Home Coronavirus Outbreak ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧...

ପୁଣି ରାଜ୍ୟରେ ୧୧ ହଜାରରୁ ଅଧିକ ସଂକ୍ରମଣ: ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧ ମୃତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

81

ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୧,୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟିନରୁ : ୬୨୧୪ ଏବଂ ସ୍ଥାନୀୟ ସମ୍ପର୍କ: ୪୮୮୫ ଜଣ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦, ସୁନ୍ଦରଗଡରୁ ୯୮୩, କଟକରୁ ୮୬୭, ଅନୁଗୁଳରୁ ୫୫୨, ମୟୂରଭଞ୍ଜ: ୫୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨,୩୭୮ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବରଗଡ ଜିଲ୍ଲାରୁ ୧ ଜଣ .
ବଲାଙ୍ଗୀର ଜିଲ୍ଲାରୁ ୧ ଜଣ .
କଟକ ଜିଲ୍ଲାରୁ ୧ ଜଣ .
କଳାହାଣ୍ଡି ଜିଲ୍ଲାରୁ ୩ ଜଣ .
କନ୍ଧମାଳ ଜିଲ୍ଲାରୁ ୧ ଜଣ .
କେନ୍ଦୁଝର ଜିଲ୍ଲାରୁ ୧ ଜଣ .
ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ .
କୋରାପୁଟ ଜିଲ୍ଲାରୁ ୨ ଜଣ .
ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ .
ନୟାଗଡ଼ ଜିଲ୍ଲାରୁ ୧ ଜଣ .
ନୂଆପଡ଼ା ଜିଲ୍ଲାରୁ ୧ ଜଣ .
ପୁରୀ ଜିଲ୍ଲାରୁ ୧ ଜଣ .
ସମ୍ବଲପୁର ଜିଲ୍ଲାରୁ ୨ ଜଣ .
ସୋନପୁର ଜିଲ୍ଲାରୁ ଜଣ .
ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ .
ମୋଟ ୨୧ ଜଣ

ନୂତନ ସକରାତ୍ମକ ମାମଲା: ୧୧୦୯୯

କ୍ୱାରେଣ୍ଟିନରେ: ୬୨୧୪

ସ୍ଥାନୀୟ ସମ୍ପର୍କ: ୪୮୮୫

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୫୫୨

୨ – ବାଲେଶ୍ୱର: ୪୦୮

୩ – ବରଗଡ: ୩୩୯

୪ – ଭଦ୍ରକ: ୪୩୧

୫ – ବଲାଙ୍ଗୀର: ୨୮୮

୬ – ବୌଦ୍ଧ: ୨୧୩

୭ – କଟକ: ୮୬୭

୮ – ଦେବଗଡ଼: ୧୦୭

୯ – ଢେଙ୍କାନାଳ: ୧୬୨

୧୦ – ଗଜପତି: ୮୨

୧୧ – ଗଞ୍ଜାମ: ୧୯୬

୧୨ – ଜଗତସିଂହପୁର: ୩୦୨

୧୩ – ଯାଜପୁର: ୩୭୮

୧୪ – ଝାରସୁଗୁଡା: ୩୦୭

୧୫ – କଳାହାଣ୍ଡି: ୨୯୯

୧୬ – କନ୍ଧମାଳ: ୮୮

୧୭ – କେନ୍ଦ୍ରାପଡା: ୧୫୬

୧୮ – କେନ୍ଦୁଝର: ୧୬୫

୧୯ – ଖୋର୍ଦ୍ଧା: ୧୪୬୦

୨୦ – କୋରାପୁଟ: ୨୮୦

୨୧ – ମାଲକାନଗିରି: ୧୦୨

୨୨ – ମୟୂରଭଞ୍ଜ: ୫୦୭

୨୩ – ନବରଙ୍ଗପୁର: ୩୫୧

୨୪ – ନୟାଗଡ଼: ୨୭୭

୨୫ – ନୁଆପଡା: ୨୩୨

୨୬ – ପୁରୀ: ୩୫୬

୨୭ – ରାୟଗଡ଼ା: ୧୭୦

୨୮ – ସମ୍ବଲପୁର: ୫୪୭

୨୯ – ସୋନପୁର: ୨୫୨

୩୦ – ସୁନ୍ଦରଗଡ: ୯୮୩

୩୧ – ରାଜ୍ୟ ପୁଲ୍: ୨୪୨

ନୂତନ ଆରୋଗ୍ୟ: ୧୦୨୪୨

ସଂଗୃହିତ ପରୀକ୍ଷଣ: ୧୧୦୫୮୩୮୬ |

ସକରାତ୍ମକ: ୬୪୪୪୦୧

ମୋଟ ଆରୋଗ୍ୟ: ୫୩୬୫୯୫

ସକ୍ରିୟ ମାମଲା: ୧୦୫୩୭୫

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.