Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ରାଜନୀତିକୁ ନେଇ ହିଂସାକାଣ୍ଡ ନାଁ ହିଂସାକାଣ୍ଡକୁ ନେଇ ରାଜନୀତି ..

0
ଭୁବନେଶ୍ୱର: ଗତ କିଛିଦିନ ହେଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା, ଉତୁକୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁଜାଲ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏଥିରୁ ଗୋଟିଏ ବିଜେଡି ସମର୍ଥକ...

ବିଜେପି ଗୁଣ୍ଡାଙ୍କ ଗୁଣ୍ଡାରାଜ୍ ବିରୋଧରେ ସ୍ୱର ଉତ୍ତୋଳନ କଲା ମହିଳା ମୋର୍ଚ୍ଚା: କହିଲେ କୂଳ...

0
ଭୁବନେଶ୍ୱର: ଖବରଟି ପଢ଼ି ଆଶ୍ଚର୍ଯ୍ୟ ଅନୁଭବ ହେଉଥିବ ନିଶ୍ଚିତ। ତେବେ ଗତ କାଲିର ଖବରକାଗଜ ଗୁଡ଼ିକୁ ଦେଖିଲେ ଏହିପରି ଏକ ଖବର ପ୍ରକାଶ ପାଇଛି। ଘଟଣା ସତ୍ୟ ନୁହେଁ। ଏହା ଏକ ତୃଟି।...

ଚାନ୍ଦବାଲି ଆଇଆଇସିଙ୍କ ଦବଙ୍ଗଗିରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ମହିଳା ମୋର୍ଚ୍ଚା

0
ଭୁବନେଶ୍ୱର: ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଞ୍ଚାୟତରେ ରାଜନୈତିକ ହିଂସା ଲାଗି ରହିଛି। ଏହି ହିଂସାରେ ଗ୍ରାମ ପଞ୍ଚାୟତର ମହିଳାମାନେ ଶିକାର ହେଉଛନ୍ତି। ବିଜେଡି...

ଖୁବ୍ ଶୀଘ୍ର ବିଜେପି ସଙ୍ଗଠନରେ ହେବ ପୁନର୍ବିନ୍ୟାସ

0
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିଜେପି ସଙ୍ଗଠନରେ ହେବ ପୁନର୍ବିନ୍ୟାସ। ସମ୍ଭବତଃ ଜୁଲାଇ ୧୫/୧୬ ପୂର୍ବରୁ ଯେ କୌଣସି ସମୟରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ତାଙ୍କ ନୂତନ ଟିମ୍ ଘୋଷଣା କରିପାରନ୍ତି...

ବଞ୍ଚାଇବା ଉଦ୍ୟମ କରିଥିଲେ ଅପରାଜିତା; ବଞ୍ଚି ଥାଉଥାଉ ମାରିଦେଲା ଅଜିତା ..

0
ଭୁବନେଶ୍ୱର: ହୃଦ୍‌ଘାତର ଶିକାର ହୋଇ ମେ ୨୫ ତାରିଖରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିବା ଓଡ଼ିଶାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଫେରାଇ ଆଣିବାର ସମସ୍ତ ଦାୟିତ୍ୱ...

ଜାଣନ୍ତୁ; ବାସ୍ତବରେ ଜୁମ୍ ଆପ୍ କାହାର ଏବଂ ଏହା କେତେ ସୁରକ୍ଷିତ, କେତେ ବିପଦଜନକ...

0
ଭୁବନେଶ୍ୱର: ସୀମାରେ ଭାରତ ଚାଇନା ବିବାଦ ଏବଂ ହିଂସାକାଣ୍ଡ ପରେ ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ସରକାର ଚାଇନିଜ୍ ଲିଙ୍କ ଥିବା ୫୯ ଆପ୍ ବ୍ୟାନ କରିଛନ୍ତି। ଏହାକୁ ଭାରତ ପକ୍ଷରୁ ଚାଇନା ଉପରେ...

ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ

0
ଆଜି ଗୁରୁ ପୂର୍ଣ୍ଣିମା। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଏହା ପଡ଼ିଥାଏ। ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ,...

ଗୋଟେ ଲାଇକ୍ ପାଇଁ ନେହୁରା ହେଲେ କଳିଙ୍ଗ ଷଣ୍ଢ

0
ଭୁବନେଶ୍ୱର: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କର ଏକ ଟ୍ୱିଟ୍ ପାଇଁ ଖୁବ୍ ଟ୍ରୋଲ୍ ଆଉ ଅପଦସ୍ତ ହେଉଛନ୍ତି। ଜୁଲାଇ ୩ ରାତି ଅଧରେ ବିଜେଡି ସାଂସଦ ଅନୁଭବ...

ପଢ଼ନ୍ତୁ; ଆପଣଙ୍କ ପାଇଁ ପିଏମ୍ ମୋଦିଙ୍କ ଚିଠି ..

0
ଭୁବନେଶ୍ୱର: ମୋଦି ସରକାରଙ୍କର ଦୂତୀୟ ପାଳିର ପ୍ରଥମ ବର୍ଷ (୨.୧) ପୂର୍ତ୍ତି ହୋଇଛି। ଏହି ଅବସରରେ ମୋଦି ସରକାରଙ୍କ ଉପଲବ୍ଧି ଗୁଡ଼ିକ (ରିପୋର୍ଟ କାର୍ଡ) ଦେଶର ଜନ ସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା...

