Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ସ୍ୱାଭିମାନ ଅଚଂଳରେ ମାଓବାଦୀ ଙ୍କ ଭୟରେ ଗାଁ ଛାଡିଲେ ୮୫ଜଣ ଆଦିବାସୀ

0
ମାଲକାନଗିରି,୪ା୨ (ଓଡିଆ ପୁଅ ) କିଛିଦିନ ନିରବତାପରେ ପୁଣି ସ୍ୱାଭିମାନଚଂଳରେ ମାଓବାଦୀ ମାନେ ମାତି ଉଠିଛନ୍ତି । ମାଓବାଦୀଙ୍କ ଭୟ ଓ କାମ ଧନ୍ଧା କିଛି ନମିଳିବାରୁ ସ୍ୱାଭିମାନଅଚଂଳରୁ ୮୫ପରିବାର ପୁରଷ ଲୋକ...

MV ୭୯ ପୋଲିସ ଦ୍ୱାରା ୧୪୧୧ କେଜି ଗଞ୍ଜେଇ ଜବତ, ୮ ଗିରଫ

0
ମାଲକାନଗିରି ୧।୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା MV ୭୯ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ରବିବାରମଧ୍ୟ ରାତ୍ର ସମୟରେ ମାଲକାନଗିର ଜିଲ୍ଲା MV ୭୯ ଥାନା ଭାରପ୍ରାପ୍ତ ଅଧିକାରୀ ଜଅନ...

ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକଘରର ଅବ୍ୟବସ୍ଥା,କାମଦେଉନାହିଁ ଇ -ସେବା

0
ମାଲକାନଗିରି,୩୧ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ମୁଖ୍ୟଡାକଘରେ ସବୁବେଳେ ଅବ୍ୟବସ୍ଥା ଲାଗିରହିଥିଲେ ମଧ୍ୟ ବିଭାଗୀୟ କର୍ତୁପକ୍ଷ ଗୁରୁତ୍ୱ ଦେଉନଥିବାରୁ ସାଧାରଣ ଉପଭୁକ୍ତା ମାନେ ନାହିଁ ନଥିବା ଅସୁବିଧାର...

ମାଲକାନଗିରି ଜିଲ୍ଲାରେ ପଲସ ପୋଲିଓ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କଲେ ଜିଲ୍ଲାପାଳ,୭୬୨୧୭ ଜଣ ଶିଶୁ...

0
ମାଲକାନଗିରି,୩୧ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଚି ପଲସ ପୋଲିଓ କାର୍ଯ୍ୟକ୍ରମ,ଏହି କାର୍ଯ୍ୟକ୍ରମରେ ୭୫୨ଜଣ ଙ୍କୁ ନେଇ ଟିମ ଗଠନ କରାଯାଇଛି । ସେମାନେ ଜିଲ୍ଲାର ୭୬୨୧୭...

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହାର୍ଡକୋର ମାଓବାଦୀ ମୃତ,ମାଓକ୍ୟାମ୍ପ ରୁ ବିପୁଳ ପରିମାଣର...

0
ମାଲକାନଗିରି,୩୧ା୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମାର୍ଡକାପଦର ନୁନୁଖୋର ଜଙ୍ଗଲେ ମାଓବାଦୀ ଯବାନ ଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ମାଓବାଦୀଙ୍କର ମୃତ୍ୟୁହେବାସହ ମାଓକ୍ୟାମ୍ପ ରୁ ବିପୁଳ ପରିମାଣର ବନ୍ଧୁକ...

ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରିଥିବା ବରିଷ୍ଠ କିରାଣିଙ୍କୁ ଚାକିରୀରୁ...

0
ମାଲକାନଗିରି, ୩୧।୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ଗତ ୧୯୯୬ ମସିହାରେ ଜାଲଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣି ପରେ ପ୍ରମୋଶ ନ ପାଇ ବରିଷ୍ଠ କିରାଣୀ ଭାବେ...

ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନବିଭାଗର ଚଢଉ,ଗ୍ରାମବାସୀଙ୍କ ଆକ୍ରମଣରେ ୮ ଆହତ, ରେଜଂର ସହ ଦୁଇ...

0
ମାଲକାନଗିରି,୨୯ା୧ (ଓଡିଆ ପୁଅ) ମାଲକାନଗିରି ଥାନାସ୍ଥ ମାଓପ୍ରବଣ ନାମକୋଣ୍ଡା ଗ୍ରାମରୁ ବିରଳ ପ୍ରଜାତୀର ବଜ୍ରକାପ୍ତା ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ଖବର ପାଇ ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନକର୍ମଚାରୀ...

