Home ଓଡ଼ିଶା ଅପରାଜିତାଙ୍କ ସହଯୋଗୀ ବାପି ମୃତ ..

ଅପରାଜିତାଙ୍କ ସହଯୋଗୀ ବାପି ମୃତ ..

133

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ ସହଯୋଗୀ ବାପି ମୃତ୍ୟୁ ବରଣ କରିଛନ୍ତି। ସାଂସଦ ଅପରାଜିତା ତାଙ୍କ ଘରକୁ ଯାଇ ପରିବାର ଏବଂ ଆତ୍ମୀୟ ସ୍ୱଜନଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସମସ୍ତଙ୍କ ପ୍ରିୟ ବାପିର ନିଧନ ମୋ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିବା ସହ, ମୋର ଅତ୍ୟନ୍ତ ପ୍ରିୟ ସହକର୍ମୀ ଶ୍ରୀ ଲଳିତ ପାଣିଗ୍ରାହୀଙ୍କ (ବାପି) ଅସମୟରେ ନିଧନ ଅତ୍ୟନ୍ତ କଷ୍ଟଦାୟକ। ମହାପ୍ରଭୁ ଜଗନ୍ନାଥ ପୁଣ୍ୟ ଆତ୍ମାକୁ ଶ୍ରୀଚରଣେ ସ୍ଥାନ ଦିଅନ୍ତୁ ଏବଂ ପରିବାର ସହଜନଙ୍କୁ ଶକ୍ତି ଦିଅନ୍ତୁ, ଏହାହିଁ ମୋର ପ୍ରାର୍ଥନା ବୋଲି ଅପରାଜିତା ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.