ବିଜେଡି ସଙ୍ଗଠନରେ ପରିବର୍ତ୍ତନ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକ

0
ଭୁବନେଶ୍ଵର: ବିଜୁ ଜନତା ଦଳ (ବିଜେଡି) ସଙ୍ଗଠନରେ ପରିବର୍ତ୍ତନ ହୋଇ ୮ ଜଣ ବରିଷ୍ଠ ଉପସଭାପତି, ବିଭିନ୍ନ ବିଭାଗ ପାଇଁ ୯ ଜଣ ଉପସଭାପତି ଏବଂ ଜଣେ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦେଇଛନ୍ତି...

ତଥ୍ୟ ଅନୁସନ୍ଧାନ ପାଇଁ ନାଁ ପିକନିକ୍ ଯାଉଛି ଟିମ୍: ମହିଳା ସୁରକ୍ଷା ନେଇ କେତେ...

0
ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟ...

ମାଲକାନଗିରି ଏବଂ ବୀରମିତ୍ରପୁର ଦୁଷ୍କର୍ମ ଘଟଣା: ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

0
ଏସି- ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ପୋଲିସ ମହାନିର୍ଦ୍ଦେଶକ- ବିଜେପି ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର...

ଗୁଳି ବାଜି ମଧ୍ୟ ଲୋକଟିର ହାତରୁ ବିଡ଼ି ଛାଡ଼ୁନି, ଏଥିରେ ଚାଇନା କହୁଛି ଜମି...

0
ନୂଆଦିଲ୍ଲୀ: ଏକ ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଲାଗିଛି। ସେ ଷ୍ଟ୍ରେଚର ଉପରେ ଶୋଇଥିବା ବେଳେ ଆରାମରେ ବିଡ଼ି ଟାଣୁଛି। ଏପରି ଏକ...

ହୁରିୟତରୁ ଇସ୍ତଫା ଦେଲେ ସୟଦ ଅଲ୍ଲୀ ଗିଲାନୀ

0
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ହୁରିୟତ କନଫ୍ରେନ୍ସରୁ ଇସ୍ତଫା ଦେଇଛନ୍ତି। ପ୍ରକାଶିତ ଅଡିଓ ବାର୍ତ୍ତାରେ ସେ ଏହା ଘୋଷଣା କରିଛନ୍ତି। ସୟଦ ଅଲ୍ଲୀ ଶାହା ଗିଲାନି...

ହୋମ୍ ଡେଲିଭରି: ଘରେ ଘରେ ଚାଇନିଜ୍ ଆପ୍ ପହଞ୍ଚାଉଛି ବିଜେପି ..

0
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ "ଜନ ସମ୍ବାଦ ରାଲି"ର ଆୟୋଜନ କରାଯାଉଛି।...

ବିଜେପି ଦୋହରାଉଛି ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ; ଅପରାଜିତା ଦେବେ ନିଜ ରିପୋର୍ଟ କାର୍ଡ

0
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ "ଜନ ସମ୍ବାଦ ରାଲି"ର ଆୟୋଜନ କରାଯାଉଛି। ମୋଦୀ ସରକାର...

ମହିଳା ସୁରକ୍ଷା ନେଇ କେତେ ଚିନ୍ତା ଆଉ; ମନରେ କେତେ ବ୍ୟଥା ..

0
ଭୁବନେଶ୍ୱର: ନାରୀ ନିର୍ଯ୍ୟାତନା ବିରୋଧରେ ତଥା ମହିଳା ସୁରକ୍ଷା ନେଇ କେତେ ଆନ୍ଦୋଳନ, କେତେ ପ୍ରତିବାଦ ହେଉଛି। କିନ୍ତୁ, ନାରୀ ନିର୍ଯ୍ୟାତନା ହ୍ରାସ ପାଇବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି। ନୂଆ ନୂଆ...

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା: ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଲା...

0
ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧୀ ଦଳ। ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ...

ଆଲ ସଖି ଆପଣା ମହତ ଆପେ ରଖି; ଚକାଆଖି ସବୁ ଦେଖୁଛି ..

0
ଭୁବନେଶ୍ୱର: ରଥଯାତ୍ରା ହେଲା। ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ କିଛି କଟକଣା ଭିତରେ ଆୟୋଜିତ ହେଲା ରଥଯାତ୍ରା। ସୁପ୍ରିମକୋର୍ଟର ଯେଉଁ ତିନି ଜଣିଆ ଖଣ୍ଡପୀଠ...

ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଲାଗିଗଲା ଗ୍ରହଣ ..

0
ଭୁବନେଶ୍ୱର: ଏବେ ଘଟିଥିବା ସୂର୍ଯ୍ୟ ପରାଗର ପ୍ରଭାବ ସିନା ଓଡ଼ିଶାରେ ସେମିତି ପଡ଼ିଲା ନାହିଁ, କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବିଜେପିକୁ ଗ୍ରାସ କରିଛି ଗ୍ରହଣ। ଏବେ ଏବେ ଦାୟିତ୍ୱ ନେଇଥିବା ଖୋର୍ଦ୍ଧା ଜିଲ୍ଲା...