ଜିଲ୍ଲାସଦର ହସପିଟାଲରେ କନ୍ୟାସନ୍ତାନ ବଚାଂଓ ସଚେତନତା ରଥ ଉଦଘାଟିତ

0
ମାଲକାନଗିରି,୨୯ା୧(ଓଡିଆ ପୁଅ ) କନ୍ୟାସନ୍ତାନ ବଚାଂଓ ଅଭିଯାନର ଜନସଚେତନତା ରଥ ଆଜି ମାଲକାନଗିରି ଜିଲ୍ଲା ହସପିଟାଲ ଠାରେ ଉଦଘାଟିତ ହୋଇ ଯାଇଛି । ଆଜି ସକାଳେ ଜିଲ୍ଲାସଦର ମହକୁମା ହସପିଟାଲ ପରିସରରେ କନ୍ୟାସନ୍ତାନ...

ମାଲକାନଗିରି ବିଜାଘାଟିରେ ବାଲିବୋଝେଇ ଟ୍ରାକ୍ଟର ଓଲଟି ତନିଜଣ ଆହତ,ଜଣେ ଗୁରୁତର

0
ମାଲକାନଗିରି,୨୮ ।୧(ଓଡିଆ ପୁଅ) ଆଜିସନ୍ଧ୍ୟାରେ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ବିଜାପୁର ଘାଟିରେ ଏକ ବାଲିବୋଝେଇ ଟ୍ରାକ୍ଟର ଓଲଟି ତିନିଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆଜି...

ପୁବ ର୍ତନ ଜିଲ୍ଲାପାଳଙ୍କ ପିଏ ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ଏସପି ଓ ଅନ୍ୟା...

0
ମାଲକାନଗିରି,୨୮ ।୧ (ଓଡିଆ ପୁଅ ) ପୁବ ର୍ତନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ଙ୍କ ରହସ୍ୟଜନକ ମୃତ୍ୟୁର ପୁିସ ଏପର୍ଯ୍ୟନ୍ତ ପର୍ଦାଫାସ କରିନଥିବାରୁ ପୁବ ର୍ତନ...

ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ତିନୋଟି ହସପିଟାଲରେ କରୋନା ପ୍ରତିଷେଧକ ଟିକାକରଣ ,୩୦୦ କୋଭିଡ ଯୋଦ୍ଧାଙ୍କୁ...

0
ମାଲକାନଗିରି, ୨୮ ।୧(ଓଡିଆ ପୁ୍‌ଅ) ବହୁଦିନର ପ୍ରତିକ୍ଷା ପରେ ଆଜି କରୋନା ଭୂତାଣୁ ବିରୋଧରେ ଦ୍ୱିତୀୟ ପଯ ର୍୍ୟାୟରେ ଆରମ୍ଭ ହୋଇଛି ଲଢେଇ,ଜିଲ୍ଲାର ତିନୋଟି ହସପିଟାଲରେ ୩୦୦ଜଣ କୋଭିଡ ଯୋଦ୍ଧା ମାନଙ୍କୁ ମିଳିଲା...

ମେଡିକାଲ ଅଫିସରଙ୍କ ଉପସି୍ଥତବୁଦ୍ଧି ଯୋଗୁ ପାରାଲିସ ଏଟେକ ହୋଇଥିବା ଡାକ୍ତରଙ୍କର ଜୀବନ ବଚିଂଗଲା

0
ମାଲକାନଗିରି,୨୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଏମଡି ହୁସେନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେହି ହସପିଟାଲରେ ଅନ୍ୟଜଣେ ଡାକ୍ତର ନିର୍ମଳ ଚନ୍ଦ୍ର ନାୟକ...

ମାଲକାନଗିରି ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

0
ମାଲକାନଗିରି,୨୪ା୧(ଓଡିଆ ପୁଅ ) ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ କନ୍ୟାସନ୍ତାନ ଦିବସ ପାଳିତି ହୋଇ ଯାଇଛି । କୋଭିଡ ନାୟମ ପାଳନ ସହ କନିଷ୍ଠ ମହିଳା କେଲଜର ଅଧ୍ୟକ୍ଷ ଦୁସ୍ମନ୍ତ କୁମାର...

ହିସାଂକାଣ୍ଡ ଘଟାଇବା ପାଇଁ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନ ବ୍ୟବହୃତ ବିସ୍ପୋରକ ଦ୍ରବ୍ୟ ,ଛୁରୀ...

0
ମାଲକାନଗିରି,୨୪ା୧(ଓଡିଆ ପୁଅ) ସ୍ୱାଭିମାନ ଅଚଂଳରେ ଆଜି ବିଏସଏଫ,ଏସଓଜି ଯବାନମାନଙ୍କୁ ମିଳିଛି ଏକ ବଡ ସଫଳତା । ଗଣତନ୍ତ୍ର ଦିବସରେ କୌଣସି ଏକ ବଡଧରଣର ହିଂସାକାଣ୍ଡ ଘଟାଇବା ପାଇଁ ସ୍ୱାଭିମାନ ଅଚଂଳର ଗୋରାସେତୁ ନିକଟରେ...

