Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଆହା କି ସୁନ୍ଦର ରାଜନୀତି: ବିଜେଡି ସଭ୍ୟ ବିଜେପି ସଭାପତି !

0
ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ୨୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ ଏବେ ଭଦ୍ରକ ଜିଲ୍ଲା ବିଜେପି ସଭାପତି। ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ବିଜେଡି...

ଦେଖନ୍ତୁ ଟ୍ରେଲର: ପଲ୍ଟିକାଲ୍ ଡ୍ରାମାର ଚିତ୍ର ତାଣ୍ଡଭ୍

0
ମୁମ୍ବାଇ: ଗତ ବର୍ଷ ଡିସେମ୍ବରରେ ଖ୍ରୀଷ୍ଟୋଫର ନୋଲାନଙ୍କ ଫିଲ୍ମ ଟେନେଟ ପାଇଁ ରେଭ୍ ରିଭ୍ୟୁ ପାଇବା ପରେ ଭେଟେରାନ୍ ଅଭିନେତ୍ରୀ ଡିମ୍ପଲ୍ କାପାଡ଼ିଆ ବର୍ତ୍ତମାନ ଡିଜିଟାଲ୍ ଦୁନିଆରେ ଏକ ଧମାକାଦାର ଡେବ୍ୟୁ କରୁଛନ୍ତି।...

ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି: ୫ରେ...

0
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ...

ଫେମ୍ ଇଣ୍ଡିଆ- ଏସିଆ ପୋଷ୍ଟ ଜାରୀ କଲା ୨୫ ଶ୍ରେଷ୍ଠ ସାଂସଦଙ୍କ ତାଲିକା: ଓଡ଼ିଶାରୁ...

0
ଭୁବନେଶ୍ୱର: ଫେମ୍ ଇଣ୍ଡିଆ- ଏସିଆ ପୋଷ୍ଟ ଭାରତର ୨୫ ଜଣ ଶ୍ରେଷ୍ଠ ସାଂସଦ ୨୦୨୧ ତାଲିକା ପ୍ରକାଶ କରିଛି। ଯେଉଁମାନଙ୍କୁ କି ସଦନର ସମ୍ମାନ ରକ୍ଷା କରିବାରେ ସର୍ବୋତ୍ତମ ସଂସଦୀୟ ସଦସ୍ୟ ଭାବରେ...

ପଦମର୍ଯ୍ୟଦା ହରାଉଛନ୍ତି ଲେଖାଶ୍ରୀ: ଚାଲୁଣି କହୁଛି ଛୁଞ୍ଚିକୁ ..

0
ଭୁବନେଶ୍ୱର: ବିଜେପି ଓଡ଼ିଶାର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ନିଜ ପଦମର୍ଯ୍ୟଦାର ମାନ ରଖୁ ନାହାଁନ୍ତି। ତାଙ୍କ ଆଚରଣ ଏବଂ ଉଚ୍ଚାରଣ ଜଣେ ତଳ ସ୍ତରର ସାଧାରଣ କର୍ମୀଙ୍କର ପରି...

୩ ହଜାର ୪ କୋଟି ବ୍ୟୟରେ ବିଶ୍ୱ ସ୍ତରୀୟ ହେବ ପାରାଦୀପ ବନ୍ଦର

0
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ...

ଜଷ୍ଟିସ୍ ଫର୍ ପରୀ; ନାଁ ପଲ୍ଟିକ୍ସ୍ ଫର୍ ପରୀ ?

0
ଭୁବନେଶ୍ୱର: ଜଷ୍ଟିସ୍ ଫର୍ ପରୀ ପାଇଁ ବିଜେପି ଏବେ ଚଲାଇଛି ବ୍ୟାପକ ଆନ୍ଦୋଳନ। ବିଭିନ୍ନ ଆନ୍ଦୋଳନ ଭିତରେ ଓଡ଼ିଶା ବିଜେପି ଯେଉଁ ସବୁ ଆନ୍ଦୋଳନ କରି ଆସିଛି ତା' ଭିତରେ ନାରୀ ସୁରକ୍ଷା...

ପରୀ ହତ୍ୟାକାଣ୍ଡ ଘଟଣା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

0
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ'ର ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ୧୪ ଜୁଲାଇ ୨୦୨୦ରେ ପରୀକୁ ହତ୍ୟା କରାଯାଇଥିବା ବେଳେ ପୋଲିସ ପରୀର ବାପା ମା’ ଙ୍କୁ ତଦନ୍ତ...

