Tag: Bhadrak News
୧୨୨ ଗ୍ରାମ ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାର ଥାନା ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରେ କରୋନା ଜନିତ ଏମ୍ଭିଆଇ ଏନଫୋର୍ସମେଣ୍ଟ ଚେକିଂ...
ଭଦ୍ରକ ପ୍ରଗତି ପାଠକ ସଂଘ ପକ୍ଷରୁ ନାଟ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପ୍ରଗତି ପାଠକ ସଂଘ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।...
ଧାମରା ଆରଆଇ ଅଫିସ କୋଠା ଉପରେ ଶୋଭା ପାଉଛି ପାଣି ପଲିଥିନ, ପାଣି ପଡି...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେଉଁଠି ଛାତ ଭାଙ୍ଗି ଖସି ପଡିଛି ତ କେଉଁଠି ବର୍ଷା ପାଣି ଟପ୍ ଟପ୍ ହୋଇ ପଡୁଛି । ଘର ଚଟାଣ...
ଜିଲା ପରିମଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭଦ୍ରକ ବ୍ଲକ୍ ପକ୍ଷରୁ ସ୍ୱଚ୍ଛ ଭାରତ...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ପରିମଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଭଦ୍ରକ ବ୍ଲକ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ସ୍ୱଚ୍ଛ ଭଦ୍ରକ, ସୁସ୍ଥ ଭଦ୍ରକ...
ସରକାରଙ୍କ ଆବାସ ଯୋଜନା କାହା ସ୍ୱାର୍ଥରେ! , କର୍କଟ ଆକ୍ରାନ୍ତ ଭ୍ରମରବରଙ୍କ ଜୀବନ ବିତୁଛି...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ମାଳମାଳ ଜନାଭିମୁଖୀ ଯୋଜନା । ଏ ସମସ୍ତ ଯୋଜନାକୁ ହାତେଇବାକୁ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଚାଲିଛି ବାଘ...
ମରଣଯନ୍ତା ପାଲଟିଛି ଖୋଲା ଡ୍ରେନ୍
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆଗରପଡ଼ା ମୁଖ୍ୟବଜାର ରାସ୍ତା ପ୍ରଶସ୍ତିକରଣ ସମୟରେ ଉଭୟ ପାଶ୍ୱର୍ ଡ୍ରେନ ନିର୍ମାଣ କରାଯାଇଥିଲା । ଡ୍ରେନ ନିର୍ମାଣ କାର୍ଯ୍ୟ...
ବାରସର ସମବାୟ ସମିତିର ଶସ୍ୟବୀମା ଯୋଜନାରେ ବିଭ୍ରାଟକୁ ନେଇ ତାଲା ପକାଇଲେ ଚାଷୀ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ବାରସର ସମବାୟ ସମିତିର ଶସ୍ୟବୀମା ଯୋଜନାରେ ବିଭ୍ରାଟକୁ ନେଇ ତାଲା ପକାଇଲେ ଚାଷୀ ।...
ଦୁଇ ମହିଳା ମହାସଂଘ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସଂଖ୍ୟାଧିକ ସଦସ୍ୟା
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ନେଇ ଗଠିତ ମହାସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ...
ବିପଦ ସଂକେତ ଉପରେ ବୈତରଣୀର ବନ୍ୟାଜଳ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପର ମୁଣ୍ଡରେ ବର୍ଷା ହେବା ଦ୍ୱାରା ପୁଣି ବୈତରଣୀ ନଦୀରେ ବନ୍ୟା ଆସିଛି । ନିକଟରେ ଲଘୁଚାପ ଜନିତ ବର୍ଷା ଦ୍ୱାରା...
ଧାମନଗର ତହସିଲରେ ଅମିନଙ୍କ ଦାଦାଗିରି, ମୋହରିରଙ୍କୁ ଜାତିଆଣା ଆକ୍ଷେପ ଓ ଆକ୍ରମଣ, ଥାନାରେ ମାମଲା...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ତହସିଲରେ ଦୀର୍ଘଦିନଧରି ତହସିଲଦାର ପଦବୀ ଖାଲିପଡ଼ିଥିବାବେଳେ ତହସିଲର କେତେକ ତଳିଆ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ବିଭିନ୍ନ କାମନେଇ ଯାଉଥିବାର...
ପୋଖରୀରେ ବୁଡ଼ି ୨୨ବର୍ଷ ଯୁବକର ମୃତ୍ୟୁ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଳକ ଅନ୍ତର୍ଗତ ଖପରପଦା ପଂଚାୟତର ଲୁଣିଆ ନିକଟସ୍ଥ ମେଳଣପଦା ପୋଖରୀରେ ବୁଡ଼ିଯାଇ ଆଜି ଜଣେ ୨୨ବର୍ଷ ଯୁବକର...
ଅଲ୍ ଓଡ଼ିଶା ୱାଚ୍ ଟ୍ରେଡ ଫେଡେରେସନର ବୈଠକ, ଅନଲାଇନରେ ହେଉଥିବା ଠକାମିକୁ ଘୋର ବିରୋଧ,...
