ୍ଜନ ବେହେରା, ଚିତ୍ତରଞ୍ଜନ ତ୍ରିପାଠୀ, ଅଜୟ କୁମାର ପାଇକରାୟ, ଦୁଷ୍ମନ୍ତ ହରିଚନ୍ଦନ, ମୁକ୍ତେଶ୍ଵର ପାଇକରାୟ ଏବଂ ଗୋବିନ୍ଦଚନ୍ଦ୍ର ବଳିୟାରସିଂହ ପ୍ରମୂଖ ସାମିଲ ଥିଲେ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.