Tag: Bhadrak News
ଉପାଧ୍ୟକ୍ଷାଙ୍କ ନେତୃତ୍ୱରେ ସଂଖ୍ୟାଧିକ ବିଜେଡି କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ, ପୌରାଧ୍ୟକ୍ଷାଙ୍କ ଯୋଗୁଁ...
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକାରେ ବିବାଦ ତୁଟୁନି । ଆଜି ପୌରପାଳିକାରେ ଉନ୍ନୟନ କାର୍ଯ୍ୟ ନହେବା, ଚୂଡାନ୍ତ ହୋଇଥିବା ଟେଣ୍ଡର ଗୁଡିକର କାଯ୍ୟାଦେଶ ପ୍ରଦାନ...
ଅଣବିଜେଡି ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତି ପ୍ରଶାସନ ବୈମାତୃକ ମନୋଭାବକୁ ବ୍ରଦୀଙ୍କ ନିନ୍ଦା, ରହଣିଆରେ ବିଜେପିର...
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ପ୍ରଶାସନ ଅଣବିଜେଡି ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି । ଅଶବିଜେଡି ପଞ୍ଚାୟତର...
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ହେଲେ ସୁଜାତା ଜେନା
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନାରୀ ନେତ୍ରୀ ସୁଜାତା ଜେନା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ମହିଳା...
ମହୁରାରେ ଗୁରୁଦିବସ ଓ ବୃକ୍ଷରୋପଣ
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମହୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ପୌରହିତ୍ୟରେ ଗୁରୁପୂଜନ ଓ ବୃକ୍ଷରୋପଣ...
ଭଦ୍ରକ ମୁସଲିମ ଜମାତ ପକ୍ଷରୁ ନୂତନ ପୁରୁଣା ବଜାର ଆଇଆଇସିଙ୍କୁ ଶୁଭେଚ୍ଛା
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମୁସ୍ଲିମ ଜମାତ ପକ୍ଷରୁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ପୁରୁଣା ବଜାର ଆଇଆଇସି (ଥାନାଧିକାରୀ)ନିରୋଜ କୁମାର ସାମଲଙ୍କୁ ଶୁଭେଚ୍ଛା...
ଗୁରୁ ଦିବସ ଅବସରରେ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ପକ୍ଷରୁ ଦୁଇ ଶିକ୍ଷକ ସମ୍ବର୍ଦ୍ଧିତ
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱର୍ଗତ ସର୍ବପଲ୍ଲୀ ରାଧାକିଷ୍ନନ ଜୟନ୍ତ ତଥା ଗୁରୁ ଦିବସ ଅବସରରେ ଧାମରା ଅଂଚଳର ୨ଜଣ ବରିଷ୍ଠ ଶିକ୍ଷକଙ୍କୁ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ...
‘ଶିକ୍ଷୟିତ୍ରୀ ଶାନ୍ତିଲତା ଥିଲେ ଜୀବନ ଗଢ଼ଣର ଶିଳ୍ପୀ’, ଭଦ୍ରକରେ ପ୍ରଥମ ବାର୍ଷିକ ସ୍ମୃତିସନ୍ଧ୍ୟା
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉଭୟ ପାରିବାରିକ ଓ ସମାଜବୃତ୍ତରେ ଥାଇ ନିଷ୍ଠାପର ଜୀବନ ବିତାଉଥିବା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ ସ୍ୱର୍ଗତା ଶାନ୍ତିଲତା ନାୟକ ।...
ଏସ୍ଏସ୍ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ୨୦୧୬ , ୨୦୧୯ ଓ ୨୦୨୨ ମସିହାରେ ତ୍ରି ସ୍ତରୀୟ ମନୋନୟନ ପ୍ରକ୍ରିୟାରେ ସଫଳ ହୋଇ...
ମୁଁ ବି “ମିତା ଅଭିଯାନ” ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଜରିଆରେ ସ୍ଥାନୀୟ ସଂସ୍କୃତି ଭବନରେ “ମୁଁ ବି ମିତା ଅଭିଯାନ”ର ଶୁଭାରମ୍ଭ...
