Tag: Bhadrak News
ଶାସକ ଦଳ ସରପଞ୍ଚ ଭାଇଙ୍କ ଦବଙ୍ଗଗିରି ମହଙ୍ଗା ପଡିଲା, ତଦନ୍ତକାରୀ ପୁଲିସ୍ଙ୍କୁ ମରଣାନ୍ତକ ଆକ୍ରମଣ...
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ଗୋରାମାଟି ପଂଚାୟତର ତୋରଣପଦା ଗ୍ରାମରେ ଜମିଜମା ବିବାଦ ଜନିତ ପୂର୍ବ ଶତ୍ରୁତାକୁ ନେଇ ସ୍ଥାନୀୟ ଶାସକ...
ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁର ତଦନ୍ତ ଦାବୀ କଲେ ପରିବାର
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଂଶଡା ଥାନା ଅର୍ନ୍ତଗତ ଗଙ୍ଗାଧର ପୁର ଗ୍ରାମରେ ଗତ ୩ତାରିଖରେ ଏକ ଅପମୃତ୍ୟୁ ହୋଇଥିଲା । ଏ ନେଇ ବାଂଶଡା ଥାନାରେ...
ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଭଦ୍ରକ ସାଂସଦଙ୍କର...
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପର୍ଯ୍ୟଟନ ସ୍ଥଳୀ ଇରମର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଶାନ ରେଡ୍ଡୀଙ୍କୁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ...
ଆଦାନୀ ଧାମରା ପୋର୍ଟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ଶିଶୁର ଶାରୀରିକ, ମାନସିକ ଓ ଭୌତିକ ବିକାଶରେ ସ୍ତନ୍ୟପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା’ ଉଦ୍ଦେଶ୍ୟରେ ଆଦାନୀ ଧାମରା...
ଆମ୍ବେଦକରଙ୍କ ଫଟୋକୁ ଫୋପାଡ଼ିବାକୁ ନେଇ ବିଜେପି ଦଳିତ ସଂଘ ପକ୍ଷରୁ କ୍ଷୋଭ, ୧୧ଜିଲ୍ଳାପାଳ ଅଫିସ...
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେଡ଼ି ଶାସକ ଦଳର କେତେକ ସମର୍ଥକ ବିଭିନ୍ନ ସମୟରେ ଦଳିତମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏପରିକି ଅନ୍ୟାୟ ବିରୁଦ୍ଧରେ ସ୍ୱର...
ପୁଣି ତେଜିଲା ଜଗନ୍ନାଥପ୍ରସାଦ ସୈରାତ ବିବାଦ, ନଦୀବନ୍ଧ ଗୋଡା ହଟାଇବା ଦାବିରେ ଶନିବାର ହେବ...
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନଥପ୍ରସାଦ ବୈତରଣୀ ସୈରାତରୁ ବାଲି ଉତ୍ତୋଳନ ପାଇଁ ଜଳସମ୍ପଦ ବିଭାଗର ଅନୁମତି...
ମାଳଦା ସମବାୟ ସମିତି; ଚାଷୀ ପଞ୍ଜିକରଣ ଦଲାଲ ରାଜକୁ ବିରୋଧରେ ଚାଷୀଙ୍କ ଅସନ୍ତୋଷ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ପ୍ରାଥମିକ କୃଷି ସମବାୟ ସମିତିରେ ଦଲାଲରାଜ ଯୋଗୁଁ ଗତ ଖରିଫ ଧାନକ୍ରୟରେ ଚର୍ଚ୍ଚାରେ...
ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ପାଇଁ ସାରାରାତି ଥାନାରେ ଧାରଣା, ବୁଝାମଣା ପରେ ପ୍ରତ୍ୟାହୃତ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୋବାରକପୁର ଗ୍ରାମରେ ଗତ ଗୁରୁବାର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ପ୍ରତିବାଦରେ ଗ୍ରାମର ଜନୈକ ଆଦିବାସୀ ପରିବାର...
ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ନବୀନ ସରକାର ସମୟରେ ହୋଇଥିବା ଦୁର୍ନୀତି ଯଥା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କାର୍ଯ୍ୟାଳୟରେ ଯେଉଁ ଦୁର୍ନୀତି ଆଜି ପଦାକୁ...
