Tag: Bhadrak News
ପୁଣ୍ୟ ଉତ୍କଳ ପକ୍ଷରୁ ବୀର ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୀନ ସୀମାନ୍ତର ଲଦାଖ-ଗାଲୱାନ ଭ୍ୟାଲିରେ ଯୁଦ୍ଧ ସମୟରେ ଭାରତର ୨୦ଜଣ ଯବାନ ସହୀଦ ହୋଇଛନ୍ତି। ସହୀଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି...
ଚୁନିଦା ଗ୍ରାମରେ ଆନ୍ତର୍ଜାତୀୟ ଯୋଗ ଦିବସ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ଚୁନିଦା ଗ୍ରାମରେ ବିଶ୍ୱ ଆନ୍ତର୍ଜାତୀକ ଯୋଗ ଦିବସ ଆନନ୍ଦ ମାର୍ଗ ପ୍ରଚାରକ ସଂଘ, ଚିନ୍ମୟ ପ୍ରତିଷ୍ଠାନ ସଂସ୍ଥାନର...
ଭଦ୍ରକର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଯୋଗ ଦିବସ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଜିଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଏହି ଯୋଗ ଦିବସ ଉପଲକ୍ଷେ...
କ୍ୱାରେନଟାଇନ୍ ସେଣ୍ଟରରେ ଯୋଗକଲେ ଅନ୍ତେବାସୀ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୋଇଛି। ଏହି ଅବସରରେ ଆମ ଦେଶର ବିଭିନ୍ନ ସ୍ଥାନରେ ଏହି ଯୋଗଭ୍ୟାସ କାର୍ଯ୍ୟକ୍ରମ...
ଭଦ୍ରକ ରେଳବାଇ ପୁଲିସ୍ର ବଡ ସଫଳତା : କୋଇଲା ମାଫିଆ ସହ ଦୁଇ ଡ୍ରାଇଭର...
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳାହୀରା ଭାବେ ପରିଚିତ କୋଇଲାର ଚୋରା ଚାଲାଣ ଭଦ୍ରକ ଜିଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଧାମରା ବନ୍ଦରରୁ...
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ପରିସ୍ଥିତି ଓ ସୂର୍ଯ୍ୟପରାଗ ସତ୍ତ୍ୱେ ଆଦାନୀ ଫାଉଣ୍ଡେସେନ ପକ୍ଷରୁ ବନ୍ଦର ପାରିପାଶ୍ୱିର୍କ ଅଞ୍ଚଳରେ ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ...
ମୌସୁମୀର ଲୁଚକାଳି ଖେଳ, ଚାଷୀଙ୍କ ପାଇଁ କାଳ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜିସୁଦ୍ଧା ବର୍ଷାର ଅନିୟମିତତା ଯୋଗୁଁ ଚାଷୀ ଚାଷ କାମ ଆରମ୍ଭ କରିପାରିନାହିଁ । ଏଥିନେଇ ଚାଷୀମାନଙ୍କ ମନରେ ହତାଶଭାବ ସୃଷ୍ଟି ହୋଇଥିବାର...
ଭଦ୍ରକରେ ଭାଜପାର ଗୃହ ସଂପର୍କ ଅଭିଯାନର ଶୁଭାରମ୍ଭ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତିର ପ୍ରଥମ ପାଳିରେ ଗୃହ ସଂପର୍କ ଅଭିଯାନର ଶୁଭାରମ୍ଭ ଭଦ୍ରକ ବିଜେପି ଜିଲା...
ଧାମରାରେ ଅମାନିଆଙ୍କ ଉପରେ ଲାଗିଲା ଲଗାମ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦରରେ ପ୍ରଥମ ଥର ପାଇଁ ୪ଜଣ କରୋନା ରୋଗୀ ଚିହ୍ନଟହୋଇଥିବା ବେଳେ ଆଜି ଠାରୁ ଧାମରା ଅଂଚଳରେ ଅମାନିଆଙ୍କ ଉପରେ...
ସରପଞ୍ଚଙ୍କ ଜିଲାପାଳ କ୍ଷମତା ପ୍ରୟୋଗ : ଦକ୍ଷିଣବାଡ ପଂଚାୟତ ସଟ୍ଡାଉନ୍
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବଜାର ସମେତ ସହର ଦକ୍ଷିଣବାଡ ପଂଚାୟତକୁ ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ୧୯ ତାରିଖ ଠାରୁ...
ଭଦ୍ରକ : ଚତୁର୍ଥୀ ଭୋଜିରେ ୨ ଗୋଷ୍ଠୀ ମାରପିଟ୍, ୨ ଗୁରୁତର
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚତୁର୍ଥୀ ଭୋଜିରେ ସଂପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରିବାରୁ ଆକ୍ରମଣ ଅଭିଯୋଗ । ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର । ଭଦ୍ରକ...
ମୋଟର ସାଇକେଲ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବଜାର ମଧ୍ୟରୁ ବାଇକ୍ ଡିକି ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ୍ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି...
ନାବାଳିକା ବଳାତ୍କାରୀକୁ କୋର୍ଟ ଚାଲାଣ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ନାୟକାଣୀଡିହି ଥାନା ପୁଲିସ୍ ଜନୈକା ନାବାଳିକା ବଳାତ୍କାରୀକୁ ଆଜି କୋର୍ଟ ଚାଲାଣ କରିଛି ।...
ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା : ଘଟଣା ରହସ୍ୟ ଘେରରେ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ର ଦେବତାଗଡିଆ ଗ୍ରାମରେ ଜନୈକ ବିଧବା ମହିଳା ଆଜି ରଶି ଲଗାଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ...
ଧାମରା ବନ୍ଦରରେ ୪ କରୋନା ରୋଗୀ ଚିହ୍ନଟକୁ ନେଇ ଅଂଚଳବାସୀ ଆତଙ୍କରେ
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦରରେ ଗତକାଲି ରାତିରେ ୪ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ସ୍ୱାବ ପରୀକ୍ଷାରୁ ସେମାନେ କରୋନା ପୋଜିଟିଭରେ...
ଆକ୍ରାନ୍ତ ହେଲେ ୫, ସୁସ୍ଥ ୧୧, ମୋଟ ସଂଖ୍ୟା ୧୮୬
ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ...
ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ : ରଥଯାତ୍ରା ବନ୍ଦ ଆଦେଶ ବିରୁଦ୍ଧରେ...
ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ଜରୁରୀ ବୈଠକ ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି ।...
ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ
ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଂସ୍କୃତି ଭବନ ପ୍ରକୋଷ୍ଠରେ ସାମାଜିକ ଦୂରତା ଅବଲମ୍ବନ କରି ଅନୁଷ୍ଠିତ...
ଆଖଣ୍ଡଳମଣି ଟ୍ରଷ୍ଟବୋର୍ଡ ପୂର୍ବତନ ସେବାୟତ ପ୍ରତିନିଧିଙ୍କ ପରଲୋକ
ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ପୂର୍ବତନ ସେବାୟତ ପ୍ରତିନିଧି ଧରଣୀଧର ପାଢୀ(୭୦)ଙ୍କର...
ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ୭ ଦିନ ବ୍ୟାପି ବାର୍ଷିିକୋତ୍ସବ : ନିରାଡମ୍ବରଭାବେ...
ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଦମ୍ବବେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରର ୭ ଦିନ ବ୍ୟାପି ବାର୍ଷିକୋତ୍ସବ ପାଳିତ ହେଉଛି ି । ପ୍ରକାଶ...