ଚିତ୍ରକୋଣ୍ଡା ମାଓଅଚଂଳରେ ରାସ୍ତାକାମକୁ ବିରୋଧ କରି ମାଓବାଦୀ ଲଗାଇଲେ ବ୍ୟାନର

ମାଲକାନଗିର, ୨ା୪ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ନବଗଠିତ ଚିତ୍ରକୋଣ୍ଡାବ୍ଲକ ର ବିଭିନ୍ନ ମାଓପ୍ରବଣ ଅଚଂଳରେ ଚାଲିଥିବା ରାସ୍ତାକାମକୁ ବିରୋଧକରି ମାଓବାଦୀ ମାନେ ବ୍ୟାନରଲଗାଇ ଠିକାଦାରମାନଙ୍କୁ ତୁରନ୍ତ ରାସ୍ତାକାମ ବନ୍ଦକରିବା ପାଇଁ ଧମକାଇ ଥିବାର ଜଣାପଡିଛି। ପାର୍ଟିକୁ ଦମନ କରିବା ପାଇଁ ଚାଲିଥିବା ରାସ୍ତାକାମ କୁ ବନ୍ଦକର, ଜନସାଧରଣଙ୍କ ଉପରେ ପୁଲିସର ଜୁଲମପାଇଁ ରାସ୍ତାକାମ ଚାଲିଛି। ଆରଏସି ୧ ଠାରୁ ୧୦ ନମ୍ବର ୮କିମି ରାସ୍ତାକମାକରୁଥିବା ଠିକାଦାର ଜମ୍ବେଶ୍ୱର ପାତ୍ର, ୨ରୁ୧୫ନମ୍ବର ରାସ୍ତାକାମକରୁଥିବା ପ୍ରସାନ୍ତବେହେରା, ସୁଜିତବେହେରା, ୩ରୁ ୧୫ନମ୍ବର ରାସ୍ତାକାମକରୁଥିବା ମାଲକାନଗିରି ଠିକାଦାର, ଗାଗଡା ବନ୍ଧ ଠାରୁ କତାଗୁଡା ପର୍ଯ୍ୟନ୍ତ କାମକରୁଥିବା କାଲିମେଳାର ଠିକାଦାର ଶ୍ରୀକନ୍ତ ରାସ୍ତାକାମ ବନ୍ଦ ନକରିଲେ ପରିଣାମ ଭୋଗିବ ସିପିଆଇ…

"ଚିତ୍ରକୋଣ୍ଡା ମାଓଅଚଂଳରେ ରାସ୍ତାକାମକୁ ବିରୋଧ କରି ମାଓବାଦୀ ଲଗାଇଲେ ବ୍ୟାନର"

ସୁପ୍ରିମକୋର୍ଟଙ୍କ ଏସି.ଏସଟି ଆକ୍ଟ ଉପରେ ରାୟ ବିରୋଧରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଦଳିତ ଶୋଷଣ ମଚଂ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ

  ମାଲକାନଗିର, ୨ା୪ (ଓଡିଆ ପୁଅ ) ମାନ୍ୟବର ସୁପ୍ରିମକୋର୍ଟର ଦଳିତ ଆଦିବାସୀ ଅତ୍ୟାଚାର ନିରୋଧ ଆଇନକୁ ଶକ୍ତିହିନ କରିବା ବିରୋଧରେ ଓଡିଶା ଦଳିତ ଶୋଷଣ ମୁକ୍ତ ମଚଂ ଓ ମାଲକାନଗିରି ଜିଲ୍ଲାଆଦିବାସୀ ସମାଜ ମହାସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲାବନ୍ଦ ଡାକରା ଦିଆ ଯାଇ ସୋଭାଯାତ୍ରା ରେ ସ ହରପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଜିଲ୍ଲାଆଦିବାସୀ ସମାଜ ମହାସଂଘ ଓ ଜିଲ୍ଲାଦଳିତ ଶୋଷଣ ମୁକ୍ତ ମଚଂ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ମାନେ ସ୍ଥାନୀୟ ବସ ଷ୍ଟାଣ୍ଡଠାରୁ ଏକ ବିରାଟ ସୋଭା ଯାତ୍ରାରେ ସହରପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟଙ୍କ ଏସି ଏସଟି…

