Tag: Bhadrak News
୧୪ ଦଫା ଦାବି ନେଇ ଓଡ଼ିଶା ବହୁଜନ ସାମ୍ମୁଖ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର
ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅନୁଗୁଳ ସହରରେ ଥିବା ବାବା ସାହେବ ଆମ୍ବେଦକର ଫାଉଣ୍ଡେସନର କ୍ୟାମ୍ପସ ଓ ବାବା ସାହେବ ପ୍ରତିମୂର୍ତ୍ତି ଉଚ୍ଛେଦ ଆଦେଶ ରଦ୍ଦ ଓ...
ବୈତରଣୀ ଇରିଗେସନ ଅନ୍ତର୍ଗତ ଶାଳନିଆ ଶାଖା କେନାଲର ପୁନନିର୍ମାଣ କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ପାଇଁ...
ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ଜଳସେଚନ ଡିଭିଜନ ଶାଳପଡାର ଶାଳନିଆ ଶାଖା କେନାଲର ପୁନରୁଦ୍ଧାର ଓ ଆଧୁନିକୀକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବାର ବନ୍ତ, ଭଣ୍ଡାରିପୋଖରୀ...
ମାୟାଧର ସ୍ମୃତି କମିଟି ପ୍ରକ୍ଷରୁ ପ୍ରତିଭା ସମ୍ମାନ
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲ୍ଲା ଘଣ୍ଟେଶ୍ୱର ଗଙ୍ଗାଧରପୁର ପାଟଣା ସ୍ଥିତ ମାୟାଧର ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ,କ ପ୍ରତିଭା...
ରଜ ପର୍ବରେ ମାତୃଭୂମିର ଆରାଧନା ଏକ ନିଆରା ପରମ୍ପରା, ନକଲି ମହାପ୍ରସାଦକୁ ପ୍ରଚାର ସମିତିର...
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରଜ ପର୍ବରେ ମାତୃଭୂମିର ଆରାଧନା ଏକ ନିଆରା ପରମ୍ପରା । ଏହି ପର୍ବରେ ଆମ ମାତୃଭୂମିକୁ ଆରାଧନା କରାଯାଏ ଓ ଅନ୍ତିମ...
ଦୋଳିରେ ଛନ୍ଦି ହୋଇ ୮ ବର୍ଷର ନାବାଳକ ମୃତ
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ଅଭାବନୀୟ ପରିସ୍ଥିତିରେ ରଜଦୋଳିରେ ଛନ୍ଦି ହୋଇ ଜଣେ ୮ ବର୍ଷ ନାବାଳକର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ...
ଭଣ୍ଡାରିପୋଖରୀ ମିଳିତ ସାମୁଖ୍ୟ ପକ୍ଷରୁ ଧାରଣା , ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଭାରିଯାନ ଚଳାଚଳ ପ୍ରତିବାଦରେ
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ମିଳିତ ସାମୁଖ୍ୟ ପକ୍ଷରୁ ଭଣ୍ଡାରିପୋଖରୀ-ମଣିନାଥପୁର ପାଳଦାବାଙ୍କରେ ଆଜି ଧାରଣା ଦିଆଯାଇଥିଲା । ଗତ ୮ବର୍ଷରେ ୨୧ କୋଟି...
ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ବର୍ଷାବରଣ ଆସର ଓ ଆଲୋଚନା ଚକ୍ର
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ବର୍ଷାବରଣ ଆସର ଓ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦ ସଭାପତି ତଥା ବିଶିଷ୍ଟ...
ତିହିଡ଼ିରେ ସପ୍ତା ପୂଜା ଅନୁଷ୍ଠିତ
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ଗ୍ରାମରେ ସପ୍ତା ପୂଜା ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଅଛି । ଏହି ପୂଜା ଆସନ୍ତା...
ଓଡ଼ିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ୭ମ ବାର୍ଷିକ ଉତ୍ସବ, ସାହିତ୍ୟ ରାଜନୈତିକ ଚେତନାକୁ ମାର୍ଜିତ...
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତ ବିଦ୍ୟାପୀଠ ପରିସରରେ କଥାକାର ତଥା ପ୍ରତିଷ୍ଠାତା ସଭାପତି ଉମାକାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ...
ଗଳ୍ପ ପୁସ୍ତକ ‘ଶବ୍ଦର ସବ୍ୟସାଚୀ’ ଓ ‘ମଣିଷ ମଣିଷ’ ଲୋକାର୍ପିତ
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସର୍ବ ପୁରାତନ ସାରସ୍ୱତ ସଂଗଠନ ‘ସାହିତ୍ୟ ସଂସ୍କୃତି ପରିଷଦ, ଭଦ୍ରକ’ର ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାରପ୍ରାପ୍ତ...
ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକସରସାଇଜ୍, ସବୁ ବିଭାଗ ମଧ୍ୟରେ ଉତ୍ତମ...
ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ ମୁକାବିଲା ପାଇଁ ପ୍ରଶାସନ କଳ ଓ ଆବଶ୍ୟକୀୟ ଉପକରଣ ସବୁ ପ୍ରସ୍ତୁତିର ପରୀକ୍ଷା...
ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମେଡିକାଲ ପରିଦର୍ଶନ
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଶନିବାର ଅପରାହ୍ନରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିବା ଜଣାଯାଇଛି ।...
ସରୁନି ବାଲିପୋଖରୀ ଏସକେପ ନିର୍ମାଣ; ନାହିଁ ବିକଳ୍ପ ରାସ୍ତା, ଗମନାଗମନ ବାଧାପ୍ରାପ୍ତ
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀ ବାମପାଶ୍ୱର୍ ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ବାଲିପୋଖରୀ ଏସକେପ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହାର ବିକଳ୍ପ ଯୋଗଯୋଗକାରୀ...
ଅଘୋଷିତ ବିଦ୍ୟୁତ୍କାଟ୍ ପ୍ରତିବାଦରେ ବିଜେପିର ବିକ୍ଷୋଭ, କାର୍ଯ୍ୟାଳୟରେ ପକାଇଲେ ତାଲା
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଘୋଷିତ ବିଦ୍ୟୁତ୍କାଟ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଭଣ୍ଡାରିପୋଖରୀ ବ୍ଲକ୍ ଶାଖା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସ୍ଥାନୀୟ...
ବିରୋଳିରେ ୨୨ଟି ନାଗଛୁଆ ସହିତ ୩୬ ଅଣ୍ଡା ଉଦ୍ଧାର
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଷୋଳମପୁର ପଞ୍ଚାୟତର ବିରୋଳି ଶାସନ ଗ୍ରାମନିବାସୀ ଲକ୍ଷ୍ମୀଧର ପଣ୍ଡାଙ୍କ ଘରୁ ଆଜି ୨୨ଟି ନାଗଛୁଆ ସମେତ ୩୬ଟି...
ଜିଲାରେ ୩ ଲକ୍ଷ ୭ ହଜାର ଜମାକାରୀ ଚିଟ୍ଫଣ୍ଡ ଅର୍ଥ ଫେରସ୍ତ ଅପେକ୍ଷାରେ
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ୩ ଲକ୍ଷ ୭ ହଜାର ଜମାକାରୀ ଚିଟ୍ଫଣ୍ଡ ଅର୍ଥ ଫେରସ୍ତ ଅପେକ୍ଷାରେ ଅଛନ୍ତି । ଚିଟ୍ଫଣ୍ଡର ଶୀକାର ହୋଇଥିବା ଜମାକାରୀଙ୍କ...
ଭଦ୍ରକ ଜିଲାସ୍ତରୀୟ ରେନ୍ବୋ ସ୍ୱାଭିମାନ ପଦଯାତ୍ରା
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅର୍ଦ୍ଧନାରୀଶ୍ୱର କିନ୍ନର ସଂଘ, ଓଡ଼ିଶା ରେନ୍ବୋ କଲେକଟିଭ୍ ଓ ସାଥୀ ଏନ୍ଜିଓର ମିଳିତ ଉଦ୍ୟମରେ ଭଦ୍ରକରେ ଜିଲାସ୍ତରୀୟ ରେନବୋ ସ୍ୱାଭିମାନ...
ଶ୍ରମିକ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ କ୍ରିୟାନୁଷ୍ଠାନ ବୈଠକ, ୬ ମାସ ରୁ ୨ ବର୍ଷ...
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶ୍ରମ ବିଭାଗ ଜରିଆରେ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ କ୍ରିୟାନୁଷ୍ଠାନ ବୈଠକ...
ସି.ଆର୍.ଏସ୍. ହାଇସ୍କୁଲର ୧୯୮୪ ମସିହା ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ସି.ଆର୍.ଏସ୍. ହାଇସ୍କୁଲର ୧୯୮୪ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ...
ସାହାପୁରରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ
ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ସାହାପୁର ପଞ୍ଚାୟତରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ ହୋଇଯାଇଛି । ଏହି...























