Tag: Bhadrak News
ଭଣ୍ଡାରିପୋଖରୀ – ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ୪ ଦ୍ୱାର ଖୋଳିବା ଦାବିରେ କଂଗ୍ରେସର ସଙ୍କିର୍ତ୍ତନ...
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୁରାଢିଆପଦା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗୁରୁବାର ସଙ୍କିର୍ତ୍ତନ ସତ୍ୟାଗ୍ରହ ହୋଇଯାଇଛି...
ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରସ୍ତୁତି ବୈଠକ
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଧାମରାରେ ଥିବା ମା ଧାମରାଇ ସାର୍ବଜନୀନ ବୋଇତ...
ସାଗର ଦୁଲ୍ଲଣୀ ବାର୍ଷିକ ଅମୃତ ମହୋତ୍ସବ ପ୍ରସ୍ତୁତି
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ ଜାଫରାବାଦ ଶେଣୀପୁର ଠାରେ ମା ସାଗର ଦୁଲ୍ଲଣୀ ବାର୍ଷିକ ଅମୃତ ମହୋତ୍ସବ ନେଇ ଆଜି ସନ୍ଧ୍ୟାରେ...
କଂଗ୍ରେସର ‘ସଂକୀର୍ତ୍ତନ ସତ୍ୟାଗ୍ରହ’
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲା କରିବା ଓ ରତ୍ନ ଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ଗଣତି...
ଭଦ୍ରକ ଗୁଜୁରାଟୀ ସମାଜ ତାର ଜଣେ ମୁରବୀଙ୍କୁ ହରାଇଲା, ମହିୟସୀ ମହିଳା ଦେବୀବାଳା ଶାହାଙ୍କର...
ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଜଣେ ମହିୟସୀ ଆଦର୍ଶ ମହିଳା ନୁହଁନ୍ତି, ଅନ୍ୟର ଦୁଃଖକୁ ନିଜ ହୃଦୟରେ ଧରି ତାହା ଲାଘବ କରିବା କ୍ଷେତ୍ରରେ ଅନନ୍ୟ...
ମହାନନ୍ଦଙ୍କ ଆଶ୍ରମରେ ନଣ୍ଡାବାବାଙ୍କ ୧୨୦ତମ ଜନ୍ମ ମହୋତ୍ସବ ଉଦଯାପିତ
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ପଂଚୁଟିକ୍ରି ଠାରେ ଥିବା ନଣ୍ଡାବାବାଙ୍କ ଆଶ୍ରମରେ ଦୀର୍ଘ ୧୧ଦିନ ଧରି ଚାଲିଥିବା ପବିତ୍ର ଜନ୍ମମହୋତ୍ସବ ଉଦଯାପିତ...
ବାର୍ଷିକ ଯୁବକ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟର ଉଚ୍ଚ ଶିକ୍ଷାବିଭାଗ ଆନୁକୂଲ୍ୟରେ ଯୁବ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଅଛି...
ତିହିଡ଼ି କଳିଙ୍ଗ କଳାକାର ସଂଘର ସମ୍ବର୍ଦ୍ଧନା ସମାରୋହ, ଜିଲ୍ଲା କଳା-ସଂସ୍କୃତି ପରିଷଦର ନୂତନ ଉପସଭାପତି...
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘର ଏକ ସମ୍ବର୍ଦ୍ଧନା ସମାରୋହ ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି...
ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ପ୍ରସଙ୍ଗ, ବିଭାଗୀୟ ସିଇଓଙ୍କ କଥା...
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବୀରେ ସମିତି ସଭାପତି ଓ...
ତିହିଡ଼ି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ମଦ ଜବତ, ୩ ଗିରଫ
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ରେଞ୍ଜ ଇନିସ୍ପେକ୍ଟର ଅନୀତା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସ ଓ କର୍ମଚାରୀମାନଙ୍କୁ ନେଇ...
ଚାଉଳ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟ ୪ନଂ କେନାଲ ଉପରେ ଏକ ଚାଉଳ ବୋଝେଇ...
ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଧାରଣା
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍ ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ସରପଞ୍ଚ ସୁନିତା ମହାପାତ୍ରଙ୍କ...
ପୁତ୍ର ହତ୍ୟାକାରୀକୁ ଧୁଷୁରୀ ଥାନା ପୁଲିସ୍ ଘଣ୍ଟ ଘୋଡାଉଛି, କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପରିବାରଙ୍କ...
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜ ପୁତ୍ରର ହତ୍ୟାକାରୀକୁ ଧୁଷୁରୀ ଥାନା ପୁଲିସ୍ ଗିରଫ ନକରିବା ପ୍ରତିବାଦରେ ଆଜି ଏହି ଥାନା ଅଧୀନସ୍ଥ ନୂଆହାଟ ନସଲାପୁର ଗ୍ରାମର...
ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଭଦ୍ରକ ସାବରଙ୍ଗସ୍ଥିତ ଗୋରାମାଟି ପଂଚାୟତର ତୋରଣପଦା ପୈତୃକ ଘର ସମେତ...
ସପ୍ତମାତୃକା ବେଶ ପାଇଁ ପ୍ରସ୍ତୁତି ପଥେ ମା’ ଭଦ୍ରକାଳୀ ପୀଠ
ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସପ୍ତ ଦିବସ ବ୍ୟାପୀ ମହାଯଜ୍ଞ ଓ ମା’ ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶ ପାଇଁ ପୀଠରେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇ...
ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ବଦଳି ବାତିଲ ପ୍ରସଂଗ, ୧୩ଦିନରେ ପହଞ୍ôଚଲା ଧାରଣା, ବିଭାଗୀୟ...
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବିରେ ଚାଲିଥିବା ଧାରଣା ମଙ୍ଗଳବାର...
ପୀରହାଟରେ ସାର୍ବଜନୀନ ଶ୍ୟାମା ପୂଜା ପାଇଁ ପ୍ରସ୍ତୁତି
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପୀରହାଟ ପୁରୁଣାବଜାରରେ ଶ୍ୟାମା ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୧୯୪୯ ମସିହାରେ...
‘ବଂଶୀ ବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ’ର ବାର୍ଷିକ ଉତ୍ସବ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗରଦପୁର ଭଦ୍ରକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ବଂଶୀ ବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ’ ତା’ର ଦୁଇଦିନିଆ ୫୩ତମ ବାର୍ଷିକ ଉତ୍ସବ ପାଳନ...
ଗଡ଼ିଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା ରଥ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୂଡ଼ାନ୍ତ ଓ ସୁସ୍ଥ ଭୋଟର ତାଲିକା ପ୍ରକାଶନ ପାଇଁ ଅକ୍ଟୋବର ୨୭ ରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଛି...
ଅବଦୁଲ କଲାମ ଘାଟିରୁ ‘ପ୍ରଳୟ’ ମିଶାଇଲ୍ର ସଫଳ ପରୀକ୍ଷଣ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦିନ ପ୍ରାୟ ୯.୫୦ ମିନିଟ୍ରେ ଓଡ଼ିଶା ଉପକୂଳବର୍ତ୍ତୀ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ଏସଆରବିଏମ୍) ‘ପ୍ରଳୟ’...
























