Home Tags Bhadrak News

Tag: Bhadrak News

ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରତିକାନ୍ତ ବେହେରାଙ୍କ...

ଗର୍ଭଧାରଣ ନକରି ବି କ୍ଷୀର ଦେଉଛି ୧୩ମାସର ବାଛୁରୀ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗର୍ଭଧାରଣ ନକରି ବି ଏକ ୧୩ମାସର ବାଛୁରୀ କ୍ଷୀର ଦେଉଛି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।...

ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଥଇଳା ଗ୍ରାମ ମାତିନିସାହି ପୋଖରୀରୁ ଶୁକ୍ରବାର ସନ୍ଧ୍ୟାରେ ଜନୈକ ଯୁବକର ମୃତଦେହ ଉଦ୍ଧାର...

ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ଆରମ୍ଭ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟ...

ଲୋକକଳା ଜରିଆରେ ଆଇ.ଇ.ସି ଅଭିଯାନ, ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ଦ୍ୱାରା ଚଳିତ ମାସର ଶେଷାର୍ଦ୍ଧରେ ଯୋଜନାବଦ୍ଧ ଭାବେ ଆୟୋଜିତ ହେବାକୁ ଥିବା ଓଡ଼ିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା,...

ଜିଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୯ ରେ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୯.୯.୨୦୨୩ ରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ...

ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ଦିବସବ୍ୟାପୀ କାର୍ଯ୍ୟକ୍ରମ

0
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ସ୍ଥିତ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ୫-ଟି ରେ ଅନ୍ତର୍ଭୁକ୍ତ ହୋଇ ୧ କୋଟି...

କଲେଜକୁ ଯିବା ରାସ୍ତାରେ ଛାତ୍ର ନିଖୋଜ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ବଡ଼ ଲହୁଣିପାଳ ଗ୍ରାମର ଶଶିକାନ୍ତ କବିଙ୍କ ପୁଅ ପ୍ରୀତିରଂଜନ...

ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତ କୃଷକ ସଭାର ଗଣଧାରଣା

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ଦାବି ନେଇ ଶୁକ୍ରବାର ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା...

ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବେଶ ପଥରେ ନାଳ ଯୋଗୁ ବଢ଼ୁଛି ପ୍ରଦୂଷଣ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥରେ ସୃଷ୍ଟି ହୋଇଥିବା ନାଳ ଯୋଗୁ ତିହିଡ଼ି ବଜାରରେ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ...

ପୁନର୍ବାର ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ଆଶିଷ କୁମାର ମାହୁନ୍ତ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନିରୋଜ କୁନ୍ଦାନ ଓ ଛାତ୍ର କଂଗ୍ରେସର ଜାତୀୟ ସମ୍ପାଦକ ତଥା ଓଡ଼ିଆ ପ୍ରଭାରୀ ଅନୁଲେଖା...

କୁନି ଝିଅର ରକ୍ଷୀ ବାନ୍ଧିଲେ ଶ୍ରୀଜଗନ୍ନାଥ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଭୁ ଶ୍ରୀଜଗନ୍ନାଥ କୁନି ଭଉଣୀଟିଏ ପଠାଇଥିବା ରାକ୍ଷୀକୁ ହାତରେ ବାନ୍ଧିଛନ୍ତି । ପୁଣି ଭାଇ ଭାବରେ ଭଉଣୀକୁ ମଧ୍ୟ କିଛି ଉପହାର...

ସମିତି ସଂପାଦକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ଟାଳଟୁଳ ନୀତି, ଧାରଣା ଚେତାବନୀ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ବସନ୍ତରାଜ ସାହୁ ସମିତିର ଅର୍ଥ ତୋଷାରପାତ କରିବା ସହ ବେଆଇନ୍...

ଭଣ୍ଡାରିପୋଖରୀରେ ନୂତନ ନିର୍ମାଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ଓ ଆଲୋଚନା

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସକାଳ ୮ ଘଟିକା ସମୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ର ମୁଖ୍ୟ ବଜାରରେ ଏକ ନୂତନ ଯାତ୍ରୀ ବିଶ୍ରାମଗାର,...

ବନ୍ତ ବ୍ଲକରେ ସି.ପି.ଆଇର ଗଣବିକ୍ଷୋଭ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତ କୃଷକ ସଭା ପ୍ରତିଷ୍ଠା ଦିବସ ଅବସରରେ ସର୍ବଭାରତୀୟ ଡ଼ାକରାରେ ଆଜି ବନ୍ତ ବ୍ଲକ ରେ ‘କୃଷି ବଞ୍ଚାଅ କୃଷକ...

ବିଦ୍ୟୁତ ଟ୍ରାନ୍ସଫର୍ମରରେ ପୋଡ଼ିଗଲେ ପ୍ରଦ୍ୟୁମ୍ନ, ହାତ ହରାଇ ଅକର୍ମା ହୋଇ ବସିଛନ୍ତି ଘରେ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ହରିହର ରଣାଙ୍କ ପୁଅ ପ୍ରଦ୍ୟୁମ୍ନ ସେଣ୍ଢତିରା ଫିଡ଼ର ଅଧିନସ୍ଥ ଛୟାଳସିଂ ଷ୍ଟକଚରରେ ହେଲ୍‌ପର ଭାବେ କାର୍ଯ୍ୟ...

ତିଖିଲିଆରେ ଗୋଷ୍ଠୀ ସଂଘର୍ଷ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ତିଖିଲିଆ ଗ୍ରାମରେ ଶୁକ୍ରବାର ଗୋଷ୍ଠୀ ସଂଘର୍ଷ ହୋଇ ଜଣେ ଆହତ ହୋଇଥିବା...

ଜବରଦଖଲକାରୀଙ୍କ ଚାଲାଖି, ଛତାବର-ଛଞ୍ôଛଣା ରାସ୍ତାରୁ ଶନିବାର ହେବ ଉଚ୍ଛେଦ ଅଭିଯାନ

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନିମନ୍ତେ ପ୍ରଶାସନର ସମସ୍ତ ପ୍ରସ୍ତୁତିକୁ ବିଫଳ କରିଦେଇଛନ୍ତି ଜବରଦଖଲକାରୀ ।...

ରାଜ୍ୟସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପିର ପଞ୍ଚାୟତସ୍ତରୀୟ ଗଣଧାରଣା

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜପେି ପକ୍ଷରୁ ପଞ୍ଚାୟତସ୍ତରୀୟ ଗଣଧାରଣା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଶୁକବ୍ରାର...

ଧାମରାରେ ସରକାରୀ ଜାଗା ଶୂନ, ମାଡି ବସିଛନ୍ତି କୋଟି କୋଟି ଟଙ୍କାର ସମ୍ପତିକୁ କୋଟିପତି

0
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ସରକାରୀ ମୂଲ୍ୟବାନ ସମ୍ପତି ଶୂନ ହେବାରେ ଲାଗିଛି । କେଉଁ ପରିସ୍ଥିତିରେ ୬୦ ଏକରରୁ ଉର୍ଦ୍ଧ ସରକାରୀ ସମ୍ପତି...