ନୂଆ ବର୍ଷରୁ ଆପଣଙ୍କ ମୋବାଇଲରୁ ଗାଏବ ହୋଇଯାଇ ପାରେ ହ୍ଵାଟ୍ସଆପ! ଜାଣନ୍ତୁ ଏହାର କାରଣ...

0
ଭୁବନେଶ୍ୱର: ଆପଣ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ନୂଆବର୍ଷର କାମନା କରିବାକୁ ବଞ୍ଚିତ ହୋଇପାରନ୍ତି। କାରଣ ଆସନ୍ତା ୨୦୨୧ ଜାନୁୟାରୀ ୧ ତାରିଖ, ଅର୍ଥାତ୍ ନୂଆବର୍ଷ ଆରମ୍ଭ ଦିନରୁ କିଛି...

ସଂରକ୍ଷଣ ପ୍ରସଙ୍ଗ: ଓବିସି ଓ ପଛୁଆ ବର୍ଗଙ୍କୁ କେବେ ସଂରକ୍ଷଣ ଦେବେ ରାଜ୍ୟ ସରକାର...

0
ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ କରିଛନ୍ତି। ମାତ୍ର ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ୱେ...

ବଡ଼ ନିଷ୍ପତ୍ତି: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ରହିବ...

0
ଭୁୁୁବନେଶ୍ୱର: ରରାଜ୍ୟ କ୍ୟାବିନେଟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସରକାରୀ ହାଇସ୍କୁଲ ଗୁଡ଼ିକର ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡ଼ିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜ ମାନଙ୍କରେ...

କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ

0
ଭୁବନେଶ୍ୱର : ରାଜ୍ୟ ସରକାର ପାଳନ କରିବେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାତ୍ମା ଗାନ୍ଧୀ ୧୯୨୧ରୁ...

ବିଜେପି ନାଁ ବିଜେଡି,ମହିଳାଙ୍କ ପାଇଁ କିଏ ଚିନ୍ତିତ? ପ୍ରଣବଙ୍କୁ ଜବାବ୍ ଦେଉଛନ୍ତି ବିଜେପି ନେତାନେତ୍ରୀ:...

0
ଭୁବନେଶ୍ୱର: ମହିଳାଙ୍କ ପାଇଁ କିଏ ଅଧିକ ଚିନ୍ତିତ, ବିଜେପି ନାଁ ବିଜେଡି? ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସଙ୍ଗ...

ବଡ଼ ଆସ୍ୱସ୍ତି: ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ଡିଏଲ, ଆରସି, ପରମିଟ ଆଦି ଯାନବାହନ...

0
ନୂଆଦିଲ୍ଲୀ: କୋଭିଡ୍ -୧୯ ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା...

ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ଟାର୍ଗେଟ୍: ୨୦ ବର୍ଷ ଶାସନ...

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ମାନଙ୍କୁ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା ଉଠାଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅପଚେଷ୍ଟା...

ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ: ମହିଳା ସଶକ୍ତ ହେଲେ ସମାଜ...

0
ଭୁବନେଶ୍ୱର: ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ଵର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା...

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା: “ମା’ ମାନେ ହେଉଛନ୍ତି ସମାଜ ଚକର...

0
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥି ଉପଲକ୍ଷେ ଦଳର ସଭାପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଥିଲେ, "ଆଜି...

୨୮ରୁ ଚାଲିବ ଚାଳକ ବିହୀନ ଟ୍ରେନ୍

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୨୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଭାରତର ପ୍ରଥମ ଚାଳକ ବିହୀନ...

ବିଜେପି ଓଡ଼ିଶା: ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ଜଣ ନିଲମ୍ବିତ

0
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଲକ ଅରେଇ ଗ୍ରାମ ପଞ୍ଚାୟତ ସରପଞ୍ଚ...

ନୟାଗଡ଼ ଯଦୁପୁରରେ ଗଣମାଧ୍ୟମ ଉପରେ ଆକ୍ରମଣ ଘଟଣା: ଦୁଇ ଗିରଫ; ଲାଗିଲା ସଙ୍ଗିନ୍ ଦଫା

0
ଭୁବନେଶ୍ବର: ବିଜେପି ପକ୍ଷରୁ ପରୀ ପାଇଁ ପଦଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ନୟାଗଡ଼ ଜିଲ୍ଲା ଯଦୁପୁରରେ ଏକ ଘରୋଇ ଟିଭି ଚ୍ୟାନେଲ ରିପୋର୍ଟର ଏବଂ କ୍ୟାମେରା ମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ୨ ଜଣଙ୍କୁ...