Home Coronavirus Outbreak ରାଜ୍ୟରେ ମହାମାରୀ ନେଲା ୧୯ ଜଣଙ୍କ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୨୩୧୩ କୁ...

ରାଜ୍ୟରେ ମହାମାରୀ ନେଲା ୧୯ ଜଣଙ୍କ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୨୩୧୩ କୁ ବୃଦ୍ଧି

68

ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ  ୧୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨୩୧୩ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାର ୩ ଜଣ, ଖୋର୍ଦ୍ଧା ଜିଲ୍ଲାର ୪ ଜଣ, ରାୟଗଡ଼ା ଜିଲ୍ଲାର ୩ ଜଣ, ନୁଆପଡା ଜିଲ୍ଲାର ୨ ଜଣ, ସୁନ୍ଦରଗଡ ଜିଲ୍ଲାର ୨ ଜଣ, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୟାଗଡ଼, ପୁରୀ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ପଜିଟିଭ୍ ମାମଲା: ୧୧୭୩୨

କ୍ୟାରେଣ୍ଟିନରୁ: ୬୫୬୯

ସ୍ଥାନୀୟ ସମ୍ପର୍କ: ୫୧୬୩

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୭୦୦

୨ – ବାଲେଶ୍ୱର: ୪୭୨

୩ – ବରଗଡ: ୩୬୩

୪ – ଭଦ୍ରକ: ୪୧୪

୫ – ବଲାଙ୍ଗୀର: ୪୦୧

୬ – ବୌଦ୍ଧ: ୨୭୭

୭ – କଟକ: ୮୭୦

୮ – ଦେବଗଡ଼: ୧୨୯

୯ – ଢେଙ୍କାନାଳ: ୧୫୩

୧୦ – ଗଜପତି: ୭୭

୧୧ – ଗଞ୍ଜାମ: ୨୫୯

୧୨ – ଜଗତସିଂହପୁର: ୩୩୦

୧୩ – ଯାଜପୁର: ୩୮୩

୧୪ – ଝାରସୁଗୁଡା: ୩୯୧

୧୫ – କଳାହାଣ୍ଡି: ୨୭୪

୧୬ – କନ୍ଧମାଳ: ୮୪

୧୭ – କେନ୍ଦ୍ରାପଡା: ୧୩୯

୧୮ – କେନ୍ଦୁଝର: ୨୨୦

୧୯ – ଖୋର୍ଦ୍ଧା: ୧୭୧୦

୨୦ – କୋରାପୁଟ: ୨୮୯

୨୧ – ମାଲକାନଗିରି: ୧୪୫

୨୨ – ମୟୂରଭଞ୍ଜ: ୪୧୮

୨୩ – ନୱାରଙ୍ଗପୁର: ୪୧୭

୨୪ – ନୟାଗଡ଼: ୨୬୧

୨୫ – ନୁଆପଡା: ୨୨୦

୨୬ – ପୁରୀ: ୩୯୦

୨୭ – ରାୟଗଡ଼ା: ୨୪୫

୨୮ – ସମ୍ବଲପୁର: ୫୩୮

୨୯ – ସୋନପୁର: ୨୫୫

୩୦ – ସୁନ୍ଦରଗଡ: ୬୪୧

୩୧ – ରାଜ୍ୟ ପୁଲ୍: ୨୬୭

ନୂତନ ଆରୋଗ୍ୟ ହୋଇଛନ୍ତି : ୧୦୭୮୧

ମୋଟ ପରୀକ୍ଷଣ: ୧୦୮୮୨୭୫୬ |

ପଜିଟିଭ୍ : ୬୧୨୨୨୪

ମୋଟ ଆରୋଗ୍ୟ : ୫୦୨୪୫୫

ସକ୍ରିୟ ମାମଲା: ୧୦୭୪୦୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.