Home Coronavirus Outbreak ପୁଣି ୧୦ ହଜାର ପାର ସଂକ୍ରମଣ : ରାଜ୍ୟରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ –...

ପୁଣି ୧୦ ହଜାର ପାର ସଂକ୍ରମଣ : ରାଜ୍ୟରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧା ଜିଲ୍ଲାରୁ ୯୦୯ – ରାଜ୍ୟରେ କରୋନା ନେଲା ୨୨ ଜୀବନ

72

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ନେଲା ୨୨ ଜୀବନ। ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୨ ଜଣ,
ବୌଦ୍ଧ ଜିଲ୍ଲାରୁ ୩ ଜଣ
ଗଜପତି ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ,
କୋରାପୁଟ ଜିଲ୍ଲାରୁ ୩ ଜଣ ,
ନୂଆପଡ଼ା ଜିଲ୍ଲାରୁ ୩ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ,
ଏବଂ
ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଙ୍କର ମୃତ୍ୟୁ ହୋଇଛି।

ନୂତନ ସକରାତ୍ମକ ମାମଲା: ୧୦୭୫୭

କ୍ୱାରେଣ୍ଟିନରୁ: ୬୦୨୪
ସ୍ଥାନୀୟ ସମ୍ପର୍କ: ୪୭୩୩

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୬୦୬

୨ – ବାଲେଶ୍ୱର: ୩୫୪

୩ – ବରଗଡ: ୪୦୪

୪ – ଭଦ୍ରକ: ୪୪୩

୫ – ବଲାଙ୍ଗୀର: ୫୦୭

୬ – ବୌଦ୍ଧ: ୧୩୩

୭ – କଟକ: ୯୭୩

୮ – ଦେବଗଡ଼: ୧୦୨

୯ – ଢେଙ୍କାନାଳ: ୨୮୯

୧୦ – ଗଜପତି: ୧୪୧

୧୧ – ଗଞ୍ଜାମ: ୨୦୯

୧୨ – ଜଗାଟସିଂହପୁର: ୨୧୯

୧୩ – ଯାଜପୁର: ୨୮୧

୧୪ – ଝାରସୁଗୁଡା: ୩୮୮

୧୫ – କଳାହାଣ୍ଡି: ୧୨୫

୧୬ – କନ୍ଧମାଳ: ୮୭

୧୭ – କେନ୍ଦ୍ରାପଡା: ୧୪୮

୧୮ – କେନ୍ଦୁଝର: ୨୦୮

୧୯ – ଖୋର୍ଦ୍ଧା: ୯୦୯

୨୦ – କୋରାପୁଟ: ୨୮୨

୨୧ – ମାଲକାନଗିରି: ୧୨୩

୨୨ – ମୟୂରଭଞ୍ଜ: ୪୫୪

୨୩ – ନୱାରଙ୍ଗପୁର: ୩୮୬

୨୪ – ନୟାଗଡ଼: ୨୨୭

୨୫ – ନୁଆପଡା: ୫୦୨

୨୬ – ପୁରୀ: ୩୫୦

୨୭ – ରାୟଗଡ଼ା: ୧୩୬

୨୮ – ସମ୍ବଲପୁର: ୪୯୪

୨୯ – ସୋନପୁର: ୨୪୫

୩୦ – ସୁନ୍ଦରଗଡ: ୮୩୨

୩୧ – ରାଜ୍ୟ ପୁଲ୍: ୨୦୦

ନୂତନ ଆରୋଗ୍ୟ: ୧୨୦୭୭

ସଂଗୃହିତ ପରୀକ୍ଷଣ: ୧୦୯୪୧୧୯୨

ସକରାତ୍ମକ: ୬୨୨୯୮୧

ମୋଟ ଆରୋଗ୍ୟ : ୫୧୪୫୩୨

ସକ୍ରିୟ ମାମଲା: ୧୦୬୦୬୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.