Home ଜିଲ୍ଲା ପରିକ୍ରମା ରୋଷେଇ ଚୂଲିରୁ ନିଆଁ ଲାଗି ୨ ବଖରା ଘର ଭସ୍ମୀଭୂତ

ରୋଷେଇ ଚୂଲିରୁ ନିଆଁ ଲାଗି ୨ ବଖରା ଘର ଭସ୍ମୀଭୂତ

14

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରୋଷେଇ ଚୂଲିରୁ ନିଆଁ ଲାଗି ଭଦ୍ରକ ବ୍ଲକ୍ କୋଡବରୁଆଁ ପଂଚାୟତ ପଲ୍ଲୀ ଗ୍ରାମରେ ଜଣଙ୍କର ଦୁଇବଖରା ଘର ଜଳିଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଇଛି ଏହି ଗ୍ରାମର ମକରଧର ବାରିକଙ୍କ ପରିବାର ଲୋକେ ରୋଷେଇ କରୁଥିବାବେଳେ ସେଥିରୁ ନିଆଁ ଲାଗିଯାଇଥିଲା । ଖବର ପାଇ ଭଦ୍ରକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚଥିଲେ ମଧ୍ୟ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.