Home Coronavirus Outbreak ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ: ଆଜି ରାଜ୍ୟରୁ ୧୦୨୪୨...

ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ: ଆଜି ରାଜ୍ୟରୁ ୧୦୨୪୨ ଆକ୍ରାନ୍ତ ସୁସ୍ଥ

72

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ। ଆଜି ରାଜ୍ୟରୁ ୧୦୨୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୧୮ – ଖୋର୍ଦ୍ଧା ଜିଲ୍ଲାରୁ,

୯୪୩ – ସୁନ୍ଦରଗଡ ଜିଲ୍ଲାରୁ,

୮୮୭ – କଟକ ଜିଲ୍ଲାରୁ,

୭୦୭ – ପୁରୀ ଜିଲ୍ଲାରୁ,

୬୪୧ – ସମ୍ବଲପୁର ଜିଲ୍ଲାରୁ,

୪୬୫ – କଳାହାଣ୍ଡି ଜିଲ୍ଲାରୁ,

୪୪୮ – ବରଗଡ ଜିଲ୍ଲାରୁ,

୪୩୮ – ଅନୁଗୁଳ ଜିଲ୍ଲାରୁ,

୩୩୧ – ଝାରସୁଗୁଡା ଜିଲ୍ଲାରୁ,

୩୦୧ – ବାଲେଶ୍ୱର ଜିଲ୍ଲାରୁ,

୨୯୧ – ନବରଙ୍ଗପୁର ଜିଲ୍ଲାରୁ,

୨୭୩ – ବଲାଙ୍ଗୀର ଜିଲ୍ଲାରୁ,

୨୫୪ – ନୟାଗଡ଼ ଜିଲ୍ଲାରୁ,

୨୨୨ – ଯାଜପୁର ଜିଲ୍ଲାରୁ,

୨୧୪ – ନୁଆପଡା ଜିଲ୍ଲାରୁ,

୨୦୭ – ମୟୂରଭଞ୍ଜ ଜିଲ୍ଲାରୁ,

୧୯୫ – ଗଞ୍ଜାମ ଜିଲ୍ଲାରୁ,

୧୭୯ – ସୋନପୁର ଜିଲ୍ଲାରୁ,

୧୭୭ – କେନ୍ଦୁଝର

୧୬୭ – ଢେଙ୍କାନାଳ ଜିଲ୍ଲାରୁ,

୧୫୮ – କେନ୍ଦ୍ରାପଡା ଜିଲ୍ଲାରୁ,

୧୩୭ – ଜଗତସିଂହପୁର ଜିଲ୍ଲାରୁ,

୧୩୬ – ଦେବଗଡ଼ ଜିଲ୍ଲାରୁ,

୧୩୬ – ରାୟଗଡ଼ା ଜିଲ୍ଲାରୁ,

୧୨୨ – କୋରାପୁଟ ଜିଲ୍ଲାରୁ,

୧୧୬ – ଗଜପତି ଜିଲ୍ଲାରୁ,

୧୧୩ – ବୌଦ୍ଧ ଜିଲ୍ଲାରୁ,

୧୦୦ – ଭଦ୍ରକ ଜିଲ୍ଲାରୁ,

୧୦୦ – କାନ୍ଦମାଲ ଜିଲ୍ଲାରୁ,

୯୪ – ମାଲକାନଗିରି ଜିଲ୍ଲାରୁ ଏବଂ

୨୭୨ – ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି।

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୩୬୫୯୫ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.