Home Authors Posts by Ranjan Das

Ranjan Das

1805 POSTS 0 COMMENTS

ଭର୍ଚୁଆଲ ମାଧ୍ୟମରେ ପୁଟସିଲ ଇକୋ ରିଟ୍ରେଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
କୋରାପୁଟ ୧୫-୧୨(ଓଡିଆ ପୁଅ /ରଂଜନ ଦାସ)ଦେଓମାଳି ପାଦଦେଶରେ ରହିଥିବା ପୁଟସିଲ ଇକୋ ରିଟ୍ରେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଗାଟନ କରିଛନ୍ତି ।ଗିର୍ଲିମାଳି ପର୍ବତ ଟାପୁରେ ଆୟୋଜିତ ଉତ୍ସବରେ କୋରାପୁଟ ଜିଲ୍ଲାପାଳ...

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ କୋରାପୁଟ ଜିଲ୍ଲାର ୧୭୦ ଜଣ ନୂତନ ଶିକ୍ଷକ ଓ...

0
କୋରାପୁଟ ୧୫-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ୧୭୦ ଜଣ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ଭୁବନେଶ୍ୱର ଯାଇଥିବା ଜଣାପଡିଛି ।ଆସନ୍ତାକାଲି...

ଦଶମନ୍ତପୁର ପେଡିସିଲ ବ୍ରିଜ କାର୍ଯ୍ୟ ଆରମ୍ଭ କରିବାକୁ ଦାବି

0
କୋରାପୁଟ ୧୪-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ପେଡିସିଲ ବ୍ରିଜ ଉପରେ  ୧୨ ଟି ପଂଚାୟତବାସୀ ନିର୍ଭର କରନ୍ତି କିନ୍ତୁ ନିର୍ମାଣଧିନ ବ୍ରିଜଟି ଦବି ଯିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ବ୍ରିଜ...

କୋରାପୁଟ ହସପିଟାଲରେ ଅସହାୟ ଯୁବତୀଙ୍କୁ ସହାୟତା ପ୍ରଦାନ

0
କୋରାପୁଟ ୧୪-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୁନ୍ଦ୍ରା ଅଂଚଳର ପୁଷ୍ପା ଗଣ୍ଡ ନାମ୍ନୀ ଯୁବତୀ ମଧୁମେହ ରୋଗରେ ପୀଡିତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ...

କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ  ଦାବିପତ୍ର ପ୍ରଦାନ

0
କୋରାପୁଟ ୧୪-୧୨(ଓଡିଆ ପୁଅ /ରଂଜନ ଦାସ)ଭୁବନେଶ୍ୱରସ୍ଥିତ ଓଡିଶା ପ୍ରଦେଶ କଂଗ୍ରେସ ଭବନରେ ପୋଲିସର ଅନୁପ୍ରବେଶ ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଶତାଧିକ ପୁରୁଷ,ମହିଳା ,ଯୁବକ ଓ ଛାତ୍ରମାନେ ଏସପିଙ୍କ କାର୍ଯ୍ୟାଳୟ...

କୋରାପୁଟ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

0
କୋରାପୁଟ ୧୩-୧୨(ଓଡିଆ ପୁଅ/ ରଂଜନ ଦାସ) ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଭିତରେ ପୋଲିସର ବର୍ବରତା ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା...

ଡିଜିପିଙ୍କ କୋରାପୁଟ ଜିଲ୍ଲା ଗସ୍ତ,ସୁନାବେଡାରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

0
କୋରାପୁଟ ୧୨-୧୨ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ  ପୋଲିସ ମହା-ନିର୍ଦ୍ଦେଶକ ଅଭୟ କୋରାପୁଟ  ଜିଲ୍ଲାର ପଟ୍ଟାଙ୍ଗି ଓ ସୁନାବେଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  । ପଟ୍ଟାଙ୍ଗି  ଗସ୍ତ କରି ନୂତନ...

