Home Authors Posts by Ranjan Das

Ranjan Das

1805 POSTS 0 COMMENTS

ହତ୍ୟା ଘଟଣାରେ ନାବାଳକ ସହ ୫ଜଣଙ୍କୁ କୋରାପୁଟ ଟାଉନ ପୋଲିସ ଦ୍ବାରା ଗିରଫ

0
କୋରାପୁଟ ୨୬-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ସହରର ପରଜାସାହିର ଜଣେ ଯୁବକକୁ ହତ୍ୟା କରିବା ଘଟଣାରେ ଟାଉନ ପୋଲିସ ଜଣେ ନାବାଳକ ସହ ୫ଜଣଙ୍କୁ ଗିରଫ କରିଥିବା ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ...

ସେମିଳିଗୁଡା ବ୍ଲକର ୬ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକଲ ବଣ୍ଟନ

0
  କୋରାପୁଟ ୨୫-୧୨(ଓଡିଆ ପୁଅ /ରଂଜନ ଦାସ)ସେମିଳିଗୁଡା ବ୍ଲକର ପାକଝୋଲା , ଗୁଣ୍ଠାପୂଟଓ ପିତାଗୁଡା ପଞ୍ଚାୟତର ୬ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକଲ ପ୍ରଦାନ କରାଯାଇଥିବା ଜଣାପଡିଛି।ସେମିଳିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ...

ନେରେଡିବାଲସାରେ ନିର୍ମାଣଧିନ କୃଷକ ବଜାର  ପରିଦର୍ଶନ କଲେ ସାଲୁର ବିଧାୟକ

0
କୋରାପୁଟ ୨୫-୧୨(ଓଡିଆ ପୁଅ /ରଂଜନ ଦାସ)ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ତରଫରୁ ଏକ କୃଷକ ବଜାର ଗୃହ ନିର୍ମାଣ କରାଯାଉଛି ।ସାଲୁର ବିଧାୟକ ପି.ରାଜନ୍ନା ଦୋରା ନିର୍ମାଣଧିନ କୃଷକ ବଜାର...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସ୍ୱାସ୍ଥ୍ୟ ନିର୍ଦ୍ଧାରଣକାରୀଙ୍କ ଉପରେ ସାମାଜିକ ବିଜ୍ଞାନର ପ୍ରଭାବ’ ଶୀର୍ଷକ ଆଲୋଚନା...

0
  କୋରାପୁଟ ୨୫-୧୨(ଓଡିଆ ପୁଅ/ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ଆନୁକୁଲ୍ଯରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ମଧ୍ୟ ପ୍ରଦେଶର ଜବଲପୁରସ୍ଥିତ ଆଦିବାସୀ ସ୍ୱାସ୍ଥ୍ୟ ଜାତୀୟ ଅନୁସନ୍ଧାନ...

କୋରାପୁଟ ବନଭାରତୀ କଲୋନୀ ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
କୋରାପୁଟ ୨୫-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବନଭାରତୀ କଲୋନୀ ରାସ୍ତାକଡରୁ ଜଣେ ଯୁବକଙ୍କର ମୃତଦେହକୁ ଆଜି ପୋଲିସ ଉଦ୍ଧାର କରିଥିବା ଜଣାପଡିଛି ।ପରଜାସାହିର ସନ୍ୟାସୀ ପୂଜାରୀ ନାମକ ଯୁବକ ବନ ଭାରତୀ କଲୋନୀରେ...

କୋରାପୁଟ ଜିଲ୍ଲାସ୍ତରୀୟ ୨ୟ ମାଣ୍ଡିଆ କ୍ରୟ କମିଟି ବୈଠକ

0
କୋରାପୁଟ ୨୪-୧୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ କୋରାପୁଟ ଜିଲ୍ଲାସ୍ତରୀୟ ୨ୟ ମାଣ୍ଡିଆ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଂଚାୟତରାଜ ନିର୍ବାଚିତ ପ୍ରତିନିଧି ଓ...

ଡୁମୁରିପୁଟରେ ଜରୁରୀକାଳୀନ ମକଡ୍ରିଲ

0
କୋରାପୁଟ ୨୪-୧୨(ଓଡିଆ ପୁଅ /ରଂଜନ ଦାସ) ରାସ୍ତାରେ ପେଟ୍ରୋଲ,ଡିଜେଲ  ଓ ଗ୍ୟାସ  ବୋଝେଇ ଗାଡି ଦୁର୍ଘଟଣାଗସ୍ତ ହୋଇ ଅଗ୍ନିକାଣ୍ଡ ହେଲେ କିପରି ଉଦ୍ଧାର କରାଯାଇପାରିବ ସେଥି ନିମନ୍ତେ ଆଜି ଡୁମୁରିପୁଟଠାରେ ଏକ ଜରୁରୀକାଳୀନ...

