Home Tags Bhadrak News

Tag: Bhadrak News

ଆଇଏମ୍‌ଏ ରାଜ୍ୟ ପ୍ରତିନିଧିଙ୍କ ଭଦ୍ରକ ଗସ୍ତ, ସ୍ୱାସ୍ଥ୍ୟସେବା ନେଇ ଉଦ୍‌ବଗେ ପ୍ରକଟ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଆଇଏମ୍‌ଏର ରାଜ୍ୟ ପ୍ରତିନିଧି ଦଳ ଭଦ୍ରକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ରକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ କଳ୍ପନାଦେବୀ...

୨୫ଟି ଅଭିଯୋଗ ର ଶୁଣାଣି କଲେ ଜିଲ୍ଲାପାଳ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବନ୍ତ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିରରେ ଆଗତ...

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଭଦ୍ରକ ଗସ୍ତ ମଇ ୬ ରେ

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଆସନ୍ତା ମଇ ମାସ ୬ ତାରିଖ ଅପରାହ୍ଣରେ ଭଦ୍ରକ ଆସୁଛନ୍ତି...

ଭଦ୍ରକ ରାହାଞ୍ଜରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସଂପତ୍ତି...

0
ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତର ରାହାଞ୍ଜ ସାହିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ...

ରାସାୟନିକ ବିସ୍ପୋରଣର ମୁଖ୍ୟ ୨ଅଭିଯୁକ୍ତ କୋର୍ଟ ଚାଲାଣ, ତଦନ୍ତ ରିପୋର୍ଟ ପରେ କାର୍ଯ୍ୟନୁଷ୍ଠାନ

0
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରାରେ ଗତ ୨୦ ତାରିଖ ଘଟିଥିବା ରାସାୟନିକ ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତକୁ ଧାମରା ପୁଲିସ ଗିରଫ କରି କୋର୍ଟ...

ଭଦ୍ରକ ଚାଷୀମୂଲିଆ ସଂଘର ସାମ୍ବାଦିକ ସମ୍ମିଳନୀ

0
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାଷୀମୂଲିଆ ସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ଭୂମିହୀନ ଓ ଘରଡିହ ବିହୀନ ପରିବାର ମାନଙ୍କର ସମସ୍ୟାକୁ ନେଇ...

ନାବାଳିକା କନ୍ୟାକୁ ଯୁବକଙ୍କ ଅସଦାଚରଣ, ପୁଲିସ୍ ଠାରୁ ନ୍ୟାୟ ନପାଇ ନାବାଳିକା କନ୍ୟା ସହ...

0
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଥାନାରୁ ନ୍ୟାୟ ନମିଳିବାରୁ ଶେଷରେ ପିତା ନାବାଳିକା କନ୍ୟା ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ଛକ ନିକଟରେ ବିଷ...

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ୮...

0
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ...

ବିପ୍ଳବ ବହ୍ନିର ବିସ୍ମୟ ଯାଜ୍ଞିକ ବାଞ୍ଛାନିଧି

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ଏବଂ ‘ଜାତୀୟକବି ବାଞ୍ଛାନିଧି ସ୍ମୃତି ପରିଷଦ’ ମିଳିତ ଆନୁକୂଲ୍ୟରେ ଉତ୍କଳର ଚାରଣ ତଥା ବିପ୍ଳବୀ କବି ବାଞ୍ଛାନିଧି ମହାନ୍ତିଙ୍କ...

ବିଶିଷ୍ଟ ସମାଜସେବୀ ରମାକାନ୍ତ ପଣ୍ଡାଙ୍କ ସ୍ମୃତିସଭା

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ବ୍ଲକର ତେସିଙ୍ଗା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ରମାକାନ୍ତ ପଣ୍ଡାଙ୍କ ପ୍ରଥମବାର୍ଷିକ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ବରିଷ୍ଠ...

ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରାକ୍ତନ ଆସାମ ରାଜ୍ୟପାଳ, ବରିଷ୍ଠ ସାମ୍ବାଦିକ, ସାଂସ୍କୃତିକ ତଥା ମହାନ ଜନନାୟକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ...