"ସୁପ୍ରିମକୋର୍ଟଙ୍କ ଏସି.ଏସଟି ଆକ୍ଟ ଉପରେ ରାୟ ବିରୋଧରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଦଳିତ ଶୋଷଣ ମଚଂ ପକ୍ଷରୁ ମାଲକାନଗିରି ଜିଲ୍ଲା ବନ୍ଦ"

ଭାରତ ବନ୍ଦଡାକରେ ଚାରିଚକିଆ ଯାନବଦଳରେ ସାଂସଦ ଓ ବିଧାୟକ ସ୍କୁଟିରେ ବୁଲିଲେ

ମାଲକାନଗିରି, ୨ା୪(ଓଡିଆ ପୁଅ) ମାନ୍ୟବର ସୁପ୍ରୀମକୋର୍ଟ ଦଳିତ ଆଦିବାସୀ ଅତ୍ୟାଚାର ନିରୋଧ ଆଇନକୁ ପରିବର୍ତ୍ତନ କରିବା ବିରୋଧରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଓଡିଶା ଦଳିତ ଶୋଷଣ ମୁକ୍ତ ମଚଂ ପକ୍ଷରୁ ମାଲକାନଗିରି ଜିଲ୍ଲାବନ୍ଦ ଡାକରା ଦିଆ ଯାଇ ସମସ୍ତ ଚାରିଚକିଆ ଯାନବାହନ ଚଳାଚଳକୁ ବନ୍ଦକରିଦଆ ଯାଇଥିଲା। ଗତ କାଲି ଜିଲ୍ଲାସ୍ତରୀୟ ଉତ୍କଳଦିବସ ପାଳନ ଅବସରେ ଅତିଥି ଭାବେ ମାଲକାନଗିରି ଜିଲ୍ଲାଗସ୍ତରେ ଆସିଥିବା ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଏହି ବନ୍ଦ ଯୋଗୁ ଚାରିଚକିଆ ଯାନରେ ଆଜି କୌଣସି ଆଡେ ଗସ୍ତରେ ଯାଇପାରିନଥିଲେ। ତଥାପି ସର୍କିଟହାଉସରେ ଖାଲି ବସି ନ ରହି ବିଧାୟକଙ୍କ ସ୍କୁଟିରେ ଜିଲ୍ଲାସଦର ମହକୁମା ଠାରେ…

"ଭାରତ ବନ୍ଦଡାକରେ ଚାରିଚକିଆ ଯାନବଦଳରେ ସାଂସଦ ଓ ବିଧାୟକ ସ୍କୁଟିରେ ବୁଲିଲେ"

ମାଲକାନଗିରିର ବରିଷ୍ଟ ଆଇନଜୀବୀଙ୍କ ବିୟୋଗରେ ଶୋକସଭା

ମାଲକାନଗିର, ୨ା୪ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ଜିପି ପ୍ରଫୁଲକୁମାର ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ବିଶାଖାପାଟଣାରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶୁକ୍ରବାର ମଧ୍ୟରାତ୍ରରେ ତାଙ୍କର ଦେହାନ୍ତ ହୋଇଥିଲା, ତାଙ୍କ ମୃତଦେହ ମାଲକାନଗିରି ଠାରେ ଶନିବାର ଦିନ ପହଁଚିଲାପରେ ସହରବାସୀ ଓକିଲ ସଂଘ, ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପହଁଚି ତାଙ୍କୁ ଶେଷଦର୍ଶନ କରି ଶୋକସନ୍ତପ ପରିବାରଙ୍କୁ ସମବେଦାନା ଜଣାଇ ଶବ ଶୋଭାଯାତ୍ରାରେ ଯାଇଥିଲେ। ସ୍ୱର୍ଗତ ପାଣିଗ୍ରାହୀ ଙ୍କ ଜନ୍ମ ୧୭ା୪ା ୧୯୪୨ ମସିହାରେ ସେ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଶିବାନନ୍ଦ ପବ୍ଲିକ ସ୍କୁଲ,…

