Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ବଡ଼ ଷଡ଼ଯନ୍ତ୍ର: ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିରୋଧୀଙ୍କୁ କରାଯାଉଛି ତଥ୍ୟ ଲିକ୍!

0
ଭୁବନେଶ୍ବର: ବିଜେପି ବିରୋଧରେ ଚାଲିଛି ବଡ଼ ଷଡ଼ଯନ୍ତ୍ର! ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ରଣନୀତି ଏବଂ ରାଜ୍ୟ ବିଜେପି ନେତୃତ୍ୱଙ୍କ ଭିତରେ ରହୁଥିବା ମନୋମାଳିନ୍ୟ ଆଦି ସବୁ କିଛି...

ସଂଘର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ ..

0
ନୂଆଦିଲ୍ଲୀ/ନାଗପୁର: ମହାରାଷ୍ଟ୍ର ପୁଣେରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ର ତ୍ରିଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୬ ତାରିଖରେ ବୈଠକର...

ସେପ୍ଟେମ୍ୱର- ୨୯ରୁ ଅକ୍ଟୋବର- ୧୪ ପିତୃପକ୍ଷ: ସମସ୍ତ ପ୍ରକାର ଶୁଭକାର୍ଯ୍ୟ ନିଷେଧ ..

0
ଭୁବନେଶ୍ୱର: ଚଳିତ ବର୍ଷ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି ପିତୃପକ୍ଷ। ଅକ୍ଟୋବର ୧୪ ତାରିଖରେ ଏହା ଶେଷ ହେବ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପିତୃପକ୍ଷର ଆରମ୍ଭ ଭାଦ୍ରବ ମାସର ପୂର୍ଣିମା ତିଥିରୁ...

ଜି- ୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ଗୃହିତ

0
ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଓ ୧୦ ତାରିଖ ୨୦୨୩ରେ ଅନୁଷ୍ଠିତ ନୂଆଦିଲ୍ଲୀ ଜି- ୨୦ ଶିଖର ସମ୍ମିଳନୀର ସଫଳତାକୁ ପ୍ରଶଂସା କରି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକ ସଂକଳ୍ପ ଗୃହିତ ହୋଇଛି। 'ଏକ...

କନ୍ଫ୍ୟୁଜ୍ କରାଉଛନ୍ତି ଦୁଇ ଯାଆଁଳା ଭାଇ ..

0
ଭୁବନେଶ୍ୱର: ଯାଆଁଳା ଭାଇ ବା ଯାଆଁଳା ଭଉଣୀଙ୍କୁ ନେଇ ବେଳେବେଳେ ଲୋକେ କନ୍ଫ୍ୟୁଜରେ ପଡ଼ିଯାଆନ୍ତି। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମରେ ଅଛନ୍ତି ଏପରି ଦୁଇ ଭାଇ ନବନୀ ଆଉ କୁଶୁନି। ଏମାନେ ମୋଟ...

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ: ବିଜେପି

0
ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ ବୋଲି କହିଛି ବିଜେପି। ରାଜ୍ୟରେ ୫ ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ରାଜ୍ୟ ସରକାର ସାମାଧାନ କରିପାରିଲେ ନାହିଁ। ଯାହା ଫଳରେ...

ବିଜନ ବନାନୀର ସମ୍ପଦ: ସୁନ୍ଦରବନ ମହୁ – ଭାରି ସ୍ୱାଦିଷ୍ଟ, ଭାରି ସ୍ୱାସ୍ଥ୍ୟପ୍ରଦ ..

0
ଭୁବନେଶ୍ୱର: ବିବିଧ ଫୁଲ ଭରା ସୁନ୍ଦରବନ ହେନ୍ତାଳ ବଣର ମହୁ, ବଙ୍ଗୋପ ସାଗରରେ ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ସଂଗମ ସ୍ଥଳରେ ସୃଷ୍ଟି ତ୍ରିକୋଣ ଭୂମିରେ ବିଶ୍ୱର ସର୍ବବୃହତ ଲୁଣା ଜଙ୍ଗଲ...

ନିରାକାରପୁର: ନରେନ୍ଦ୍ରପୁର ହେବ ରାଜସ୍ୱ ଗ୍ରାମ – ପାଇବ ପଟା ..

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅନ୍ତର୍ଗତ ନରେନ୍ଦ୍ରପୁର ସାହିବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ସେମାନଙ୍କର ଦାବୀ ହେବାକୁ ଯାଉଛି ପୂରଣ। ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ସୁଧା ନରେନ୍ଦ୍ରପୁର ଆଜି...

ସମୀରଙ୍କ ଡଙ୍କ ଭାଙ୍ଗିଦେଲେ ପ୍ରଭାତୀ: ଡ୍ୟାମେଜ୍ କଣ୍ଟ୍ରୋଲ୍ ଆଉ କରିପାରିବେ ତ’ ସମୀର?

0
ଭୁବନେଶ୍ୱର: ନିମାପଡ଼ା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଡଙ୍କ ଭାଙ୍ଗିଦେଇଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। କୁହାଯାଉଛି, ସମୀରଙ୍କ ମନ୍ତ୍ରୀପଦ ଯିବା ପଛରେ ପ୍ରଭାତୀ ପରିଡ଼ାଙ୍କ ଏକ ବଡ଼...

