Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ବିଶ୍ୱ ସ୍ତନ୍ୟପାନ ସପ୍ତାହ: ଆତ୍ମନିର୍ଭର ପୋଷଣ ଅଭିଯାନ ଦିଗରେ ଭାରତ ଏକ ଆଦର୍ଶ ଭାବରେ...

0
ଭୁବନେଶ୍ୱର: ସ୍ତନ୍ୟପାନ ଅଭାବ ହେତୁ ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୮ ଲକ୍ଷ ଶିଶୁ ମୃତ୍ୟୁ ବରଣ କରନ୍ତି। ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ୍ (WHO) ରିପୋର୍ଟ ଅନୁଯାୟୀ, ବିଭିନ୍ନ ରୋଗ ହେତୁ ପ୍ରତିବର୍ଷ...

ରାଜସ୍ଥାନ ପଲଟିକ୍ସ: ବିଜେପି ରଣନୀତି ଫେଲ୍; କଂଗ୍ରେସକୁ ବଞ୍ଚାଇଲା ବସୁନ୍ଧରା ଯୋଜନା ..

0
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଡ୍ରାଙ୍କ ସହିତ ସଚିନ ପାଇଲଟଙ୍କ ସାକ୍ଷାତ ପରେ ରାଜସ୍ଥାନ କଂଗ୍ରେସ ସରକାରରେ ଗତ ଏକ ମାସ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି। ଏବେ...

ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା କମିଟି ପ୍ରଭାରୀ

0
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ୩୦ ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ଭାବେ ନିଯୁକ୍ତ କରିଛି। ଦାୟିତ୍ବ ପାଇଥିବା ଏହି ନେତ୍ରୀମାନେ ଜିଲ୍ଲା ମହିଳା ସାଙ୍ଗଠନିକ କାର୍ଯ୍ୟ...

ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ହ୍ଵାଇଟହାଉସ ବାହାରେ ଗୁଳିକାଣ୍ଡ

0
ଓ୍ଵାସିଂଟନ: ଓ୍ଵାସିଂଟନ ସ୍ଥିତ ହ୍ଵାଇଟହାଉସ ନିକଟରେ ଏକ ପୁଲିସ ଏନକାଉଣ୍ଟର ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ଏହି ଏନକାଉଣ୍ଟର ହୋଇଛି। ସାମ୍ବାଦିକ ସମ୍ମିଳନୀ ଅଧାରୁ ଟ୍ରମ୍ପଙ୍କୁ...

ଜୟ ଶ୍ରୀକୃଷ୍ଣ: ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

0
।।କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟଚ, ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋନମଃ।। ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଆନ୍ତି।...

ୟୁଏଇରେ ହେବ ଆଇପିଏଲ: ଅନୁମୋଦନ ଦେଲେ କେନ୍ଦ୍ର ସରକାର

0
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍- ୨୦୨୦) ଆୟୋଜନ କରିବାକୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଠାରୁ ଆନୁଷ୍ଠାନିକ ଅନୁମୋଦନ ଲାଭ କରିଛି। ଲିଗ୍ ଚେୟାରମ୍ୟାନ୍...

ଧର୍ମେନ୍ଦ୍ରଙ୍କୁ ପ୍ରଶଂସା; ବିଜେପି, ମୋଦି ଏବଂ ଶାହାଙ୍କୁ ହା ଥୁ ..

0
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏଣେ କିନ୍ତୁ ବିଜେପି, ମୋଦି ଏବଂ ଶାହାଙ୍କୁ ତୀବ୍ର ସମାଲୋଚନା କରିବା...

ଅଗଷ୍ଟ କ୍ରାନ୍ତି ଦିବସ; ଭାରତ ଛାଡ଼ ଆନ୍ଦୋଳନର ଡାକରା: କର ବା ମର ..

0
ଭୁବନେଶ୍ୱର: ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠାରୁ ଏହି ଦିନଟିକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ...

କିପରି ଅଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାସ୍ଥ୍ୟବସ୍ଥା ..

0
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ଏବଂ ପରୀକ୍ଷା କରାଇବା ପରେ ଧର୍ମେନ୍ଦ୍ରଙ୍କ କୋଭିଡ- ୧୯ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ଡାକ୍ତରଙ୍କ...

ଏସିଆରେ ଏକ ନମ୍ବର; ବିଶ୍ୱର ୪ର୍ଥ ଧନୀ ମୁକେଶ ଅମ୍ବାନୀ: ଜାଣନ୍ତୁ ବିଶ୍ୱର ଟପ୍...

0
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୩୨୬ ମିଲିୟନ୍ ଡଲାରୁ ୮୦.୨ ବିଲିୟନ୍ ଡଲାର ଅର୍ଥାତ ୬.୦୪...