"ମାଲକାନଗିରିର ବରିଷ୍ଟ ଆଇନଜୀବୀଙ୍କ ବିୟୋଗରେ ଶୋକସଭା"

ମାଓ ପ୍ରବଣ ଅଚଂଳରେ ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି ଏସ.ପି ଙ୍କୁ ମିଳିଲା ଡିଜିପି ଡିସ୍କ ପଦକ ଓ ପୁରସ୍କାର

ମାଲକାନଗିରି, ୨ା୪(ଓଡିଆ ପୁଅ) ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା(ଆଇ.ପି.ଏସ) ପାଇଛନ୍ତି ଡିଜିପି ଡିକ୍ସ ପଦକ ଓ ପୁରସ୍କାର। ପବିତ୍ର ଉତ୍କଳଦିବସ ଅବସରରେ କଟକ ସ୍ଥିତ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ରାଜ୍ୟସ୍ତର ୮୩ତମ ପୁଲିସ ପ୍ରତିଷ୍ଟା ଦିବସ ଉତ୍ସବ ଅବସରରେ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଏସପି ଜଗମୋହନ ମୀନାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା(ଆଇ.ପି.ଏସ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପୁଲିସ ପଦକ ପ୍ରଦାନ କରି ପୁରସ୍କୁତ ସହ ସମ୍ମାନୀତ କରିଛନ୍ତି। ଏହି ଅବସରେ ମାଲକାନଗିରି ଜିଲ୍ଲାର ଅନ୍ୟ୧୧ଜଣ ଆରକ୍ଷୀ ବାହନୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ସେମାନଙ୍କ ମଧ୍ୟରେ…

"ମାଓ ପ୍ରବଣ ଅଚଂଳରେ ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି ଏସ.ପି ଙ୍କୁ ମିଳିଲା ଡିଜିପି ଡିସ୍କ ପଦକ ଓ ପୁରସ୍କାର"

ମାଲକାନଗିରି ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ,ସମସ୍ତ ସରକାରି ଓ ବେସରକାରି ପ୍ରତିଷ୍ଠାନ ଗୁଡିକରେ ଓଡିଆଭାଷାରେ ନାମଫଳକ ଲଗାଯିବା ପାଇଁ ନିଷ୍ପତି

ମାଲକାନଗିରି,୧ା୪ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରି ଓ ବେସରକାରି ଅନୁଷ୍ଠାନଗୁଡିକରେ ପବିତ୍ର ୮୩ତମ ଉତ୍କଳଦିବସ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ପବିତ୍ର ଉତ୍କଳଦିବସ ଅବସରରେ ଜିଲ୍ଲା  ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ସକାଳ ୫ଟାରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେଦଉତ୍କଳ ଜନନୀ ସଂଗୀତ ଗାନ କରାଯାଇ ସହରପରିକ୍ରମା କରାଯାଇଥିଲା, ସକାଳ ୮ଟାରେ ଜିଲ୍ଲାସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଉତ୍ସବ ପାଳନ ଅବସରରେ ଅନୁସୁଚିତ ଜନଜାତି  ଓ ଅନୁସୁଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ ଶ୍ରେଣୀ କଲ୍ୟାଣ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ ମୁଖ୍ୟଅତିଥି ଭାବେ ଓ ସାଂସଦ ବଳଭଦ୍ରମାଝୀ,ବିଧାୟକ ମାନସ ମାଡକାମି, ବିଧାୟକ ଡମ୍ବରୁ ସିସା ସମ୍ମାନିତ…

"ମାଲକାନଗିରି ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ,ସମସ୍ତ ସରକାରି ଓ ବେସରକାରି ପ୍ରତିଷ୍ଠାନ ଗୁଡିକରେ ଓଡିଆଭାଷାରେ ନାମଫଳକ ଲଗାଯିବା ପାଇଁ ନିଷ୍ପତି"

ମାଲକାନଗିରିରେ ୮୩ତମ ଓଡିଶାପୋଲିସ ପ୍ରତିଷ୍ଠା ଦିବସ ପାଳନ,ଉଲେଖ୍ୟନିୟ କାର୍ଯ୍ୟପାଇଁ ୮ଜଣ ପୁରସ୍କୃତ

ମାଲକାନଗିରି,୧ା୪ (ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାପୋଲିସ ପ୍ରଶାସନ ପକ୍ଷରୁ ୮୩ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନିୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାଆରକ୍ଷୀ ଅଧିକ୍ଷକ ତୁଷାରକାନ୍ତ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପୋଲିସ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରି ଓଡିଶା ପୋଲିସ ର ଆଭିମୁଖ୍ୟ ଓ ଦାଇତ୍ୱ ସଂପର୍କରେ କହି  ଓଡିଶା ପୁଲିସ ପ୍ରତିଷ୍ଟା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତା ପାଠକରିଥିଲେ । ପୋଲିସ ସେବାକ୍ଷେତ୍ରରେ   କୃତିତ୍ୱ ହାସଲ କରିଥିବା  ମାଲକାନଗିରି ଜିଲ୍ଲାର ସବ୍ଇନିସପେକ୍ଟର ଲକ୍ଷ୍ମିନାରାୟଣ ମୁଦୁଲି, ଡେପୁଟି ସବଇନିସପେକ୍ଟର ଶ୍ରୀନିବାସ ସାହୁ,ଏ.ଏସ୍.ଆଇ ରାଜେନ୍ଦ୍ର ପାଙ୍ଗି,ହାବିଲଦାର ଧୁନୁର୍ଯ୍ୟୟସମରଥ,ହାବିଲଦାର…

"ମାଲକାନଗିରିରେ ୮୩ତମ ଓଡିଶାପୋଲିସ ପ୍ରତିଷ୍ଠା ଦିବସ ପାଳନ,ଉଲେଖ୍ୟନିୟ କାର୍ଯ୍ୟପାଇଁ ୮ଜଣ ପୁରସ୍କୃତ"

ମାଲାକନଗିରି ଜିଲ୍ଲାବିଜେଡି ଦଳ ପକ୍ଷରୁ ଆୟୋଜିତ କର୍ମୀସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ, ସାଂସଦ, ବିଧାୟକ

  ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ବିଜେଡି ଦଳପକ୍ଷରୁ ସ୍ଥାନୀୟ ସର୍କିଟହାଉସ ଠାରେ ଆୟୋଜିତ କର୍ମୀସମ୍ମିଳନୀରେ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆବର୍ଗ ଶ୍ରେଣୀ କଲ୍ୟାଣ ମନ୍ତ୍ରୀ ରମେଶଚନ୍ଦ୍ରମାଝୀ, ସାଂସଦ ବଳଭଦ୍ରମାଝୀ, ବିଧାୟକ ମାନସ ମାଡକାମି, ବିଧାୟକ ଡମ୍ବରୁ ସିସା ଯୋଗଦେଇ ମାଲକାନଗିରି ଜିଲ୍ଲାରେ କିପରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ହେବ ଓ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ଗ୍ରାମଚଂଳର ଗରିବ ଲୋକେ ସାମିଲହୋଇ ତାର ସୁଫଳ ନେବେ ସେ ସଂପର୍କରେ ଆଲୋଚନା କରିଥିଲେ। ଏହାବ୍ୟତିତ ଜିଲ୍ଲାକୁ ରାଜ୍ୟର ସବୁ କ୍ଷେତ୍ରରେ ଏକ ନମ୍ବର ଜିଲ୍ଲା ଭାବେ ପ୍ରତିଷ୍ଟାକରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସାଧାରଣ ବଟଂନ ବ୍ୟବସ୍ଥା,…

"ମାଲାକନଗିରି ଜିଲ୍ଲାବିଜେଡି ଦଳ ପକ୍ଷରୁ ଆୟୋଜିତ କର୍ମୀସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ, ସାଂସଦ, ବିଧାୟକ"

