Home Coronavirus Outbreak ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ: ଆଜି ରାଜ୍ୟରୁ ୧୧୮୨୧...

ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ: ଆଜି ରାଜ୍ୟରୁ ୧୧୮୨୧ ଆକ୍ରାନ୍ତ ସୁସ୍ଥ

114

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ। ଆଜି ରାଜ୍ୟରୁ ୧୧୮୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-

୧୯୨୧ – ସୁନ୍ଦରଗଡ ଜିଲ୍ଲାରୁ,

୧୫୯୬ – ଖୋର୍ଦ୍ଧା ଜିଲ୍ଲାରୁ,

୧୦୫୨ – କଟକ ଜିଲ୍ଲାରୁ,

୫୭୫ – କଳାହାଣ୍ଡି ଜିଲ୍ଲାରୁ,

୫୬୨ – ଅନୁଗୁଳ ଜିଲ୍ଲାରୁ,

୫୩୩ – ସମ୍ବଲପୁର ଜିଲ୍ଲାରୁ,

୪୫୭ – ବରଗଡ ଜିଲ୍ଲାରୁ,

୪୪୨ – ଝାରସୁଗୁଡା ଜିଲ୍ଲାରୁ,

୪୩୩ – ପୁରୀ ଜିଲ୍ଲାରୁ,

୩୧୮ – ବଲାଙ୍ଗୀର ଜିଲ୍ଲାରୁ,

୩୧୬ – ନବରଙ୍ଗପୁର ଜିଲ୍ଲାରୁ,

୩୧୫ – କେନ୍ଦୁଝର ଜିଲ୍ଲାରୁ,

୨୭୮ – ବୌଦ୍ଧ ଜିଲ୍ଲାରୁ,

୨୬୦ – ବାଲେଶ୍ୱର ଜିଲ୍ଲାରୁ,

୨୩୭ – ଯାଜପୁର ଜିଲ୍ଲାରୁ,

୨୩୩ – ଗଞ୍ଜାମ ଜିଲ୍ଲାରୁ,

୨୨୯ – ନୁଆପଡା ଜିଲ୍ଲାରୁ,

୨୦୩ – କେନ୍ଦ୍ରାପଡା ଜିଲ୍ଲାରୁ,

୧୯୯ – ଦେବଗଡ଼ ଜିଲ୍ଲାରୁ,

୧୭୯ – ମୟୂରଭଞ୍ଜ ଜିଲ୍ଲାରୁ,

୧୭୪ – ନୟାଗଡ଼ ଜିଲ୍ଲାରୁ,

୧୪୨ – ଜଗତସିଂହପୁର ଜିଲ୍ଲାରୁ,

୧୩୭ – ରାୟଗଡ଼ା ଜିଲ୍ଲାରୁ,

୧୩୪ – ସୋନପୁର ଜିଲ୍ଲାରୁ,

୧୨୯ – ଢେଙ୍କାନାଳ ଜିଲ୍ଲାରୁ,

୧୨୦ – ଗଜପତି ଜିଲ୍ଲାରୁ,

୧୨୦ – କୋରାପୁଟ ଜିଲ୍ଲାରୁ,

୮୫ – କନ୍ଧମାଳ ଜିଲ୍ଲାରୁ,

୮୩ – ଭଦ୍ରକ ଜିଲ୍ଲାରୁ,

୫୮ – ମାଲକାନଗିରି ଜିଲ୍ଲାରୁ,

୩୦୧ – ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୨୬୩୫୩ ରେ ପହଞ୍ଚିଛି।

ଅପର ପକ୍ଷରେ ଆଜି ସକାଳେ, ରାଜ୍ୟରେ ଗତ ୨୪ ଘଂଟାରେ ୧୦,୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟରେ କରୋନା ନେଲା ୨୨ ଜୀବନ। ମୋଟ ମୃତ୍ୟୁ ସଂଖ୍ୟା ୨୩୩୫ କୁ ବୃଦ୍ଧି ପାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.