Home Coronavirus Outbreak ରାଜ୍ୟରେ ମହାମାରୀ ନେଲା ୨୨ ଜଣଙ୍କ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ...

ରାଜ୍ୟରେ ମହାମାରୀ ନେଲା ୨୨ ଜଣଙ୍କ ଜୀବନ – ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ ବୃଦ୍ଧି

54

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ Covid19 ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ ବୃଦ୍ଧି ପାଇଛି।

ଅନୁଗୁଳ ଜିଲ୍ଲାରୁ ୨ ଜଣ
ବୌଦ୍ଧ ଜିଲ୍ଲାରୁ ୩ ଜଣ
ଗଜପତି ଜିଲ୍ଲାରୁ ୧ ଜଣ ,
ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ,
କୋରାପୁଟ ଜିଲ୍ଲାରୁ ୩ ଜଣ ,
ନୂଆପଡ଼ା ଜିଲ୍ଲାରୁ ୩ ଜଣ ,
ପୁରୀ ଜିଲ୍ଲାରୁ ୧ ଜଣ ,
ରାୟଗଡ଼ା ଜିଲ୍ଲାରୁ ୩ ଜଣ ,
ଏବଂ

ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ଗତ ୨୪ ଘଂଟାରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂତନ ସକରାତ୍ମକ ମାମଲା: ୧୦୭୫୭

କ୍ୱାରେଣ୍ଟିନରୁ: ୬୦୨୪
ସ୍ଥାନୀୟ ସମ୍ପର୍କ: ୪୭୩୩

ଜିଲ୍ଲା ୱାରୀ ମାମଲା:

୧ – ଅନୁଗୁଳ: ୬୦୬

୨ – ବାଲେଶ୍ୱର: ୩୫୪

୩ – ବରଗଡ: ୪୦୪

୪ – ଭଦ୍ରକ: ୪୪୩

୫ – ବଲାଙ୍ଗୀର: ୫୦୭

୬ – ବୌଦ୍ଧ: ୧୩୩

୭ – କଟକ: ୯୭୩

୮ – ଦେବଗଡ଼: ୧୦୨

୯ – ଢେଙ୍କାନାଳ: ୨୮୯

୧୦ – ଗଜପତି: ୧୪୧

୧୧ – ଗଞ୍ଜାମ: ୨୦୯

୧୨ – ଜଗାଟସିଂହପୁର: ୨୧୯

୧୩ – ଯାଜପୁର: ୨୮୧

୧୪ – ଝାରସୁଗୁଡା: ୩୮୮

୧୫ – କଳାହାଣ୍ଡି: ୧୨୫

୧୬ – କନ୍ଧମାଳ: ୮୭

୧୭ – କେନ୍ଦ୍ରାପଡା: ୧୪୮

୧୮ – କେନ୍ଦୁଝର: ୨୦୮

୧୯ – ଖୋର୍ଦ୍ଧା: ୯୦୯

୨୦ – କୋରାପୁଟ: ୨୮୨

୨୧ – ମାଲକାନଗିରି: ୧୨୩

୨୨ – ମୟୂରଭଞ୍ଜ: ୪୫୪

୨୩ – ନୱାରଙ୍ଗପୁର: ୩୮୬

୨୪ – ନୟାଗଡ଼: ୨୨୭

୨୫ – ନୁଆପଡା: ୫୦୨

୨୬ – ପୁରୀ: ୩୫୦

୨୭ – ରାୟଗଡ଼ା: ୧୩୬

୨୮ – ସମ୍ବଲପୁର: ୪୯୪

୨୯ – ସୋନପୁର: ୨୪୫

୩୦ – ସୁନ୍ଦରଗଡ: ୮୩୨

୩୧ – ରାଜ୍ୟ ପୁଲ୍: ୨୦୦

ନୂତନ ଆରୋଗ୍ୟ: ୧୨୦୭୭

ସଂଗୃହିତ ପରୀକ୍ଷଣ: ୧୦୯୪୧୧୯୨

ସକରାତ୍ମକ: ୬୨୨୯୮୧

ମୋଟ ଆରୋଗ୍ୟ : ୫୧୪୫୩୨

ସକ୍ରିୟ ମାମଲା: ୧୦୬୦୬୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.