Home Tags Bhadrak News

Tag: Bhadrak News

ସରପଞ୍ଚଙ୍କୁ ପ୍ରଶାସନର ଅସହଯୋଗ ପ୍ରତିବାଦରେ ଜିଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା

0
ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆରଡି ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳି ପାଢୀଙ୍କୁ ପ୍ରଶାସନର ଅସହଯୋଗ ପ୍ରତିବାଦରେ ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା...

ଘରୋଇ ସଂସ୍ଥା ଚାହିଁଲେ ମେଡିକାଲ କଲେଜ ପାଇଁ ବିଏସଇଟି ଜମି ଓ ଭିତ୍ତିଭୂମୀ ଯୋଗାଇଦେବ

0
ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯଦି କୌଣସି ଘରୋଇ ସଂସ୍ଥା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଆଗଭର ହେବେ, ତେବେ ବରପଦା ସ୍କୁଲ ଅଫ ଇଂଜିନିୟରିଂ...

ସୁନାମୂହିଁଙ୍କ ୨୦୬ ତମ ଚଡ଼କଯାତ୍ରା ଆରମ୍ଭ

0
ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀ ତଟ ନେରଡ଼ା ଗ୍ରାମର “ମା ସୁବର୍ଣ୍ଣମୁଖୀ”ଙ୍କ ପୀଠରେ ‘ଚଡ଼କ ଯାତ୍ରା’ ଗତକାଲି ମଧ୍ୟ...

ଦେଶୀ ମଦ ଜବତ, ୩ ଗିରଫ

0
ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବକାରୀ ବିଭାଗ ପକ୍ଷରୁ ପାଟୁଳି, ନେରଡା, ବିରିଡି, କୋଟସିରା ଓ ମଞ୍ଜୁରୀରୋଡ ଆଦି ଅଞ୍ଚଳରେ ଚଢାଉ କରାଯାଇ ୪୦ ଲିଟର ଦେଶୀ...

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

0
ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭିଜିଲାନ୍ସ ହାତରେ ସେକ୍ସନ ଅଫିସର। ନଗଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡି ବସିଲା...

ସରକାରୀ ନିର୍ଦ୍ଦେଶକୁ ଫୁ, ପିଲାଙ୍କ ବ୍ୟାଗ କଟକଣା ବାଟବଣା

0
ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବେ ପାଳନ ହେବ ସରକାରଙ୍କ ନିୟମ, କେବେ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ କମିବ ଏନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ...

ବିଦ୍ୟୁତ୍ ତାର ଚୋରି କରି ଧରାପଡିଲା ଚୋର, ଖସିପଳାଇଲା ଅନ୍ୟ ଜଣେ

0
ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଙ୍ଗ ହୋଇ ତାର ଚୋରି କରୁଥିଲେ। ଗାଁ ଲୋକଙ୍କ ହାବୁଡରେ ପଡିବାରୁ ଜଣେ ଦୌଡି ପଳାଇଲେ ଓ ଅନ୍ୟ ଜଣେ ଚୋର...

‘ମୋ ସ୍କୁଲ’ ଅଭିଯାନ ନିର୍ଦ୍ଦେଶିକାଙ୍କ ସ୍କୁଲ ପରିଦର୍ଶନ

0
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମୋ ସ୍କୁଲ ଅଭିଯାନ ରାଜ୍ୟ ନିର୍ଦ୍ଦେଶିକା ସୁଶ୍ମିତା ବାଗ୍‌ଚି ଆଜି ଭଣ୍ଡାରିପୋଖରୀ ବ୍ଲକର ନାଆମୀ ଉପ୍ରା ବିଦ୍ୟାଳୟ ଓ ରାଜେନ୍ଦ୍ରପୁର ଉପ୍ରା...

କସ୍ତୁରବା ଭାରତୀୟ ମହିଳାଙ୍କ ପ୍ରେରଣାର ଉତ୍ସ

0
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଦ୍ୟ କସ୍ତୁରବା ମହାସଂଘ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ସହଯୋଗରେ କୋଡ଼ବରୁଆଁରେ ରାଷ୍ଟ୍ରମାତା କସ୍ତୁରବା ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ...

ଆମ ବ୍ୟଙ୍ଗ ପସରାର ବିଷୁବ ସଂଖ୍ୟା – ୨୦୨୨ ଉନ୍ମୋଚିତ

0
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହାସ୍ୟ ଓ ବ୍ୟଙ୍ଗଧର୍ମୀ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ର ଉନ୍ମୋଚନ ଉତ୍ସବ ସାବିତ୍ରୀ ସଦନ ପରିସରରେ ସାବନ ବଜାରର ଏକ ସାରସ୍ୱତ...

