24.1 C
Bhubaneswar
Friday, March 29, 2024
Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

୨୪ ଘଣ୍ଟାରେ ୪୯ ପଜିଟିଭି ଚିହ୍ନଟ, ୧୮୫ଟି ଏକ୍ଟିଭ କେସ

0
ମାଲକାନଗିରି, ୧୬ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାବୃଦ୍ଧି ପାଇଚାଲିଛି। ୨୪ଘଟାଂରେ ୨ଜଣ କୋଭିଡ ଯୋଦ୍ଧାଙ୍କ ସହ ୪୯ଜଣ କରୋନା ପଡିଟିଭି ଚିହ୍ନଟ ହୋଇଥିବା ବେଳେ ୧ ୮୫ ଟି...

ସୋନି ଚ୍ୟାନେଲ ରିଆଲିଟି-ଶୋ ଇଣ୍ଡିଆସ ଗଟ୍ ଟାଲେଣ୍ଟରେ ନିଜର ପ୍ରତିଭା ପ୍ରଦର୍ଶନ କଲେ ମାଲକାନଗିରି...

0
ମାଲକାନଗିରି, ୧୫/୧ (ଓଡ଼ିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ଅପହଁଚ ଇଲାକାର ଅସହାୟ ଓ ଅନାଥ ପିଲାମାନେ ସୋନି ଚ୍ୟାନେଲ ଇଣ୍ଡିଆ ଗଟ ଟ୍ୟାଲେଣ୍ଟ କାର୍ଯ୍ୟକ୍ରମରେ ଭାଗ ନେଇ ବେଶ ପ୍ରଶଂସାର...

ମାଓଗଡ଼ ଇଲାକା ଗାଁ ରେ ବିଏସଏଫ ଯବାନ ଙ୍କ ଜନ ସମ୍ପର୍କ ଶିବିର

0
ମାଲକାନଗିରି,୧୩/୧ଓଡ଼ିଆପୁଅ।ଆଜି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସ୍ଥ ମାଓ ପ୍ରବଣ ଟେମୁରପଲି,କିଆଙ୍ଗ ଗ୍ରାମରେ ବିଏସଏଫ ଯାବନ ମାନେ ଜନ ସମ୍ପର୍କ ଶିବିର ର ଆୟୋଜନ କରିବା ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି...

୨୪ଘଟାଂରେ ୧୭ କରୋନା ପଜିଟିଭି ଚିହ୍ନଟ,ଜିଲ୍ଲାରେ ମାସ୍କ ଜାଚଂ ଯୋରଦାର

0
ମାଲକାନଗିରି,୧୩ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାବୃଦ୍ଧିପାଇ ଚାଲିଛି,୨୪ଘଟାଂରେ ୧୭ଜଣ କରୋନା ପଡିଟିଭି ଚିହ୍ନଟ ହୋଇଥିବା ବେଳେ ୫୨ଟି ଏକ୍ଟଭି କେସ ରହିଛି । ଜିଲ୍ଲାରେ ଦିନକୁ ଦିନ କରୋନା...

ଜିଲ୍ଲାରେ କୋଭିଡ ଟିକାର ବୁଷ୍ଟର ଡୋଜ ନେଲେ ବୟସ୍କ ନାଗରିକ ଓ କୋଭିଡ ଯୋଦ୍ଧା

0
ମାଲକାନଗିରି,୧୩ା୧ (ଓଡିଆ ପୁଅ )ଭୟାବହ କରୋନା ର ତୃତୀୟ ଲହରରୁ ସୁରକ୍ଷିତ ରହିବା ପାଇଁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଯାଇଛି କୋଭିଡ ଟିକାର ବୁଷ୍ଟର ଡୋଜ । ଅଗ୍ରାଧିକାର ଭିତିରେ ବୟସ୍କ ନାଗରିକ...

ମାଲକାନଗିରି ଜିଲ୍ଲା ର ୩୦୬ଟି ଦୁର୍ଗମ ଗ୍ରାମରେ ମୋବାଇଲ ଟାଓ୍ୟାର ପ୍ରତିଷ୍ଟାସହତ ୪ଜି ସେବା...

0
ମାଲକାନଗିରି,୮ା୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ଦୁର୍ଗମ ମାଓପ୍ରବଣ ଅଚଂଳରେ ଥିବା ୩୦୬ଟି ଗ୍ରାମରେ ବିଏସଏନଏଲ ମୋବାଇଲ ଟାଓ୍ୟାର ପ୍ରତିଷ୍ଟା ସହିତ ୪ଜି ନେଟଓ୍ୟାର୍କ ସେବା ଖୁବ ଶିଘ୍ର ଯୋଗାଇ ଦିଆଯିବ ବୋଲି ଏକ...

ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘଦିବସ ପାଳନ

0
ମାଲକାନଗିରି,୮ ।୧ (ଓଡିଆ ପୁଅ) ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡ୍ରେସନ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସଂଘଦିବସ ଜିଲ୍ଲାସଭାପତି ରଜିଂତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ କୋଭିଡ ନାୟମ ଅନୁସାରେ ଜିଲ୍ଲାଶିକ୍ଷକ...

୬.୪କୋଟି ଟଙ୍କାବ୍ୟୟ ଅଟକଳରେ ମାଲକାନଗିରି ଜାତୀୟ ରାଜପଥ କଡରେ ବିଜୁପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର...

0
ମାଲକାନଗିରି,୮ା୧,(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଜାତୀୟ ରାଜପଥ କଡରେ ବିଜୁପଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତିପ୍ରସ୍ଥର ସ୍ଥାପନ କରିଛନ୍ତି ରାଜ୍ୟକ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗତ...

ସରକାର ଶୁଣିଲେ ନାହିଁ,ନିଜସ୍ୱ ଅର୍ଥରେ କେନାଲ ଉପରେ କଲଭର୍ଟ ଓ ରାସ୍ତା ନିର୍ମାଣ କଲେ...

0
ମାଲକାନଗିରି,୪ା୧ (ଓଡିଆ ପୁଅ ) କେନାଲରେ କଲଭର୍ଟ ଓ ରାସ୍ତା ନିର୍ମାଣ କରିବା ପାଇଁ ସରକାର ଶୁଣିଲେ ନାହିଁ ,ଆଉଜଣେ ସରକାର ନିଜେ ବ୍ୟକ୍ତିଗତ ଭାବେ ଗ୍ରାମବାସୀଙ୍କ ପାଇଁ ତାହା ଗତ ତିନିମାସ...

ପୋଖରୀରୁ ୪ଫୁଟ ଲମ୍ବର କୁମ୍ଭିର ଉଦ୍ଧାରକଲା ବନବିଭାଗ

0
ମାଲକାନଗିରି,୪ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ସଦାଶିବପୁର ଗ୍ରାମପୋଖରୀରେ ଆଜି ସକାଳେ ଏକ ଘରିଆଳ କୁମ୍ଭିର କୁ ବନବିଭାଗ ଉଦ୍ଧାର କରିଛି । ଆଜି ସକାଳେ କିଛି ଲୋକ...

ଜିଲ୍ଲାରେ ୧୦କୋଟି ଟଙ୍କା ବ୍ୟୟରେ କୃଷିଭିତିକ ଶିଳ୍ପ ସହ ସ୍ୱାଭିମାନ ଅଚଂଳରେ ୫କୋଟି ଟଙ୍କାର...

0
ମାଲକାନଗିରି,୪ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାକୁ ସବୁ କ୍ଷେତ୍ରରେ ଉନ୍ନତିକରିବାସହିତ ରାଜ୍ୟର ଏକ ନମ୍ବର ଜିଲ୍ଲାଭାବେ ପ୍ରତିଷ୍ଟାକରି ଜିଲ୍ଲାର ଉନ୍ନତି ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ସହିତ ଜିଲ୍ଲାବାସୀ ଙ୍କ ର...

ଜୁଆଆଡା ଉପରେ ପୁଲିସର ଚଢଉ ୪ଗିରଫ,୧୯ହଜାର ଟଙ୍କା ଜବତ

0
ମାଲକାନଗିରି,୨ା୧(ଓଡିଆପୁଅ ) ମାଲକାନଗିରି ଥାନାପୁଲିସ ଜୁଆଆଡାଉପରେ ଚଢଉକରି ୪ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ଟାରୁ ୧୯ହଜାର୧୫୦ଟଙ୍କା ଜବତ କରିଛନ୍ତି । ମାଲକାନଗରି ବ୍ଲକସ୍ଥ ଉଡୁପା ପଚାଂୟତ ତୁଲେନଗୁଡା ଗ୍ରାମ ମୁଣ୍ଡରେ...

ଆଓମା ଗୁରୁକୁଳ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତାଦେଲେ ଏସପି

0
ମାଲକାନଗିରି,୨ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍‌ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ଗୁରକୁଳ ) ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ନବବର୍ଷର ଶୁଭେଚ୍ଚା...

ଆଇନ ରେ ଛନ୍ଦିହୋଇଥିବା କିଶୋର କିଶୋରୀ ମାନଙ୍କ ପାଇଁ ନିଯୁକ୍ତି ଭିତିକ ଓ ଆତ୍ମ...