ଛାମୁଆ ଯୁବନେତା ରୂପକ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ବିଜୁ ଜନତା ଦଳର ଜଣେ ଛାମୁଆ ଯୁବନେତୃତ୍ୱ ଭାବେ ସ୍ୱର୍ଗତଃ ରୂପକ ମିଶ୍ରଙ୍କ ଅନୁଦାନ ଅତୁଳନୀୟ । ଓଡ଼ିଶାର...
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସପରିବାରର ସୁରକ୍ଷା ନେଇ...
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ପୂର୍ବକ ହତ୍ୟା କରିବାର ଉଦ୍ୟମ କରାଯାଇଥିବାର ଅଭିଯୋଗ କରିଛନ୍ତି...
ରୋଷେଇ ଚୂଲିରୁ ନିଆଁ ଲାଗି ୨ ବଖରା ଘର ଭସ୍ମୀଭୂତ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ରୋଷେଇ ଚୂଲିରୁ ନିଆଁ ଲାଗି ଭଦ୍ରକ ବ୍ଲକ୍ କୋଡବରୁଆଁ ପଂଚାୟତ ପଲ୍ଲୀ ଗ୍ରାମରେ ଜଣଙ୍କର ଦୁଇବଖରା ଘର ଜଳିଯାଇଛି ।...
ଅବକାରୀ ବିଭାଗର ବ୍ୟାପକ ଚଢାଉ, ମଦ ଜବତ ୩ ଗିରଫ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସଙ୍କୁ ନେଇ...
କଳାକାର ଓ ଅନ୍ୟ ସଂଘ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ୯ ତାରିଖରେ ଭଦ୍ରକର ସମସ୍ତ କଳାକାର ସଂଘ ଓ ଅନ୍ୟ ସଂଘ ଗୁଡିକ ମିଳିତ ଭାବେ ଏକ ବିଶାଳ ଶୋଭାଯାତ୍ରାର...
ଭଦ୍ରକ ଜିଲା ବିଜେଡି କାର୍ଯ୍ୟକାରିଣୀ ଘୋଷଣା ପରେ ଚର୍ଚ୍ଚାରେ ଭଦ୍ରକ ନିର୍ବାଚନ ମଣ୍ଡଳୀ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘଦିନ ପରେ ବହୁ ପ୍ରତୀକ୍ଷିତ ଭଦ୍ରକ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ...
ପୁଣି ୨୬୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଏବେ ଧଳା ଜହର ରୂପୀ ବ୍ରାଉନସୁଗାରର ଭୂସ୍ୱର୍ଗ ପାଲଟିଥିବାବେଳେ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ପୁରୁଣାବଜାର ଭଳି ୩ଟି ସଦର...
ପ୍ରଥମ ତ୍ରୈମାସିକରେ ଆଦାନୀ ପୋର୍ଟର ସର୍ବାଧିକ ଅଭିବୃଦ୍ଧି
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ପ୍ରଥମ...
ବର୍ଷା ପାଇଁ ବେଙ୍ଗୁଲୀ ବାହାଘର
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ବର୍ଷା ହେବା ପାଇଁ ବେଙ୍ଗବେଙ୍ଗୁଲିର ବାହାଘର ପରି ଉତ୍ସବ ଆଗରପଡ଼ା ସ୍ଥିତ ବାଲିଆ ଗ୍ରାମରେ ହୋଇଥିବାର...
ଅର୍ଥ ଥାଇ ରାସ୍ତା ନିର୍ମାଣ ହୋଇପାରୁନି; ଦୂରାବସ୍ଥା ପ୍ରତିବାଦରେ ରାସ୍ତାରୋକ କଲେ ଯୁବଗୋଷ୍ଠୀ
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ଷୋଳମପୁର ଗ୍ରାମର ଖପୁରିଆପଦା ସାହି କରଞ୍ଜିଗଡିଆ ସେତୁ ନିକଟ ଟର୍ଣ୍ଣିଂ ପଏଣ୍ଟରେ ରାସ୍ତା ନିର୍ମାଣ ଅଟକି ରହିଛି...
ସାଧାରଣ ବୀମା କର୍ମଚାରୀଙ୍କ ଧର୍ମଘଟ
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ସଂସଦ ଅଧିବେଶନରେ ମୋଦି ସରକାର ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ପାସ୍ କରିଥିବା ସାଧାରଣ ବୀମା ଜାତୀୟକରଣ ସଂଶୋଧନ ବିଲ -...
