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘଡି ଉଦ୍ୟୋଗ ସହିତ ସଂଶ୍ଳିଷ୍ଟ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ତଥା ଉଦ୍ୟୋଗୀମାନଙ୍କର ହିତକୁ ଆଖି ଆଗରେ ରଖି ‘ଅଲ ଓଡିଶା ୱାଚ୍...
ଜିଲା କଂଗ୍ରେସ କମିଟି ଏସ୍ସି ସେଲ୍ର ନୂତନ ପଦାଧିକାରୀ ମନୋନୀତ
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସଙ୍କ ସୁପାରିଶ କ୍ରମେ ଓ ରାଜ୍ୟ କଂଗ୍ରେସ କମିଟିର ଏସ୍.ସି. ସେଲର ଚେଆରମେନ୍...
ଭଦ୍ରକ ଓକିଲସଂଘ ଓ ଲାୟନ୍ସ କ୍ଲବ ଭଦ୍ରକାଳୀ ମିଳିତ ଆନୁକୁଲ୍ୟରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲସଂଘ ଓ ଲାୟନ୍ସକ୍ଲବ ଭଦ୍ରକାଳୀ ମିଳିତ ଆନୁକୁଲ୍ୟରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ଡ଼ାକ୍ତରମାନଙ୍କ ଦ୍ୱାରା ଦେୟମୁକ୍ତ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି...
ପାଣି ଟ୍ୟାଙ୍କର ଦୁର୍ଘଟଣାରେ ୨ କଲେଜ ଛାତ୍ରୀ ଆହତ, ଛାତ୍ରଛାତ୍ରୀଙ୍କ ଉତ୍ତେଜନା
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ କଲେଜର ଦୁଇ ଛାତ୍ରୀ ଏକ ସ୍କୁଟିରେ ଯାଉଥିବାବେଳେ ପାଣି ଟ୍ୟାଙ୍କର ଦୁର୍ଘଟଣା ଘଟାଇଥିଲା । ଏବଂ ସେମାନେ ଆହତ...
ଲୁଣିଆ ଗୁଳିକାଣ୍ଡର ୭୯ତମ ଶହୀଦ ଦିବସ ପାଳିତ
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାର ଧାମନଗର ବ୍ଲକ ଅନ୍ତର୍ଗତ ଶହୀଦନଗର ସ୍ଥିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୭୯ ତମ ଶହୀଦ ସ୍ମୃତି ଉତ୍ସବ ଆଜି...
ସ୍ମଲେସଟ୍ ଫଙ୍କସନାଲ ରେଫ୍ରିଜେଟ୍ର ତିଆରି କରି ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ପୁଅ, ଇଣ୍ଡିଆ ବୁକ୍...
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା କାଳରେ ବଦଳିଯାଇଛି ଜୀବନର ପରିଭାଷା । ଭାଇରସ ଭୟରେ ସମସ୍ତେ ରୁନ୍ଧି ହୋଇଗଲେଣି । ସବୁ ସ୍ଥାନରେ ଏବେ ମଣିଷଙ୍କ...
ଖବରକାଗଜ ବିତରକ ଧନେଶ୍ୱର ଜେନାଙ୍କ ପରଲୋକ
ଭଦ୍ରକ, ୨୧ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଏନ୍ଏସି ଅଞ୍ଚଳର ଗୋଖାଦିଗି ଗ୍ରାମର ଜଣେ ଜଣାସୁଣା ଯୁବ ସମାଜସେବୀ, ସୁ ସଂଗଠକ ଧନେଶ୍ୱର ଜେନା (କାଳିଆ) ବୟସ ୪୨...
ପଦ୍ମାଳୟା ପୀଠରେ ଭାଗବତ ଜନ୍ମ ଉତ୍ସବ ପାଳିତ
ଭଦ୍ରକ, ୨୧ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଂଗ ପଞ୍ଚାୟତ ଅଧିନସ୍ଥ ପଦ୍ମାଳୟାପୀଠ ସରମଂଗାଠାରେ ନିରାଡ଼ମ୍ବର ସହ ଶ୍ରୀମଦ ଭାଗବତ ଜନ୍ମ ଉତ୍ସବ ଓ ଅନନ୍ତ...
ନିର୍ଯ୍ୟାତନା ସହି ନପାରି ଘରଛାଡ଼ିଥିଲେ ସଙ୍ଗୀତା
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଖଳାଗଢିଆ ଗ୍ରାମର ସତ୍ୟବାନ ଯେନାଙ୍କ ସ୍ତ୍ରୀ ସଙ୍ଗୀତା ତାଙ୍କ ଶ୍ୱଶୁରଘରେ ଯୌତୁକ ନିମନ୍ତେ ନିର୍ଯ୍ୟାତନାର...
