ସ୍ୱାଭିମାନ ଅଚଂଳର ଏଓବି ଦଳମର ମହିଳା ମାଓନେତ୍ରୀ ଙ୍କ ଆତ୍ମସମର୍ପଣ

0
ମାଲକାନଗିରି,୨୪ା୧ (ଓଡିଆ ପୁଅ) ଆଜି ମାଲକାନଗିରି ଜିଲ୍ଲା ପୁଲିସ କୁ ମିଳିଛି ଏକ ବଡଧରଣର ସଫଳତା । ଏଓବି ସଂଗଠନର ମହିଳା ମାଓନେତ୍ରୀ ଲାଛି ଖରା(୧୯) ଓରଫ ଗୀତା ମାଲକାନଗିରି ଏସପି ରିଶିକେଶ...

ଜମି ପଟ୍ଟା ପ୍ରଦାନ ଘଟଣାରେ ରାଜସ୍ବ ନିରୀକ୍ଷକ ଏବଂ କିରାଣୀ ନିଳମ୍ବିତ

0
ମାଲକାନଗିରି, ୨୩।୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଜମିପଟ୍ଟା ବଣ୍ଟନ କ୍ଷେତ୍ରରେ ବ୍ୟାପକ ଜାଲିଆତି ହୋଇଥିବାର ଅଭିଯୋଗ କ୍ରମେ ଆଜି ସନ୍ଧ୍ୟାରେ କାଲିମେଳା ତହସିଲର ଆରଆଇ ଓ କିରାଣୀଙ୍କୁ ଜିଲ୍ଲା...

ମାଲକାନଗିରି ଜିଲ୍ଲାସ୍ତରୀୟ ୧୨୫ତମ ନେତାଜୀ ଜୟନ୍ତୀ ପାଳିତ

0
ମାଲକାନଗିରି,୨୩ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨୫ତମ ନେତାଜୀ ଜୟନ୍ତି ପାଳିତ ହୋଇଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମୁକୁମାସ୍ଥ ସୁବାଷ ବୋଷ ଟାଉନ କ୍ଲବ...

ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଭାଜପା ବ୍ଲକ ସଭାପତି ଗିରଫ

0
ମାଲକାନଗିରି, ୨୩ା୧ (ଓଡିଆ ପୁଅ ) ଜଣେ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ଦୁସ୍କର୍ମ କରିବା ଓ ଯୁବତୀ ଜଣଙ୍କ ଅନ୍ୟତ୍ର ବିବାହ ହୋଇ ଯିବାପରେ ତାନିକଟକୁ ମୋବାଇଲରେ ଅଶ୍ଲିଳ...

ଓମସା ମାଲକାନଗିରି ଜିଲ୍ଲାଶାଖା କାର୍ଯ୍ୟକାରୀ ବୈଠକ,ରୋଗୀସେବା ପ୍ରତି ଡାକ୍ତରମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ

0
ମାଲକାନଗିରି,୨୨ା୧ (ଓଡିଆ ପୁଅ ) ଓଡିଶା ମେଡିକାଲ ସେବା ଏସୋସିଏସନ ମାଲକାନଗିରି ଜିଲ୍ଲାଶାଖାର କାର୍ଯ୍ୟାକାରୀ ବୈଠକ ଜିଲ୍ଲାହସପିଟାଲ ସମ୍ମିଳନୀ କକ୍ଷରେ କୋଭିଡ ନାୟମ ପାଳନ କରାଯାଇ ଅନୁଷ୍ଟିତ ହୋଇଯାଇଛି । ଆଜି ଜିଲ୍ଲାମୁଖ୍ୟ...

ମୁଣ୍ଡ ଗଣ୍ଡି ଅଲଗା ମୃତଶରୀର ଉଦ୍ଧାର ଘଟଣାରେ ଥାନାରେ ୭ ଅଟକ,ଗୁଣିଆ ସନ୍ଦେହରେ ହତ୍ୟା

0
ମାଲକାନଗିରି,୨୨ା୧ (ଓଡିଆ ପୁଅ ) ଗତ ୨୦ତାରିଖ ଦିନ ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ଗ୍ରାମର ଏକ ଚାଷଜମି ରୁ ମୁଣ୍ଡଗଣ୍ଡି ଅଲଗା ଶବକୁ ପୁଲିସ ଉଦ୍ଧାର କରିଥିଲେ । ଏସପି ରିଶିକେଶ ଡି...