Home ଜିଲ୍ଲା ପରିକ୍ରମା ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ରବିବାର ଜାରି

ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ରବିବାର ଜାରି

28

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ରବିିବାର ଜାରି ରହିଛି । ଶନିବାର ଅସମାପ୍ତ ଉଚ୍ଛେଦ ରବିବାର ଚାଲୁ ରହିଥିଲା । ମାଜିଷ୍ଟ୍ରେଟ ତଥା ତହସିଲଦାର ସରୋଜକାନ୍ତ ନାୟକ ପୁଲିସ ସୁରକ୍ଷା ବଳଙ୍କ ସହାୟତାରେ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିଲା । ମଞ୍ଜୁରୀରୋଡ ବଜାରରେ କେବଳ ଶତାଧିକ ଦୋକାନ ଭାଙ୍ଗିଯାଇଛି । ନାଆମୀ ଓ ଛଞ୍ôଚଣା ବଜାରରେ ମଧ୍ୟ ଉଚ୍ଛେଦ ହୋଇଛି । ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । ଉଚ୍ଛେଦ ଦ୍ୱାରା ଛତାବର-ଛଞ୍ôଚଣା ରାସ୍ତା ନିର୍ମାଣ ପାଇଁ ପଥ ପରିସ୍କାର ହୋଇପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.