ଅଗଷ୍ଟ ୧୫ରୁ ଆମ ଘର ଆମ ହାଣ୍ଡିଶାଳ ଫାଇନାଲ୍ ରାଉଣ୍ଡ

0
ଭୁବନେଶ୍ୱର: ଓଟିଡିସି ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆରମ୍ଭ କରାଯାଇ ଥିବା ‘ଆମ ଘର ଆମ ହାଣ୍ଡିଶାଳ" କାର୍ଯ୍ୟକ୍ରମର ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ ଫାଇନାଲ୍ ରାଉଣ୍ଡ। ଦୂରଦର୍ଶନରେ...

ଦୀପଦାନର ମହତ୍ତ୍ୱ: ଜାଣନ୍ତୁ; ଏହାର ଶକ୍ତି ଏବଂ ବିଧି ..

0
।।ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ।। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର,...

ହରିଃ ॐ; ରାମକୃଷ୍ଣ ଏବଂ ଶିବଶମ୍ଭୁଙ୍କୁ ଅପମାନ: ନାଁ ରଖିଲେ କି ନାଁ ପକାଇଲେ...

0
ଭୁବନେଶ୍ୱର: ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରୁଛନ୍ତି ଜଣେ ଓଡ଼ିଆ ପୁଅ ଏବଂ ଜଣେ ଓଡ଼ିଆ ଝିଅ। ଓଡ଼ିଆ ପୁଅ ଜଣଙ୍କ ନବରଙ୍ଗପୁର ଅଞ୍ଚଳର ରକି କାଚ୍ଚି...

ରାମ କିମ୍ବା ଅଯୋଧ୍ୟା କାହାର ସମ୍ପତ୍ତି ନୁହଁ – ଉମା ଭାରତୀ

0
ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଉମା ଭାରତୀ ନିଜ ଦଳ ବିଜେପିକୁ ପରାମର୍ଶ ଦେବା...

ହଜିବାକୁ ବସିଲାଣି ଭିନ୍ନ ଏକ ପରମ୍ପରା, ଭିନ୍ନ ଏକ ଖେଳ: ଗହ୍ମାଡିଆଁ ..

0
ଭୁବନେଶ୍ୱର: ରକ୍ଷା ପୂର୍ଣ୍ଣମୀ ବା ଗହ୍ମା ପୂର୍ଣ୍ଣମୀ ଦିନ ମଧ୍ୟ ପାଳନ ହୋଇଥାଏ ବଳଭଦ୍ର ଜନ୍ମ। ଏହିଦିନ ଖେଳା ଯାଇଥାଏ ଏକ ପାରମ୍ପରିକ ଖେଳ 'ଗହ୍ମାଡିଆଁ'। ଗହ୍ମାଡିଆଁ ଓଡ଼ିଶାର ଏକ ପୁରାତନ ଏବଂ...

ରାକ୍ଷୀ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ: ରାକ୍ଷୀ ବାନ୍ଧିଥିଲେ ରଖିଲେ ମାନ; ଇତିହାସରୁ ପୁରାଣ ଯାଏଁର...

0
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ...

ମଦ ପ୍ରମୋସନକୁ ନେଇ ବିବାଦ; ଭୁଲିଗଲେ ବୈଧାନିକ ଚେତାବନୀ: ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ...

0
ଭୁବନେଶ୍ୱର: ଏକ ଓଡ଼ିଆ ୱେବ୍‌ସାଇଟ୍‌ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ତାଙ୍କ ଚରିତ୍ରକୁ କଦର୍ଥ କରି ଦର୍ଶାଇବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ସେ ଏକ ୱେବ୍‌ସାଇଟ୍‌...

ଦୁର୍ବଳ ଶ୍ରମ ଆଇନ ହେତୁ ଲକ୍ ଡାଉନ୍ ପରେ ଶିଶୁ ଶ୍ରମିକ ଚାଲାଣ ବୃଦ୍ଧି...

0
ଭୁବନେଶ୍ୱର: କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ (କେ.ଏସ.ସି.ଏଫ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି ଯେ କରୋନା ମହାମାରୀ ହେତୁ କେତେକ ରାଜ୍ୟରେ ଶ୍ରମ ଆଇନର ଦୁର୍ବଳତାକୁ ସମୀକ୍ଷା କରାଯାଇ ତୁରନ୍ତ...

୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ

0
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ୩୬ଟି ସାଙ୍ଗଠନିକ ଜିଲ୍ଲା ପ୍ରଭାରୀ ନଯିୁକ୍ତ କରାଯାଇଛି। ୩୬ଟି ଜିଲ୍ଲା ପ୍ରଭାରୀ ମାନେ ହେଲେ - ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ବର-...

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ଆଗରେ...

0
ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡ଼ିଛନ୍ତି। ରକ୍ଷକ ଏଠି ଭକ୍ଷକ ପାଲଟିଛି। ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି। ଜୁନ୍ ୨୨ ତାରିଖରେ ବୀରମିତ୍ରପୁର...