ଚକର୍ଲିପୁଟ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି

0
କୋରାପୁଟ ୨୪-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଂଚାୟତର ଚକର୍ଲିପୁଟ ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣେଇଛନ୍ତି ।ତାମିଲି ଛକରୁ...

କୋଟିଆ ଗ୍ରାମପୁଞ୍ଜରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଓ କୁଟୁମ୍ବ ଗୃହ ବିଧାୟକଙ୍କ ଦ୍ବାରା ଉଦଘାଟିତ

0
  କୋରାପୁଟ ୨୧-୧୨(ଓଡିଆ ପୁଅ / ରଂଜନ ଦାସ) କୋଟିଆ ଗ୍ରାମପୁଞ୍ଜର ହରମାଣ୍ଡାଙ୍ଗି ଓ ଡୋଲିଆମ୍ବ ଦୁଇ ଗ୍ରାମରେ ରାଡ ଯଥା ବୃଷ୍ଠି ପୃଷ୍ଠ ଅଞ୍ଚଳର ଉନ୍ନତି କରଣ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଧାୟକ ପିତମ ପାଢ଼ୀ...

ମାଲକାନଗିରିରେ ୫ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ପ୍ରତିବାଦରେ କୋରାପୁଟ ଜିଲ୍ଲା କାର୍ଯ୍ୟରତ ୟୁନାଟେଡ...

0
କୋରାପୁଟ ୨୧-୧୨(ଓଡିଆ ପୁଅ/ ରଂଜନ ଦାସ) ସାମ୍ବାଦିକ ହେଉଛନ୍ତି ସମ୍ବିଧାନର ଚତୃର୍ଥ ସ୍ତମ୍ଭ।ସେଇ ଚତୃର୍ଥ ସ୍ତମ୍ଭ ସମାଜରେ ଘଟୁଥିବା ସତ୍ୟକୁ ଲୋକଲୋଚନ କୁ ଆଣିବା ପାଇଁ ପ୍ରଚେଷ୍ଟା କରିବା ସମୟରେ ଆକ୍ରୋଶ ମୂଳକ...

କୋରାପୁଟ ଜିଲ୍ଲା ନିଯୁକ୍ତି ମେଳାରେ ୧୫୨୧ ଜଣ ଯୁବକ ଓ ଯୁବତୀଙ୍କ ଅଂଶଗ୍ରହଣ

0
କୋରାପୁଟ ୨୨-୧୨(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ...

କୋରାପୁଟ ଜିଲ୍ଲାର ୧୧ ଜଣ ପୋଲିସ ଇନ୍ସପେକ୍ଟରଙ୍କ ବଦଳି

0
କୋରାପୁଟ ୨୦-୧୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ୧୧ ଜଣ ପୋଲିସ ଇନ୍ସପେକ୍ଟରଙ୍କୁ ଏସପି ବରୁଣ ଗୁଣ୍ଠୁପାଲ୍ଲି ବଦଳି କରିଥିବା ଜଣାପଡିଛି। ସେମିଳିଗୁଡା ଥାନାର ଇନ୍ସପେକ୍ଟର କ୍ଷିରେଶ୍ୱର ସାହୁଙ୍କୁ ବୋରିଗୁମ୍ମାକୁ ବଦଳି...

ଅଲ ଓଡିଶା ଅଙ୍ଗନବାଡି କର୍ମି ସହାୟିକା ସାମୁଖ୍ୟ କୋରାପୁଟ ଜିଲ୍ଲା ଶାଖା କାର୍ଯ୍ୟକର୍ତା ନିର୍ବାଚିତ

0
କୋରାପୁଟ ୨୦-୧୨(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ଟାଉନହଲଠାରେ ଅଲ ଓଡିଶା ଅଙ୍ଗନବାଡୀ କର୍ମି ସହାୟିକା ସାମୁଖ୍ୟ କୋରାପୁଟ ଜିଲ୍ଲା ଶାଖା କାର୍ଯ୍ୟକର୍ତା ନିର୍ବାଚିତ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ...

କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ

0
କୋରାପୁଟ ୧୯-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜେଜେବାପା ଓ ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ସରକାରୀ କଲେଜର ଅବସରପ୍ରାପ୍ତ ଉପାଧ୍ୟକ୍ଷ  ଅମୁଲ୍ୟ ମହାପାତ୍ର ଓ ଅବସରପ୍ରାପ୍ତ...