ଓଡିଶା ଅଣଗେଜେଟେଡ ବନ ସେବା ସଂଘ,କୋରାପୁଟ ଜୋନର୪୭ ତମ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ

0
କୋରାପୁଟ ୧୨-୧୨ଓଡିଆ ପୁଅ /ରଂଜନ ଦାସ)ଓଡିଶା ଅଣଗେଜେଟେଡ ବନ ସେବା ସଂଘ କୋରାପୁଟ ଜୋନର ୪୭ ତମ ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି...

ମାନବାରରେ ଓଡିଶା ପୁଷ୍ଟି ମହୋତ୍ସବ

0
କୋରାପୁଟ ୧୨-୧୨(ଓଡିଆ ପୁଅ /ରଂଜନ ଦାସ)ଓଡିଶା ଜୀବିକା ମିଶନ ଆନୁକୁଲ୍ୟରେ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଓଡିଶା ପୁଷ୍ଟି ମହୋତ୍ସବ ଆୟୋଜିତ ହୋଇଯାଇଛି ।କିଶୋରୀ ବାଳିକା ,ନବ ବିବାହିତା ଓ ଗର୍ଭବତୀ ମହିଳା...

କୋରାପୁଟ ମଣ୍ଡଳ କାରାଗାରରେ କାରା ପ୍ରତିଷ୍ଠା ଦିବସ ପାଳିତ

0
କୋରାପୁଟ ୧୧-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମଣ୍ଡଳ କାରାଗାରରେ କାରା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ମଣ୍ଡଳ କାରାଗାର ଅଧିକ୍ଷକ  ବିରେନ୍ଦ୍ର ନାଥ ମହାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପଟ୍ଟାଙ୍ଗୀ ବିଧାୟକ...

କୋରାପୁଟ ସହରରେ ମାସ୍କ ଚେକିଂ ,ମାସ୍କ ପିନ୍ଧନ୍ତୁ ନ ହେଲେ ଫାଇନ ଦେବାକୁ ପଡିବ

0
କୋରାପୁଟ ୧୧-୧୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରରେ ମାସ୍କ ଯାଂଚ ଆରମ୍ଭ କରାଯାଇଛି ।ଟାଉନ ପୋଲିସ ତରଫରୁ ସହରର ଜଗନ୍ନାଥ ମନ୍ଦିର ଛକ ,ମେଡିକାଲ କଲେଜ ଛକ ,ପୂଜାରୀପୁଟରେ ମାସ୍କ ଚେକିଂ...

କୋରାପୁଟରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ

0
କୋରାପୁଟ ୧୦-୧୨(ଓଡିଆ ପୁଅ/ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ହ୍ୟୁମାନ ରାଇଟସ ଫ୍ରଂଟ ଇଣ୍ଡିଆ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି ।ଜାତୀୟ ମାନବ ଅଧିକାର ଆୟୋଗ...

କୋରାପୁଟରେ ମାଟିଲଗ୍ନା ସାହିତ୍ୟ ସଂସଦର ଶୀତକାଳୀନ ସାହିତ୍ୟ ଆସର

0
କୋରାପୁଟ ୧୧-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ସଭାଗୃହଠାରେ ମାଟିଲଗ୍ନା ସଂସଦ ଦ୍ୱାରା ଶୀତକାଳୀନ  ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ସେମିଲିଗୁଡାଠାରେ ବିଜେଡିର ପଂଚାୟତ ନିର୍ବାଚନ ବୈଠକ

0
କୋରାପୁଟ ୦୯-୧୨(ଓଡିଆ ପୁଅ/ରଂଜନ ଦାସ)ସେମିଲିଗୁଡାର ଜାନିଗୁଡାଠାରେ ବିଜୁ ଜନତା ଦଳର ପଂଚାୟତ ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଜୋନ୧ ଓ ଜୋନ ୨ ଜିଲ୍ଲା...