ମୋ ସ୍କୁଲ ଅଭିଯାନର ରାଜ୍ୟ ଅଧ୍ୟକ୍ଷାଙ୍କ ସମୀକ୍ଷା ବୈଠକ ଓ ଆଲୁମିନି ବୈଠକ

0
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ବାଗ୍‌ଚି ଆଜି ଭଦ୍ରକ...

ଭଦ୍ରକରେ ଶ୍ରୀରାମ ମହୋତ୍ସବ, ମୁଖ୍ୟ ରାସ୍ତାରେ ୬୧ ମେଢ଼, ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ...

0
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଶ୍ରୀରାମ ମହୋତ୍ସବ ପାଳନର ଅନ୍ତିମ ଚରଣରେ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଭାଇଚାରାର ସହର ଭଦ୍ରକରେ ସମାପନ ହୋଇଛି।ଏହି ନଗର ସଂକିର୍ତ୍ତନ...

ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ବାସନ୍ତି ଦୁର୍ଗାପୂଜା

0
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ବାସନ୍ତୀ ଦୁର୍ଗାଙ୍କ ଚଇତି ପୂଜା ଅନୁଷ୍ଠିତ ହେଉଛି।...

୧୩୩ ନିର୍ବାଚନ ଅଧିକାରୀଙ୍କୁ ତାଲିମ୍‌

0
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ୨ଟି ପର୍ଯ୍ୟାୟରେ ଜିଲାର ସମବାୟ ସମିତି ଗୁଡିକର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ...

ଗାଈ ଚୋରି କରିବାକୁ ଆସି ବନ୍ଧା ହେଲା ଚୋର, ଜବତ ହେଲା ଗୋରୁ ବୋଝେଇ...

0
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାଈ ଚୋରି କରିବା ପାଇଁ ଆସି ଚୋର ହଟହଟା ହୋଇଥିବାର ଜଣାଯାଇଛି। ଜଣେ ଖସିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାନ୍ଧି ପକାଇଲେ...

ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ୨ ଯୁବକଙ୍କ ମୃତ୍ୟୁ

0
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୃଥକ୍ ପୃଥକ୍ ସ୍ଥାନରେ ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏମିତି ଏକ ଅଘଟଣ ଘଟିଛି ଭଦ୍ରକ ଜିଲାରେ।...

ଭଦ୍ରକ – ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ପାଇଁ ୪୦ ପ୍ଲାଟୁନ ପୁଲିସ୍ ଫୋର୍ସ

0
ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାତି ପାହିଲେ ଐତିହାସିକ ଶ୍ରୀରାମ ନବମୀ। ଭଦ୍ରକ ଜିଲାରେ ମହା ଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ମହୋତ୍ସବ। ଭଦ୍ରକ ସହରର...

ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଦୃଷ୍ଟିଭଙ୍ଗୀ ସୃଷ୍ଟିପାଇଁ ବିଜ୍ଞାନମେଳା ସମର୍ଥ, ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ...

0
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶିକ୍ଷା ଆରମ୍ଭରୁ ବିଦ୍ୟାର୍ଥୀମାନେ ବିଜ୍ଞାନ ଶିକ୍ଷାକୁ ପ୍ରଧାନ୍ୟ ଦେବା ଆବଶ୍ୟକ। ଏଥିପାଇଁ ସ୍ୱତନ୍ତ୍ର ଉଦ୍ୟମ ମଧ୍ୟ ଲୋଡା। ଏଭଳି ଉଦ୍ୟମ ମଧ୍ୟରୁ...

ଭଣ୍ଡାରିପୋଖରୀ – ୧୩ ବର୍ଷିୟ ଛାତ୍ରଙ୍କ ଆତ୍ମହତ୍ୟା

0
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖଣୀ ଥାନା ଅନ୍ତର୍ଗତ ସରସଦା ଗ୍ରାମର କାଳନ୍ଦି ଜେନାଙ୍କ ୧୩ ବର୍ଷୀୟ ପୁଅ ପ୍ରଣୟ ଆଜି ବେକରେ ରଶୀ...

ରାମେଶ୍ୱର ସାହିତ୍ୟ ସଂସଦର ବୈଠକ

0
ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାମେଶ୍ୱର ସାହିତ୍ୟ ସଂସଦର ବୈଠକ ସଭାପତି ଜଗବନ୍ଧୁ ଦାଶଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...