0
ମାଲକାନଗିରି,୩୦ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥ ସଭାଗୃହରେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନରାୟଣ ଚନ୍ଦ୍ରଦାସ ଙ୍କ ଅଧ୍ୟକ୍ଷତାରେ ଆଇନ ରେ ଛନ୍ଦିହୋଇଥିବା ଶିଶୁ,କିଶୋର,କିଶୋରୀ ମାନଙ୍କ ପାଇଁ ନିଯୁକ୍ତି...

ପିକଅପ ଭ୍ୟାନ ସହିତ ୬କୁଇଟାଂଲ ୬କେଜି ଗଜେଂଇ ଜବତ, ଜଣେ ଗିରଫ

0
ମାଲକାନଗିରି,୩୦ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ଏକ ବଡସଫଳତା,ବୁଧବାର ରାତ୍ରରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୁର୍ଯ୍ୟପ୍ରକାଶ ନାୟକ ଙ୍କ ସହିତ ପୁଲିସ ଟିମ ରାତ୍ରପେଟ୍ରୋଲିଂ କରୁଥିବା ସମୟରେ...

ଉପଜିଲ୍ଲାପାଳ ଙ୍କ ଗାଡି ଦୁର୍ଘଟଣା,ଅଳ୍ପକେବର୍ତିଲେ ଉପଜିଲ୍ଲାପାଳ ଓ ସହକର୍ମୀ

0
ମାଲକାନଗିରି,୧୭ା୧୨ ( ଓଡିଆ ପୁଅ ) ଆଜି ମାଲକାନଗିରି ଉପଜିଲ୍ଲାପାଳ ବାଲିମେଳା ଅଭୁମୁଖେ ଗସ୍ତରେ ଯାଉଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗସ୍ତ ହୋଇଛି, ଏହି ଦୁର୍ଘଟଣାରେ ଗାଡିଟି ର କିଛି ଅଶଂ ଭାଙ୍ଗି...

ଚିତ୍ରକୋଣ୍ଡା ଥାନା ପକ୍ଷରୁ ୩୫ଏକର ଜମିରୁ ୫୨ହଜାର୫୦୦ ଗଜେଂଇ ଗଛ କାଟି ପୋଡି ନଷ୍ଠ...

0
ମାଲକାନଗିରି,୧୭ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ହୋଇଥିବା ୩୫ଏକର ଜମିରୁ ୫୨ହଜାର୫୦୦ ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟକରିଦିଆ...

ଚାଲାଣଗୁଡା ପଚାଂୟତରେ ମହିଳା ସ୍ୱୟଂସହାୟକ ଗୋଷ୍ଠି ଧାନ ମଣ୍ଡି ଉଦଘାଟିତ

0
ମାଲକାନଗିରି,୧୭ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଚାଂୟତରେ ଆଜି ଧାନମଣ୍ଡି ଉଦଘାଟିତ ହୋଇ ଯାଇଛି । ଏହି ମଣ୍ଡିରେ ଚାଷିଙ୍କଠାରୁ ମହିଳାସ୍ୱୟଂସହାୟକ ଗୋଷ୍ଠି ଧାନ କ୍ରୟକରିବେ । ଚାଲାଣଗୁଡା ଓ...

ଆଓମା ଗୁରୁକୁଳ ଛାତ୍ର ଛାତ୍ରୀ ଙ୍କ ଆତ୍ମରକ୍ଷା ରଣ କୌଶଳ ତାଲିମ ଶିବିର ଉଦଘାଟିତ...

0
ମାଲକାନଗିରି,୧୭ା୧୨ (ଓଡିଆ ପୁଅ ) ମାଲକାନଗରି ଜିଲ୍ଲାସଦର ମହକୁମା ଠାରେ ପ୍ରତିଷ୍ଟିତ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର (ଆଓମା ଗୁରୁକୁଳ)ନବନିର୍ମିତ ମଣ୍ଡପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତ୍ମର କ୍ଷା ରଣ କୌଶଳ ତାଲିମ...

ଶିକ୍ଷାନିର୍ଦ୍ଦେଶକ ଙ୍କ ପ୍ରତିସୃତି ପାଇବାପରେ ଶିକ୍ଷକ ସଂଘ ର ଧାରଣା ପ୍ରତ୍ୟାହର

0
ମାଲକାନଗିରି,୧୭ା୧୨(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପ୍ରଥାମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ଦାବିନେଇ ଗତ ୧୩ତାରିଖଠାରୁ ଧାରଣା ଦିଆ ଯାଇଥିଲା ।...