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨: ବିଜେପି ପାଳିବ ସେବାପକ୍ଷ – ରହିଛି ବ୍ୟାପକ...

0
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଜେପି ପାଳିବ ସେବାପକ୍ଷ। ଗରିବଙ୍କ ପାଇଁ ସେବା ଓ ଗରିବ କଲ୍ୟାଣ...

ଇସ୍ରୋକୁ ପ୍ରଶଂସା, ଇସ୍ରୋକୁ କୃତଜ୍ଞତା: ମୋଦୀଙ୍କୁ ଅଭିନନ୍ଦନ, ମୋଦୀଙ୍କୁ ଧନ୍ୟବାଦ – ଓଡ଼ିଶା ବିଜେପି

0
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ଦେଶବ୍ୟାପୀ ପାଳିବ ସେବାପକ୍ଷ। ଗରିବଙ୍କ ପାଇଁ ସେବା ଓ ଗରିବ କଲ୍ୟାଣ...

ପ୍ରେମଲତା ହେଲେ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା

0
ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିର ବରିଷ୍ଠ ନାରୀ ନେତ୍ରୀ ପ୍ରେମଲତା କର ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ...

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ ..

0
ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ, କଟକ ସଦର ନିର୍ବାଚନ ମଣ୍ଡଳୀ, ଆଳୀ...

ଓଡ଼ିଶା ବିଜେପି ପାଇଛି ଏକ ଯୁବା ପ୍ରତିଭାବାନ୍ ପ୍ରବକ୍ତା ..

0
ଭୁବନେଶ୍ୱର: ବିଜେପି ଓଡ଼ିଶା ପାଇଛି ଏକ ଯୁବା ପ୍ରତିଭାବାନ୍ ପ୍ରବକ୍ତା। ସେ ହେଲେ ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ (ଆରଏସ୍ଏସ୍) ସହିତ ଜଡ଼ିତ ତଥା ସଂଘର...

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ..

0
ଗୌହାଟୀ: ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିବସିୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସାମ ଗୌହାଟୀ ସ୍ଥିତ ଅଟଳ ବିହାରୀ ବାଜପେୟୀ ଭବନରେ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ୯ ଏବଂ ୧୦ ତାରିଖ...

ରଶ୍ମିମୟୀ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ ହୋଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ...

୧୭ରେ ଖୋର୍ଦ୍ଧାରେ ଆୟୋଜିତ ହେବ ବୁଦ୍ଧିଜୀବି ସମ୍ମିଳନୀ ..

0
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଖୋର୍ଦ୍ଧା ଟାଉନ୍ ହଲ୍, ଜୟୀ ରାଜଗୁରୁ ଭବନରେ "ଖୋର୍ଦ୍ଧା ସଚେତନ ନାଗରିକ ବୃନ୍ଦ" ସୌଜନ୍ୟରେ ଆୟୋଜିତ ହେବ ଏକ ବୁଦ୍ଧିଜୀବି ସମ୍ମିଳନୀ। ଶୀର୍ଷକ ରହିବ "ଆସନ୍ତୁ ଗଢ଼ିବା...

ଚାଟୁକାରୀ କରିବାକୁ ଯାଇ ଶାଳୀନତା ହରାଉଛନ୍ତି ବିଜେଡି ନେତ୍ରୀ: ଯାହା ଘର କାଚରେ ତିଆରି,...

0
ଭୁବନେଶ୍ୱର: ଚାଟୁକାରୀ କରିବାକୁ ଯାଇ ଶାଳୀନତା ହରାଉଛନ୍ତି ବିଜେଡି ନେତ୍ରୀ! ଶାସକ ବିଜୁ ଜନତା ଦଳ ନେତ୍ରୀଙ୍କୁ ଟାର୍ଗେଟ୍ କରି ଏପରି କହିଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭା ତଥା ବିଜେପି ଫାୟାରବ୍ରାଣ୍ଡ...

ବ୍ରହ୍ମପୁର: ରାସ୍ତାରେ ପଡ଼ିଛି ଅସହାୟ କ୍ଷତାକ୍ତ ମଣିଷ – ହଜିଯାଇଛି ମାନବିକତା ..

0
ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ଅଶୋକ ନଗର ରାସ୍ତାରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଣେ ଅସହାୟ କ୍ଷତାକ୍ତ ମଣିଷ ଦୁଇ ତିନି ଦିନ ହେଲା ଅଶୋକ ନଗର ରାସ୍ତାରେ ପଡ଼ିରହିଛି। ବ୍ୟକ୍ତି...

ଲକ୍ଷ୍ମଣାନନ୍ଦ ସରସ୍ୱତୀ ମର୍ଡର କେସ୍:୧୫ ବର୍ଷ ବିତିଗଲା: କେବେ ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ?

0
ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଦେଶସାରା ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ତେବେ, ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ଏକ ଦୁଃଖଦ ଘଟଣା। ୨୦୦୮ ମସିହା...