ପୁରୁଣା ବଜାର ରାସ୍ତାର ଉନ୍ନତି କାର୍ଯ୍ୟ ଚାଲିଛି, ଉପକୃତ ହେବେ ସ୍ଥାନୀୟ ବାସିନ୍ଦା, ମା’...
ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ୱାର୍କସ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୁରୁଣା ବଜାରରୁ ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ମା ଭଦ୍ରକାଳୀ ମନ୍ଦିର...
ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତା ଦୂରାବସ୍ଥା ପ୍ରତିବାଦ, ପଟ୍ଟାପୋଲ ଛକରେ ଧାନରୁଆ
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ପଟ୍ଟାପୋଲ ଛକ ଅଗମ୍ୟ ହୋଇଛି । ଜନୈକ ବ୍ୟକ୍ତି ଯାତାୟତକାରୀ ରାସ୍ତାକୁ ବ୍ୟକ୍ତିଗତ ସମ୍ପତ୍ତି ଦାବି...
ସରସଦା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠାତା ଜଗନ୍ନାଥ ନାୟକଙ୍କ ସ୍ମୃତିସଭା
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତିସଭା ବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ...
ବର୍ଷେ ହେଲା ୫ଶହ ଲୋକ ପାନୀୟ ଜଳରୁ ବଞ୍ଚିତ, ପାନୀୟ ଜଳ ସମସ୍ୟା ଦୂର...
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୧ନଂ ୱାର୍ଡର ୫ଶହ ଲୋକ ବର୍ଷେ ହେଲା ପାନୀୟ...
ଗୁଆମାଳର ଶରତ ଚନ୍ଦ୍ର ପାଢ଼ୀ ହେଲେ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ, ପ୍ରଥମ ଓଡିଆ...
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ବଢ଼େଇବାଡ଼ି ଗ୍ରାମର ଶରତ ଚନ୍ଦ୍ର ପାଢୀ ରେଳବାଇ ଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ...
ଭଦ୍ରକ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ କିଛି ସ୍ୱତନ୍ତ୍ର...
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଅନେକ ଉଦ୍ୟମ ଓ ଅନେକ ଅପେକ୍ଷା ପରେ ମଧ୍ୟ ଏଯାବତ୍ ଏହି ବାବଦରେ ରାଜ୍ୟ...
ଜିଲ୍ଲା ସଦର ମହକୁମାରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୪୪ ଅଭିଯୋଗ ଆଗତ
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତି ମାସ ପରି ଚଳିତ ମାସର ପ୍ରଥମ ସୋମବାରରେ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି...
ହୋଟେଲରୁ ମିଳିଲା ଯୁବକର ମୃତଦେହ, ହତ୍ୟା ନା ଆତ୍ମହତ୍ୟା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗର...
ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ଚରମ୍ପା ଷ୍ଟେସନ ବଜାର ନିକଟ ଟୁରିଜିମ୍ ସଂସ୍ଥା ଅଧୀନରେ ଥିବା ‘ଦୁଶିଲୁ ହୋମ୍’ ନାମକ ହୋଟେଲରୁ ଏକ ଯୁବକର...
ଇଂ ପ୍ରତାପ ମହାନ୍ତିଙ୍କ ପରଲୋକ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଞ୍ଚାୟତ ପିରିପୁର ଗ୍ରାମବାସୀ ତଥା ଅବସରପ୍ରାପ୍ତ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରତାପ...
ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ରବିବାର ଜାରି
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ରବିିବାର ଜାରି ରହିଛି । ଶନିବାର ଅସମାପ୍ତ...
ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ରଙ୍କ ବିୟୋଗରେ ସ୍ମୃତିସଭା
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚିନ୍ତନଚକ୍ରର ପ୍ରତିଷ୍ଠାତା ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ମିଶ୍ର ରାକ୍ଷୀ ପୂର୍ଣ୍ଣିମା ରାତି ୯ଟା ୩୦ ମିନିଟ୍ ସମୟରେ ଭଦ୍ରକ...
























