Pramod Kumar Ray
ବିଦ୍ୟାର୍ଥୀ ବିକାଶ ମଞ୍ଚରେ ବିଶ୍ୱବିଦ୍ୟାଳୟ ପ୍ରସଂଗ
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବର୍ଷ ଜାନୁଆରୀ ୨୭ ତାରିଖ ଦିନ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାନ ନିର୍ଦ୍ଧାରଣ କମିଟିର ସୁପାରିଶ...
କୋଇଲା ମାଫିଆଙ୍କ ଗାଡି ଧକ୍କାରେ ଜଣେ ମୃତ, ଗାଡିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ପଦାରେ...
ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପଦାରେ ପଡିଲା ପୁଲିସ୍ ଓ କୋଇଲା ମାଫିଆଙ୍କ ମଧୁଚନ୍ଦ୍ରିକା। ୩ଟି ଥାନାର ଆତଯାତ ହେଉଥିବା ଏକ ଚୋରା କୋଇଲା ହବ୍ ନିକଟରେ...
ମିଳିତ ଜନଶୁଣାଣି ଶିବିରରେ ୯୨ ଅଭିଯୋଗ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ...
ନେହେରୁ ଯୁବକେନ୍ଦ୍ର ଦ୍ୱାରା ଜିଲ୍ଲାସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନେହେରୁ ଯୁବକେନ୍ଦ୍ର, ଭଦ୍ରକ ଦ୍ୱାରା ଜିଲ୍ଲାସ୍ତରୀୟ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ...
ଚନ୍ଦନବଜାର ଓ ପୁରୁଣାବଜାରରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ୯ମ ଦାବିପତ୍ର
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ଚନ୍ଦନବଜାର ଓ ପୁରୁଣାବଜାରରେ ଏକ ବ୍ୟାଙ୍କ ଶାଖା ଖୋଲିବା ପାଇଁ ଆଜି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ...
ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେ୍ଟକୁ ବିରୋଧ କରି ବିକ୍ଷୋଭ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜନବିରୋଧୀ ବଜେଟ୍କୁ ପ୍ରତିବାଦ କରିବା ସହ ବସଷାଣ୍ଡ ଠାରେ ମହିଳାମାନେ ଏକାଠି...
ଭଦ୍ରକ ତହସିଲର ବରିଷ୍ଠ କିରାଣୀଙ୍କ ପରଲୋକ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ତହସିଲ ଅଫିସର ବରିଷ୍ଠ କିରାଣୀ (ସିନିୟର କ୍ଲକ୍) ସୁଧାଂଶୁ ଶେଖର ଜେନା (୪୨) ଙ୍କ ଆଜି ପରଲୋକ ହୋଇଯାଇଛି। ସେ...
ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବ ଭାରତ ସ୍ତରରେ ତିହିଡ଼ି ଝିଅ ଆୟୁସୀ ଟପର
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ଗ୍ରାମର ଝିଅ ଆୟୁସୀ ପ୍ରିୟଦର୍ଶନୀ ଆନ୍ତର୍ଜାତୀୟ ଅଲମ୍ପିଆଡ଼ ବିଜ୍ଞାନରେ ସର୍ବଭାରତୀୟ...
ମଞ୍ଜୁରୀରୋଡ ବିମ୍ବାଧରସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ, ଭଦ୍ରକ ୟୁନିକ ୧୧ ଚାମ୍ପିଅନ
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ୨୯ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟଫାଇନାଲ ମ୍ୟାଚ ଭଦ୍ରକ ୟୁନିକ୍...
ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍ର ଜିଲା କ୍ୟାମ୍ପୋରୀ ଉଦ୍ଯାପିତ
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭାରତ ସ୍କାଉଟ୍ ଓ ଗାଇଡ୍ର ଜିଲା କ୍ୟାମ୍ପୋରୀ ଓଲଙ୍ଗ ଗ୍ରାମପଞ୍ଚାୟତ ହାଇସ୍କୁଲ ପରିସର ମଧ୍ୟରେ ଉଦ୍ଯାପିତ ହୋଇଯାଇଛି। ତିନିଦିନ...
ଶ୍ରୀରାମ ନବମୀ ମହୋତ୍ସବ – ୨୦୨୩, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖରେ...
ବହୁଦରଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷୀକ ଉତ୍ସବ ସମାରୋହ
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧିନସ୍ଥ ବହୁଦରଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷୀକ ଉତ୍ସବ ମହାସମାରୋହର ପାଳିତ ହୋଇଯାଇଛି। ଉକ୍ତ ଉତ୍ସବକୁ ଭଦ୍ରକ ବିଧାୟକ...
ଭଦ୍ରକରେ କିନ୍ନରଙ୍କ ଇଷ୍ଟଦେବୀ ବହୁଚରା ମାତା ବା ମୃଗୀମାତା ପୂଜା ଅନୁଷ୍ଠିତ
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ନବଜୀବନ କିନ୍ନର ସଂଘ ପକ୍ଷରୁ ଜିଲା ସଭାପତି ଶ୍ରାବଣୀ କିନ୍ନରଙ୍କ ତତ୍ତ୍ୱାବଧାନରେ ନୂଆ ବସ୍ଷ୍ଟାଣ୍ଡ ପରିସରରେ ଏହି...
ଭଦ୍ରକରୁ ପୁରୀ ମେମୁ ଟ୍ରେନ ପୁନଃ ପ୍ରଚଳନ ପାଇଁ ଦାବି, ରେଳବାଇ କର୍ତ୍ତୃପକ୍ଷଙ୍କ ବୈମାତୃକ...
ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରେ ଅନୁସୂଚିତ ଜାତି ଓ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ସର୍ବାଧିକ ଓ ଆର୍ôଥକ ମାନଦଣ୍ଡ ନିମ୍ନରେ ଅଧିକ ଲୋକ ବାସ...
ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଚାଇଲ୍୍ଡ ଲାଇନ୍ ତରଫରୁ ଜିଲା୍ଳ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ...
କ୍ଷେତମଜଦୁର ଓ କୃଷକ ବିରୋଧୀ କେନ୍ଦ୍ରୀୟ ବଜେଟ ବିରୋଧରେ ପ୍ରତିବାଦ ସଭା
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅପର୍ତିବିନ୍ଧା ଛକ ଠାରେ ଓଡିଶା କ୍ଷେତମଜଦୁର ୟୁନିୟନ ଓ ଓଡିଶା କୃଷକ ସଭା ପକ୍ଷରୁ ମିଳିତ ଭାବେ ଜନ ବିରୋଧୀ...
କିଡ୍ନୀ ଜନିତ ରୋଗରେ ପୀଡ଼ିତ ଯୁବକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଇତିକାନ୍ତ ବେହେରା (୨୭) ନାମକ ଜଣେ ଯୁବକ କିଡ୍ନୀ...
ଗୋଳାପୋଖରୀରେ ଦମକଳକେନ୍ଦ୍ର ନୂତନଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ, ପ୍ରଶାସନ ଓ ପୁଲିସର ଉପସ୍ଥିତିରେ...
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୋଳାପୋଖରୀ ମୌଜାରେ ବହୁ ବାଦ ବିବାଦ ପରେ ଶେଷରେ ଦମକଳ କେନ୍ଦ୍ର ନୂତନ ଗୃହ...
ବୃନ୍ଦାବନ କଳାକେନ୍ଦ୍ରର ଅଗ୍ନି ବିପନ୍ନଙ୍କୁ ସହାୟତା
ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ର ବୃନ୍ଦାବନ କଳାକେନ୍ଦ୍ର ଆଗ୍ନିକ ଦୁର୍ଘଟଣାରେ ସର୍ବସ୍ୱାନ୍ତ ହୋଇଥିବା ପରିବାରଙ୍କୁ ଯଥାସାଧ୍ୟ ଆର୍ଥିକ ସହାୟତା ଯୋଗାଇ ଅଛି। ଗତ ଦୁଇ...
ଶିକ୍ଷା ବିଭାଗରେ ଦୁର୍ନୀତି, ଇନ୍କ୍ରିମେଣ୍ଟ ବାବଦରେ ଶହେ ଟଙ୍କା ଦାବି କରୁଥିବା ନେଇ ଜିଲାପାଳଙ୍କ...
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ôଚଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନିୟମିତତା ଓ...