କୋରାପୁଟରେ ମହିଳା ଏସଏଚଜି କଫି ଚାରା ଉତ୍ପାଦନ କରିବେ

0
କୋରାପୁଟ ୦୯-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ମହିଳା ଏସଏଚଜି ଏବେ କଫି ଚାରା ଉତ୍ପାଦନ କରିବେ ।ଏକ ହଜାର ହେକ୍ଟର ଜମିରେ କଫି ଚାଷ ନିମନ୍ତେ ୨୦ ଟି ମହିଳା ଏସଏଚଜି...

ଭାରତମାଳା ପ୍ରକଳ୍ପର କ୍ଷତିଗ୍ରସ୍ତ ଲୋକଙ୍କୁ ଏକର ପିଛା ଅତି କମରେ ୩୦ ଲକ୍ଷ ଟଙ୍କା...

0
କୋରାପୁଟ ୦୬-୧୨(ଓଡିଆ ପୁଅ/ରଂଜନ ଦାସ)ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ତହସିଲ ଅନ୍ତର୍ଗତ ତୋଲା,ରେଙ୍ଗାଗୁଡା, ଡଂଗ୍ରୀ ,ଡୋଲିଆମ୍ବ,ଲିଲିଗୁଡା ମୈାଜାର ଜମିକୁ ପ୍ରସ୍ତାବିତ ପ୍ରକଳ୍ପ ସ୍ପର୍ଶ କରୁଥିବା ବେଳେ ବୋରିଗୁମ୍ମା,ଦଶମନ୍ତପୁର ସେମିଲିଗୁଡା ଏବଂ ପଟ୍ଟାଙ୍ଗୀ ତହସିଲ...

କୋରାପୁଟରେ ବି.ଆର.ଆମ୍ବେଦକରଙ୍କ ନୂତନ ପ୍ରତିମୂର୍ତି ଉନ୍ନୋଚିତ

0
କୋରାପୁଟ ୦୬-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ସହରସ୍ଥିତ ଆମ୍ବେଦକର ପାର୍କର ଉନ୍ନତିକରଣ ଓ ନୂତନ ପ୍ରତିମୂର୍ତି କୋରାପୁଟ ମ୍ୟୁନସିପାଲଟି ଆନୁକୁଲ୍ୟରେ ସ୍ଥାପିତ କରାଯାଇଛି ।ଆଜି ବି.ଆର.ଆମ୍ବେଦକରଙ୍କ ସ୍ଥାପିତ ନୂତନ ପ୍ରତିମୂର୍ତି ଉନ୍ନୋଚିତ ହୋଇଯାଇଛି ।କୋରାପୁଟ...

ଆସନ୍ତା ଜାନୁଆରୀ ୧୫ରୁ ଜିଲ୍ଲାରେ ମାଣ୍ଡିଆ କ୍ରୟ କରାଯିବ

0
କୋରାପୁଟ ୦୬-୧୨(ଓଡିଆ ପୁଅ /ରଂଜନ ଦାସ)ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ କୋରାପୁଟ ଜିଲ୍ଲାରେ ଖରିଫ ମାଣ୍ଡିଆ କ୍ରୟ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ...

ବନ୍ଧୁଗାଁର କୃଷକ ସାଥୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

0
କୋରାପୁଟ ୬-୧୨(ଓଡିଆ ପୁଅ /ରଂଜନ ଦାସ)  ଭାଗ ଚାଷି ମାନଙ୍କୁ   ବଳରାମ ଯୋଜନାରେ  କୃଷି ରୁଣ ଦେବାକୁ  ରାଜ୍ୟ ସରକାର ଘୋଷଣା କରିବା ପରେ  କୃଷକ ସାଥୀ ଗାଁ ଗାଁ ବୁଲି ଜମିହୀନ...

୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

0
କୋରାପୁଟ ୬-୧୨(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ପୋଲିସ ପେରେଡ ପଡିଆରେ ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି ।  ଗୃହରକ୍ଷା ଡିଏସପି  ତପନ କୁମାର ମହାନନ୍ଦଙ୍କ  ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ...