Home Coronavirus Outbreak ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୧୨୦୭୭ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୧୨୦୭୭ କରୋନା ଆକ୍ରାନ୍ତ

165

ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୧୨୦୭୭ କରୋନା ଆକ୍ରାନ୍ତ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୨୦୭୨ – ସୁନ୍ଦରଗଡ ଜିଲ୍ଲାରୁ,

୧୬୧୧ – ଖୋର୍ଦ୍ଧା ଜିଲ୍ଲାରୁ,

୯୧୬ – କଟକ ଜିଲ୍ଲାରୁ,

୫୮୦ – ଅନୁଗୁଳ ଜିଲ୍ଲାରୁ,

୫୪୩ – ସମ୍ବଲପୁର ଜିଲ୍ଲାରୁ,

୪୬୨ – ବରଗଡ ଜିଲ୍ଲାରୁ,

୪୫୩ – ପୁରୀ ଜିଲ୍ଲାରୁ,

୪୩୭ – ବାଲେଶ୍ୱର ଜିଲ୍ଲାରୁ,

୪୩୫ – ବଲାଙ୍ଗୀର ଜିଲ୍ଲାରୁ,

୪୨୯ – ନବରଙ୍ଗପୁର ଜିଲ୍ଲାରୁ,

୪୨୫ – ଝାରସୁଗୁଡା ଜିଲ୍ଲାରୁ,
୪୦୧ – କଳାହାଣ୍ଡି ଜିଲ୍ଲାରୁ,

୩୮୨ – ଭଦ୍ରକ ଜିଲ୍ଲାରୁ,

୨୬୧ – ନୁଆପଡା ଜିଲ୍ଲାରୁ,

୨୧୮ – ଗଞ୍ଜାମ ଜିଲ୍ଲାରୁ,

୨୧୫ – ନୟାଗଡ଼ ଜିଲ୍ଲାରୁ,

୨୧୩ – ସୋନପୁର ଜିଲ୍ଲାରୁ,

୨୧୦ – କେନ୍ଦୁଝର

୧୭୬ – ରାୟଗଡ଼ା ଜିଲ୍ଲାରୁ,

୧୭୫ – ମୟୂରଭଞ୍ଜ ଜିଲ୍ଲାରୁ,

୧୫୬ – କେନ୍ଦ୍ରାପଡା ଜିଲ୍ଲାରୁ,

୧୩୭ – ଢେଙ୍କାନାଳ ଜିଲ୍ଲାରୁ,

୧୩୬ – ଦେବଗଡ଼ ଜିଲ୍ଲାରୁ,

୧୩୦ – ଜଗତସିଂହପୁର ଜିଲ୍ଲାରୁ,

୧୧୮ – କୋରାପୁଟ ଜିଲ୍ଲାରୁ,

୧୦୪ – ଯାଜପୁର ଜିଲ୍ଲାରୁ,

୧୦୧ – ଗଜପତି ଜିଲ୍ଲାରୁ,

୯୨ – ବୌଦ୍ଧ ଜିଲ୍ଲାରୁ,

୬୯ – କନ୍ଧମାଳ ଜିଲ୍ଲାରୁ,

୬୩ – ମାଲକାନଗିରି ଜିଲ୍ଲାରୁ ଏବଂ

୩୫୭ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୧୪୫୩୨ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.