ଜନୈକା ଯୁବତୀଙ୍କ ଆପତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ କୋରାପୁଟ ଟାଉନ ପୋଲିସ...

0
କୋରାପୁଟ ୧୯-୧୨(ଓଡିଆ ପୁଅ/ରଂଜନ ଦାସ) ଜନୈକା ଯୁବତୀଙ୍କ ଆପତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ  ଜଣେ ଯୁବକଙ୍କୁ କୋରାପୁଟ ଟାଉନ ପୋଲିସ  ଗିରଫ  କରିଥିବା ଜଣାପଡିଛି ।ଜଗତସିଂପୁର ଜିଲ୍ଲାର  ଏରସେମା ଥାନା...

ପୈାର ନିର୍ବାଚନ ନିମନ୍ତେ କୋରାପୁଟରେ ପହଂଚିଲା ଇଭିଏମ

0
କୋରାପୁଟ ୧୮-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟରେ ଇଭିଏମ ପଂଚିଥିବା ଜଣାପଡିଛି ।ଆସନ୍ତା ପୈାର ନିର୍ବାଚନ ନିମନ୍ତେ କୋରାପୁଟ ଜିଲ୍ଲାକୁ ୪୧୦ ଟି ଇଭିଏମ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି...

କୋରାପୁଟ ସହରରେ ସ୍ଥାପିତ ପ୍ରତିମୂର୍ତି ଉନ୍ନୋଚିତ

0
କୋରାପୁଟ ୧୮-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ପ୍ରତିମୂର୍ତି ଉନ୍ନୋଚିତ ହୋଇଥିବା ଜଣାପଡିଛି ।ବାଟମଙ୍ଗଳ ଛକରେ   ମହାତ୍ମା ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେ ,ବିଜୁ ପଟନାୟକ...

ସୁନାବେଡା ସହରର ରୁପାନ୍ତରୀକରଣ ନିମନ୍ତେ ୧୨୦ଗୋଟି ପ୍ରକଳ୍ପର ଅନୁମୋଦନ ନିମନ୍ତେ ପ୍ରସ୍ତାବ ପ୍ରଦାନ

0
କୋରାପୁଟ ୧୭-୧୨(ଓଡିଆ ପୁଅ /ରଂଜନ ଦାସ)ଫାଇଭ ଟି ଅନ୍ତର୍ଗତ ମୁକ୍ତା(ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନା ମାଧ୍ୟମରେ ସୁନାବେଡା ସହରର ରୁପାନ୍ତରୀକରଣ ନିମନ୍ତେ ୧୨୦ ଗୋଟି ପ୍ରକଳ୍ପର ଅନୁମୋଦନ ପାଇଁ ୫କୋଟି ୯୩...

କୋରାପୁଟ ଆଇଟିଡିଏ ତରଫରୁ କୋଟିଆ ଗ୍ରାମପୁଞ୍ଜରେ କୁକୁଡା ଚିଆଁ ପ୍ରଦାନ

0
କୋରାପୁଟ ୧୬-୧୨(ଅମି)କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ କୋଟିଆ ଗ୍ରାମପୁଞ୍ଜରେ କୁକୁଡା ଚିଆଁ ପ୍ରଦାନ କରାଯାଇଥିବା ଜଣାପଡିଛି ।ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ତରଫରୁ ଆଦିବାସୀମାନଙ୍କ...

କୋଟିଆ ଗ୍ରାମପୁଞ୍ଜର ୧୨୬୪ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ

0
କୋରାପୁଟ ୧୬-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜର ୧୨୬୪ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଥିବା ଜଣାପଡିଛି ।କୋଟିଆ ଗ୍ରାମପୁଞ୍‌ଜର କୋଟିଆ ,କୁରୁଡିପଦର,ଉପର ଗଞ୍ଜେଇପଦର,ତଳ ଗେଞ୍ଜଇପଦର ,ଜାନିଗୁଡା,ରଣାସିଂ,ଉପରପନିକି,ତଳପନିକି,ଧୁଲିପଦର,ଉପରସେମ୍ବି,ତଳସେମ୍ବି,ସୁଲିଆମାରୀ,ତଳକାଂଟି,କୋଡିଆମ୍ବ,ଫୁଲପଦର,କାଟ୍ରାଗୁଡା,ସାଲେମପଦର,ମାଡକାର,ତଳବାରବନ୍ଧ,ଉପରବାରାବନ୍ଧ,ଥୁରିଆ,କରଞ୍ଜଗୁଡା,ତାଉପଦର ,ମାଥାଲାମ୍ବା ଓ...