ଧାମରା କର୍ମଚାରୀ ହେବେ ଇଏସ୍‌ଆଇ ପରିଧିଭୁକ୍ତ, ସ୍ୱାଗତ କଲା ବିଏମ୍‌ଏସ୍‌

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଧାମରା ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଶ୍ରମିକମାନଙ୍କୁ ଇ.ଏସ.ଆଇ ଅନ୍ତର୍ଭୁକ୍ତ କରାଯିବା ନେଇ ହୋଇ ଆସୁଥିବା...

ମା’ ସୁବର୍ଣ୍ଣମୁଖିଙ୍କ ଚଡ଼କ ଯାତ୍ରା ଉଦ୍‌ଯାପିତ

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଅନ୍ତର୍ଗତ ନେରଡା ଗ୍ରାମ ବୈତରଣୀ ନଦୀ କୂଳରେ ମା’ ସୁବର୍ଣ୍ଣମୁଖିଙ୍କ ଚଡ଼କ ଯାତ୍ରା ପ୍ରତ୍ୟୁଷରେ...

ଧାମରା ବିସ୍ପୋରଣରେ ନିହତଙ୍କ ଶବ ରଖି ରାସ୍ତା ଅବରୋଧ, ଉପଯୁକ୍ତ କ୍ଷତିପୂରଣ ତଥା ସତ୍ୟେନ...

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ବଜାରରେ ହୋଇଥିବା ରାସାୟନିକ ବିସ୍ପୋରଣରେ ଗତକାଲି କେନ୍ଦ୍ରାପଡା ଜିଲ୍ଲାର ହରିହର ରଣା(୩୫)ଙ୍କର ମୃତ୍ୟୁ ଘଟିଥିବା ବେଳେ କଇଥଖୋଲା ବାସିନ୍ଦା...

୩୫ତମ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ୩୫ତମ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ସନତ...

ଧାମରାରେ ରାସାୟନିକ ବିସ୍ପୋରଣ ସ୍ଥାନରେ ସାଇଣ୍ଟିଫିକ୍ ଟିମର ତଦନ୍ତ ଆରମ୍ଭ

0
ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରାରେ ଗତକାଲି ଘଟିଥିବା ଏକ ରାସାୟନିକ ବିସ୍ପୋରଣର ତଦନ୍ତ କରିବା ପାଇଁ ବାଲେଶ୍ୱର ରୁ ଏକ ସାଇଣ୍ଟିଫିିକ ଟିମ ଆସି...

ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦର ସ୍ୱାସ୍ଥ୍ୟ ଶିବିର, ବରିଷ୍ଠ ପାଇବେ ପ୍ରତିମାସ ମାଗଣା...

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଭଦ୍ରକ ବ୍ଲକ ରାନ୍ଦିଆ ରାମେଶ୍ୱର ମନ୍ଦିର ନିକଟସ୍ଥ ପରିଷଦ ଗୃହରେ ବରିଷ୍ଠମାନଙ୍କ ଉଦ୍ଦେଶ୍ୟରେ...

ପ୍ରଜ୍ଞାପୀଠରେ ୧୨୫ତମ ବାଞ୍ଛାନିଧି ଜୟନ୍ତୀ ପାଳିତ

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟକବି ବାଞ୍ଛାନିଧି ମହାନ୍ତି ଥିଲେ ଭାରତୀୟ ଜାତୀୟ ମୁକ୍ତି ସଂଗ୍ରାମର ଜଣେ ମହାନ ଯୋଦ୍ଧା। ମହାତ୍ମା ଗାନ୍ଧୀ, ସୁବାସ ବୋଷ, ପଣ୍ଡିତ...

ପରିଚୟ ପାଇଁ ଖବରକାଗଜ ହକରମାନେ ପାଇଲେ କାର୍ଡ଼

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖବରକାଗଜ ହକରମାନଙ୍କ ପରିଚୟ ପାଇଁ କାର୍ଡ଼ ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାକୁ ଗତବର୍ଷ ଡିସେମ୍ବର ୨୩ ରେ...

ରେଲ୍‌ୱେ ଫ୍ଲାଏ ଓଭର ପାଇଁ ଯୁଗ୍ମ ସର୍ଭେ ଆରମ୍ଭ

0
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପରାସ୍ଥିତ ଡଗରାସାହି ଲେବୁଲ କ୍ରସିଂ ୧୧୮ ଠାରେ ଖୁବଶୀଘ୍ର ଆରମ୍ଭ ହେବ ଫ୍ଲାଏ ଓଭର ବ୍ରିଜ୍। ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି।...