Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ମଣ୍ଡିରୁ ଧାନ ଉଠାଉ ନାହାନ୍ତି ମିଲର, ସି.ଏସ.ଓ.ଙ୍କ ନିକଟରେ ମଣ୍ଡି ସଭାପତିଙ୍କ ଫେରାଦ

0
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଧାନମଣ୍ଡିରେ କ୍ରୟ ଧାନ ଦୀର୍ଘ ଦିନ ଧରି ପଡିରହିଛି । ଦୈନିକ ଧାନ କ୍ରୟ...

ବହିମେଳା ସାରସ୍ୱତ ଆନ୍ଦୋଳନର ମୁଖଶାଳା, ସପ୍ତମ ସାଳନ୍ଦୀ ବହିମେଳା ଉଦ୍‌ଯାପିତ

0
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହିମେଳା ବାଣିଜ୍ୟିକ ବିପଣିର ପସରା ନୁହେଁ, ସାହିତ୍ୟ ସହ ମଣିଷକୁ ଯୋଡିବାରେ ସାହାଯ୍ୟ କରୁଥିବାରୁ ଏହା ସାରସ୍ୱତ ଆନ୍ଦୋଳନର ମୁଖଶାଳା ।...

ସାମ୍ପ୍ରଦାୟିକତାବାଦ ବିକାଶରେ ବାଧକ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୫ମ ସଂଧ୍ୟା

0
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହିଷ୍ଣୁତା ଓ ଉଦାରତା ଭାରତୀୟ ସଂସ୍କୃତିର ମୂଳ ଆଧାର । ଭାରତ ଏକ ଧର୍ମ ନିେରେପେକ୍ଷ ରାଷ୍ଟ୍ର ଓ ଯୁଗେ ଯୁଗେ...

କେନ୍ଦ୍ରର ବିଜେପି ସରକାର ମଜଦୁର ଓ କିଷାନ ବିରୋଧି – କମ୍ରେଡ ହାନାନ୍ ମୋଲ୍ଲା

0
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେଶର କ୍ଷେତ ମଜଦୁର ଓ କିଷାନ ମାନଙ୍କ ଅବସ୍ଥା ଅତ୍ୟନ୍ତ ସାଂଘାତିକ । କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ କରି...

ତ୍ୟାଗଭୂମି ମହୋତ୍ସବର ୭ମ ସନ୍ଧ୍ୟା, ଗାଳ୍ପିକ ଗଦାଧର ବଳଙ୍କ ‘ମାଟିର ବାସ୍ନା’ ଲୋକାର୍ପିତ

0
ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜନୀତିର ଅଭିଧାନରେ ସେବା, ତ୍ୟାଗ ଓ ସମର୍ପଣ ଇତ୍ୟାଦି ଶବ୍ଦ ଲୋପ ପାଇଲାଣି । ଭୋଟରମାନେ ଜଣେ ଜଣେ ଉପଭୋକ୍ତା କେବଳ...

ଜୀବନ ହେଉଛି ତାରୁଣ୍ୟର କେତୋଟି ତରଂଗ, ଚିରଶ୍ରୀ ଇନ୍ଦ୍ରସିଂ ପାଇବେ ସାଳନ୍ଦୀ ବହିମେଳା ପୁରସ୍କାର

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତାରୁଣ୍ୟ ଆଶା ଓ ସଂଭାବନାର ଏକ ଚିରହରିତ ସବୁଜ ଅରଣ୍ୟ । ଜୀବନ ହେଉଛି ତାରୁଣ୍ୟର କେତୋଟି ମନଲୋଭା ତରଂଗ, ଯାହା...

ମହାନ ସଂସ୍କୃତିର ବାର୍ତ୍ତା ବାଣ୍ଟୁଛି ଜିଲ୍ଲା ସାଂସ୍କୃତିକ ମହୋତ୍ସବ, ସାଂସ୍କୃତିକ ମହୋତ୍ସବର ୪ର୍ଥ ସଂଧ୍ୟା

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଶ୍ଚ୍ୟାତ୍ ଦେଶର ପ୍ରଭାବରେ ସ୍ଥଳ ବିଶେଷରେ ଆମ ସମାଜରେ ପରମ୍ପରା ଓ ସଂସ୍କୃତିର ଅବକ୍ଷୟ ଦେଖିବାକୁ ମିଳୁଛି । ତଥାପି ମଧ୍ୟ...

ସ୍ୱାବଲମ୍ବୀ ଭାରତ ଅଭିଯାନ – ଯୁବ ସମାଜ ପାଇଁ ଏକ ସୁଯୋଗ

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ, ସ୍ଥାନୀୟ ଭିତ୍ତିଭୂମିକୁ ଆଧାର କରି ଉଦ୍ୟୋଗ ସୃଷ୍ଟି କରିବା ସହିତ ନିଯୁକ୍ତି ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱଦେଶୀ ଜାଗରଣ...

ଭଦ୍ରକ ତ୍ୟାଗଭୂମି ମହୋତ୍ସବର ୬ଷ୍ଠ ସନ୍ଧ୍ୟା, କଳା ସାହିତ୍ୟର ଅବିଚ୍ଛେଦ୍ୟ ଅଙ୍ଗ, ସାହିତ୍ୟର ସୌଧ...