ମାଲକାନଗିରି ଜିଲ୍ଲା ରେ ଏଟିଏମ ଅଚଳ, ଜନସାଧରଣ ଟଙ୍କା ପାଇଁ ହଟହଟା

  ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦରମହକୁମା ଠାରେ ଥିବା ଏସବିଆଇ ଏଟିଏମ, ସେଟ୍ରାଂଲବ୍ୟଙ୍କ, ପଜାଂବବ୍ୟାଙ୍କ, ବୋରଦା ବ୍ୟାଙ୍କ, ବିଭିନ୍ନ ବ୍ୟାଙ୍କର ଏଟିଏମ ଗୁଡିକ ଗତ ଦୁଇଦିନହେଲା ଅଚଳ ହେବାଫଳରେ ସହରବାସୀ ଟଙ୍କା ଉଠାଇନପାରି ନାହିଁ ନଥିବା ହଇରାଣ ହେଉଛନ୍ତି। ଅଧିକାଂଶ ଏଟିଏମରେ ଟଙ୍କା ସରିଯାଇଥିଲେବି ଗତ ଦୁଇଦିନହେଲା ବ୍ୟାଙ୍କଗୁଡିକ ଛୁଟିଥିବାରୁ ଏଟିଏମ ଗୁଡିକରେ ଟଙ୍କା ଭରିକରିବାକୁ କେହି ଆସୁନାହାଁନ୍ତି। କେତକ ଏଟିଏମ ଅଚଳ ହୋଇଥିଲେ ମଧ୍ୟ ଏହାକୁ ମରାମତ କରା ଯାଉନଥିବାରୁ ଜନସାଧାରଣ ଟଙ୍କାଉଠାଇ ନପାରି ବହୁତ ହଇରାଣ ହେଉଛନ୍ତି। ବାରମ୍ବାର ଏସବିଆଇ ଓ ଅନ୍ୟାନ ବ୍ୟାଙ୍କର ମେନେଜରଙ୍କୁ ଜଣାଇ ଆସୁଥିଲେବି ଏଟିଏମଟି ସଜଡା ଯାଉନାହିଁ କି ଚଳାଇବା ପାଇଁ କୌଣସି…

"ମାଲକାନଗିରି ଜିଲ୍ଲା ରେ ଏଟିଏମ ଅଚଳ, ଜନସାଧରଣ ଟଙ୍କା ପାଇଁ ହଟହଟା"

ମାଲକାନଗିରି ଜିଲ୍ଲାସ୍ତରୀୟ ଉତ୍କଳଦିବସରେ ଅତିଥିହେବା ପାଇଁ ହେଲିକେପ୍ଟରରେ ପହଁଚିଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ

ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସ୍ତରୀୟ ଉତ୍କଳଦିବସ ଅବସରେ ଅତିଥି ଭାବେ ଯୋଗଦେବାପାଇଁ ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମନ୍ତ୍ରୀ ରମେଶଚନ୍ଦ୍ର ମାଝୀ, ସାଂସଦ ବଳଭଦ୍ରମାଝୀ, ମାଲକାନଗିରି ବିଧାୟକ ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା ଆଜି ମାଲକାନଗିରି ଠାରେ ପହଁଚିଯାଇଛନ୍ତି।ଜିଲ୍ଲାପ୍ରସାସନ ପକ୍ଷରୁ ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲା ଙ୍କ ନିର୍ଦ୍ଦେଶ କ୍ରମେ ପବିତ୍ର ଉତ୍କଳଦିବସକୁ ଆଡମ୍ବର ସହକାରେ ପାଳନକରିବା ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ସରିଯାଇଛି। ରବିବାର ସକାଳୁ ଜିଲ୍ଲା ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ସକାଳ ୫ଟାରେ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେଉତ୍କଳ ଜନନୀ ସଂଗୀତ ଗାନ କରାଯାଇ ସହରପରିକ୍ରମା, ସକାଳ ୭ଟାରେ ମହିଳା ଓ ଯୁବତୀ…

"ମାଲକାନଗିରି ଜିଲ୍ଲାସ୍ତରୀୟ ଉତ୍କଳଦିବସରେ ଅତିଥିହେବା ପାଇଁ ହେଲିକେପ୍ଟରରେ ପହଁଚିଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ"