Home କୋରାପୁଟ କୋରାପୁଟ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

କୋରାପୁଟ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

22

କୋରାପୁଟ ୧୩-୧୨(ଓଡିଆ ପୁଅ/ ରଂଜନ ଦାସ) ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଭିତରେ ପୋଲିସର ବର୍ବରତା ପ୍ରତିବାଦରେ କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ ।କୋରାପୁଟ ଏସପିଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଦାବିପତ୍ର ଗ୍ରହଣ କରିଥିଲେ ।ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ଯୁବ କଂଗ୍ରେସ ସଂପାଦକ ରମେଶ ଖରା,ଯୁବନେତା ଜଗବନ୍ଧୁ ବାଘ,ଘାସି କନ୍ଧପାଣ,ଡମ୍ବରୁ ବେନ୍ୟା,ସମରା ମୁଦୁଲି,ହରି ଗୈାଡ,ଭୁବନ ଗୈାଡ,ଖଗ ମାଳି,ହରି ମହାନନ୍ଦିଆ ଓ ପଦଲାମ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.