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୀରଭୂମି, ଭଦ୍ରକ ଅନେକ ବରପୁତ୍ରଙ୍କୁ ତା କୋଳରେ ଜନ୍ମ ଦେଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପାଇଁ ଆଜି ସମଗ୍ର ଓଡ଼ିଆ...

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୭୪ ତମ ସାଧାରଣତନ୍ତ୍ର ଦିବସକୁ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ କରାଯିବା ଉପଲକ୍ଷେ ଆଜି ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ...

ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ଶ୍ରମିକ ନିଯୁକ୍ତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍କିମ୍ ୱାର୍କରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିକରି ଆଶାକର୍ମୀ, ପାଚିକା ଓ ଅଙ୍ଗନୱାଡି କର୍ମୀ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ...

ଭଦ୍ରକ ସହର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ, ସୌନ୍ଦର୍ଯ୍ୟକରଣ ଆଳରେ ଗରିବ ଉଠାଦୋକାନୀଙ୍କ ଉପରେ ଦାଉ...

0
ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶ୍ୱ ହକିକପ୍ ଟ୍ରଫି ସହର ପରିକ୍ରମାକୁ ନେଇ ପ୍ରଶାସନ ପକ୍ଷରୁ ଗତ ବୁଧୁବାର ଓ ଗୁରୁବାର ଦୁଇଦିନ ଧରି ଜବରଦଖଲ ଉଚ୍ଛେଦ...

ଶିକ୍ଷକ ଅଭାବ ପାଇଁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ମଢ଼ିଆଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରେ ଅତିଷ୍ଠ ହୋଇ ଅଭିଭାବକମାନେ ବିଦ୍ୟାଳୟ...

ଗୀତ, ଚିତ୍ର, କଥା-କବିତା ସବୁରେ ଥାଏ ଜୀବନର ଗାଥା, ସାଳନ୍ଦୀ ବହିମେଳାରେ ଟାଇମପାସ୍‌ର ସୃଜନ...

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୀତ ହୃଦୟର ଅକୁହା ରାଗିଣୀ ଶୁଣାଇଲା ବେଳେ ଚିତ୍ର ପ୍ରତିକାତ୍ମକ ଭାବେ ମନ ଗହନର କଥା କହେ । କଥା ଭାବ-...

ରାଷ୍ଟ୍ରପତି ଭବନରେ ଓଡ଼ିଆ ଭାଷା ସାହିତ୍ୟର ବିରଳ ପ୍ରତିଭା ପଣ୍ଡିତ ଦୈତ୍ୟାରି ମହାପାତ୍ର

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାରସ୍ୱତ ସାଧକ, ଜ୍ୟୋତିଷ ଶାସ୍ତ୍ର ବିଶାରଦ, ପ୍ରବୀଣ ଶିକ୍ଷାବିତ୍ ତଥା ପ୍ରବଚକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଚଳିତ ୨ ତାରିଖ ଦିନ...

ଭଦ୍ରକ ଯାତ୍ରା ସଂସ୍କୃତିର ଏନ୍ତୁଡ଼ିଶାଳ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ତୃିତୀୟ ଦିବସ

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଯାତ୍ରା ସଂସ୍କୃତିର ଏନ୍ତୁଡ଼ିଶାଳ । ଏହି ମାଟିରେ େମୋଗଲ ତାମସାର ସ୍ରଷଷ୍ଟା ବଂଶୀ ବଲ୍ଲଭ ଗୋସ୍ୱାମୀ, ଲୋକ କବି...

ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ୫ମ ସନ୍ଧ୍ୟା, ‘ଅସ୍ତିତ୍ୱରେ ସଂକଟ ଓ ମୂଲ୍ୟବୋଧରେ ବିପର୍ଯ୍ୟୟ’...

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସ୍ତିତ୍ୱରେ ସଂକଟ ଅଧୁନା ମାନବ ଜୀବନର ଏକ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ହୋଇ ଦେଖାଦେଉଛି । ବ୍ୟକ୍ତିର ପରିଚୟ ଆର୍ଥିକ ସ୍ଥିତି ଓ...

ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ, ସାଂସଦ ଜିଲା ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ...

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ପରିକ୍ରମା କରିଥିବା ଆଖୁଆପଦା ଠାରୁ ରାଣୀତାଲ ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥରେ ୬ ଲାଇନ୍ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ...

ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ସମୁଦାୟ ଭୋଟର ସଂଖ୍ୟା...

0
ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ଭୋଟର ତାଲିକା ପ୍ରସ୍ତୁତି ନେଇ ଗତ ନଭେମ୍ବର ୯ ତାରିଖ ରୁ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ...

ନାରୀ ନଦୀ-ନକ୍ଷତ୍ର ପରି ପ୍ରବହମାନ ଓ ଚିରନ୍ତନ, ସାଳନ୍ଦୀ ବହିମେଳାର ଚତୁର୍ଥ ସଂଧ୍ୟା

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନାରୀ ନଦୀ-ନକ୍ଷତ୍ରର ବେଭାର ଏକାପରି। ନାରୀ ହିଁ ନଦୀ, ଯାହା ଦୂର ଆକାଶର ନକ୍ଷତ୍ର ସମ ଚିର ଉଜ୍ୱଳ। ନଦୀ ପରି...