Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମାଲକାନଗିରି ଜିଲ୍ଲା ଭାଜପା ନୂତନ ସଭାପତି ଙ୍କୁ ସମ୍ବୋର୍ଦ୍ଦନା ଓ ମିଶ୍ରଣ ପବ ର୍

0
ମାଲକାନଗିରି,୨୮ା୧୦ (ଓଡିଆ ପୁଅ) ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ମାଲକାନଗିରି ଜିଲ୍ଲା ଭାଜପା ଦଳର ନୂତନ ସଭାପତି ଭାବେ ନିମାଇଁ ଚନ୍ଦ୍ର ପାଲଙ୍କୁ ମନୋନୀତ କରାଯାଇଛି । ନୂତନ ଜିଲ୍ଲା ସଭାପତି ନିମାଇ...

ପତ୍ନୀ ହତ୍ୟା କାରି କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା

0
ମାଲକାନଗିରି,୨୮ା୧୦ (ଓଡିଆ ପୁଅ ) ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଜଜ ରେଖା ପ୍ରସାଦ । ସୁଚନା ଅନୁଯାଇ ଗତ...

ମାଥିଲି ଅଚଂଳରେ ଥିବା ଲେମନ ଗ୍ରାସ ପ୍ଲାଟଂ ପରିଦର୍ଶନ କଲେ ଜିଲ୍ଲାପାଳ

0
ମାଲକାନଗିରି,୨୭ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସ୍ଥ ମାଥିଲି ବ୍ଲକ କର୍ତନପାଲି ଅଚଂଳରେ ମହିଳା ସ୍ୱୟଂସହାୟକ ଗୋଷ୍ଟିଙ୍କ ଦ୍ୱାରା ପ୍ରଥମଥର କରି ଚାଷ କରାଯାଇଥିବା ଲେମନ ଗ୍ରାସ ଓ ତାର ପ୍ଲାଟଂ କୁ ଆଜି ମାଲକାନଗରି...

ଦ୍ୱିତୀୟ ପର୍ଯ୍ୟାୟର ୫ଟି ରେ ୪୭ଟି ସ୍ମାର୍ଟ କ୍ଲାସ ଖୋଲିବା ନେଇ ଅଧିକାରୀ ଙ୍କୁ...

0
ମାଲକାନଗିରି,୨୭ ।୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ସରକାରି ଉଚ୍ଚବିଳାକା ବିଦ୍ୟାଳୟ ର ମଡେଲ କ୍ଲାସ ରୁମ ପରିଦର୍ଶନ କରି ୫ଟି ଅଧିନରେ ଦ୍ୱିତୀୟ ପର୍ଯ୍ୟାୟରେ ଖୋଲିବାକୁ ଥିବା ୪୭ଟି ସ୍ମାର୍ଟ...

ମାଲକାନଗିରି ପୁଲିସର ସଫଳତା,ଦୁର୍ଘଟଣା ଘଟାଇଥିବା ଗାଡି ଜବତ କରି ଡ୍ରାଇଭର କୁ ଗିରଫକଲେ

0
ମାଲକାନଗିରି,୨୭ ।୧୦(ଓଡିଆ ପୁଅ ) ଗତ କାଲି ସନ୍ଧ୍ୟାରେ ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟରାଜପଥ ଏମଭି୧୩ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ସ୍କୁଟି ଆରୋହି ସହିତ ସ୍କୁଟିରେ ବସିଥିବା ଜଣେ ମହିଳାଙ୍କର...

ପୋଷ୍ଟଅଫିସରେ ଲିଙ୍କଫେଲ,ଡାକବିଭାଗ କାର୍ଯ୍ୟରେ ବାଧା,ଗ୍ରାହକ ହନ୍ତସନ୍ତ

0
ମାଲକାନଗିରି ,୨୬ା୧୦ (ଓଡିଆ ପୁଅ ) କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ଇଣ୍ଡିଆ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ପ୍ରହସନ ପାଲଟିଛି । ଜିଲ୍ଲା ସଦର ମହକୁମାସ୍ଥ ମୁଖ୍ୟ...

ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ,ଜିଲ୍ଲାକୁ ଦୁର୍ନିତୀ ମୁକ୍ତ କରିବାପାଇଁ ସପଥ ପାଠ ।

0
ମାଲକାନଗିରି,୨୬ ।୧୦(ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ନଗରଭବନ ପରିସର ରେ ଜିଲ୍ଲାପ୍ରଶାସନ ଓ ଦୁର୍ନିତୀନିହବାରଣ ବିଭାଗ ପକ୍ଷରୁ ଦୁର୍ନିତୀ ନିବାରଣ ଜନ ସଚେତନତା ସପ୍ତାହ ଆଜି ପାଳିତ ହୋଇଯାଇଛି । ପୌରପରିଷଦ...

ଅଚିହ୍ନା ଗାଡି ଧକ୍କାରେ ବାଇକ ଆରୋହି ଓ ଜଣେ ମହିଳା ମୃତ

0
ମାଲକାନଗିରି,୨୬ ।୧୦(ଓଡିଆ ପୁଅ) ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟରାଜପଥ ଏମଭି୧୩ ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହି ସହିତ ବାଇକରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଆଜି...

୫ଜଣ ଡକାଏତ ଙ୍କୁ ମାଲକାନଗିରି ପୁଲିସ ଗିରଫ କରି କାର ସହ ଆନ୍ଦ୍ର ପୁଲିସକୁ...

0
ମାଲକାନଗିରି,୨୬ ।୧୦ (ଓଡିଆ ପୁଅ ) ଗତ କିଛି ଦିନହେଲା ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସୀମାନ୍ତ ଆନ୍ଦ୍ରପ୍ରଦେଶ ସିଲେରୁ ଥାନାସ୍ଥ ଦାରାକୋଣ୍ଡା ଘାଟିରେ ନିୟମିତ ଭାବେ ଡକାଏତ ହେଉଥିଲା । ଦାରାକୋଣ୍ଡା...

କୋଭିଡ ନିୟମ ପାଳନ ସହ ଦୀର୍ଘ ଦେଢବର୍ଷ ପରେ ୮ମ ଶ୍ରେଣୀ ଖୋଲିଲା

0
ମାଲକାନଗିରି ,୨୫ା୧୦ (ଓଡିଆ ପୁଅ ) କରୋନା ମହାମାରି ପାଇଁ ଦୀର୍ଘ୧୮ମାସ ହେଲା ପ୍ରଥମ ରୁ ୮ମ ଶ୍ରେଣପର୍ଯ୍ୟନ୍ତ କ୍ଲାସ ବନ୍ଦ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନରେ ଶିକ୍ଷାଦାନ ଦିଆ ଯାଉଥିଲା...

ବୃଦ୍ଧା ବୁଡି ମା ଙ୍କ ମୁଣ୍ଡରେ ବୋଝ ପାଲଟିଛନ୍ତି ବାପା ମା ଛେଉଣ୍ଡ ୪...

0
ମାଲାକନଗିରି,୨୫ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗରିବ ଲୋକଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାଗିରି ଜିଲ୍ଲାର ଅନେକ...

ମନ୍ତ୍ରୀ ଦିବ୍ୟଶଙ୍କର ଙ୍କୁ ବହିସ୍କାର ଓ ଗିରଫ ସହ ସିବିଆଇ ର ତଦନ୍ତ ଦାବିନେଇ...

0
ମାଲକାନଗିରି,୨୫ା୧୦(ଓଡିଆ ପୁଅ ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମାଲିକ ଗୋବନ୍ଦ ସାହୁ ଙ୍କ ଦ୍ୱାରା ଜଘନ୍ୟ ହତ୍ୟା କାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ...

ପ୍ରଦୀପ ଙ୍କ ଇସ୍ତପା ପରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପବ...

0
ମାଲକାନଗିରି,୨୫ା୧୦ (ଓଡିଆ ପୁଅ ) ପୁବ ର୍ତନ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝିଙ୍କ ଇସ୍ତପାପରେ ମାଲାକନଗିରି ଜିଲ୍ଲା କଂଗ୍ରେସ ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପବ ର୍ ଆଜି ଜିଲ୍ଲା...

ମମିତା ମେହେର ହତ୍ୟାକାଣ୍ଡ ବିରୋଧରେ ସିପିଆଇଏମ ଦଳ ପକ୍ଷରୁ ପ୍ରତିବାଦ ସଭା

0
ମାଲକାନଗିରି,୨୩ା୧୦(ଓଡିଆ ପୁଅ ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମାଲିକ ଙ୍କ ଦ୍ୱାରା ଜଘନ୍ୟ ହତ୍ୟା କାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବାରୁ ତାଙ୍କ...

ଚିତ୍ରକୋଣ୍ଡା ଥାନା ପକ୍ଷରୁ ଚଢଉ ୨ଟି କାର,୩ଟି ମଟରସାଇକେଲ ସହ ୩କୁଇଟାଂଲ୨୫ କେଜି ଗଜେଂଇ...

0
ମାଲକାନଗିରି,୨୩ା୧୦(ଓଡିଆ ପୁଅ ) ପୁଲିସ ପେଟ୍ରୋଲିଂ ସମୟରେ ଗଜେଂଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡି ତିନିଜଣ ଚୋରାଚଲାଣ କାରି ଧରାପଡିଛି । ୨ଟି କାର,୩ଟି ମଟରସାଇକେଲ ସହିତ ୩କୁଇଟାଂଲ...

ଦଣ୍ଡକାରଣ୍ୟ ପବ ର୍ତମାଳା ବିକାଶପରିଷଦ ସାଧାରଣ ବୈଠକ,କେନ୍ଦ୍ରଶାସିତ ଅଚଂଳ ଭାବେ ଘୋଷଣା କରାଯିବା ପାଇଁ...

0
ମାଲକାନଗିରି,୨୩ା୧୦ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଦଣ୍ଡକାରଣ୍ୟ ପବ ର୍ତ ମାଳା ବିକାଶପରିଷଦ ର ସାଧାରଣ ବୈଠକ ପୁବ ର୍ତନ ସାଂସଦ ବରିଷ୍ଠ ଆଦିବାସୀ ନେତା...

ଜିଲ୍ଲାର ଦୁଇ ସ୍ୱର୍ଗତ ବରପୁତ୍ର ଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଜଂଳୀ ସଭା

0
ମାଲକାନଗିରି,୨୨ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଓ ଉତ୍କଳ ସାହିତ୍ୟ ସାମଜ ପକ୍ଷରୁ ଦୁଇ ସ୍ୱର୍ଗତ ବରପୁତ୍ର ବିଶିଷ୍ଠ ଆଦାବସୀ ନେତା ଓଡିଶା ବିଧାନ ସଭାର ପୁବ ର୍ତନ...

ଜୁଆ ଆଡା ଉପରେ ପୁଲିସର ଚଢଉ,୪ଗିରଫ ୫୩ହଜାର୬୦୦ଟଙ୍କା ଜବତ

0
ମାଲକାନଗିରି,୨୨ା୧୦ (ଓଡିଆ ପୁଅ )ମାଲକାନଗିରି ଥାନା ପୁଲିସକୁ ମିଳିଛି ଏକ ସଫଳତା । ଗତ କାଲିରାତ୍ରରେ ମାଲକାନଗିରି ବ୍ଲକସ୍ଥ ସତିଗୁଡା ଡ୍ୟାମ ନିକଟରେ କିଛି ବ୍ୟକ୍ତି ଜୁଆ ଖୋଳୁଥିବାର ଖବର ପାଇ ମାଲକାନଗିରି...

ରାଷ୍ଟ୍ରୀୟ ସମ୍ମାନ ସହ ପୁବ ର୍ତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଙ୍କ ଶେଷକୃତ ସମ୍ପନ୍ନ

0
ମାଲକାନଗିରି,୨୨ା୧୦ (ଓଡିଆ ପୁଅ ) ମାଲକାନଗିରି ମାଟିର ବରପୁତ୍ର ପୁବ ର୍ତନ ଉପବାଚସ୍ପତି ଙ୍କ ପ୍ରାର୍ଥୀବ ଶରୀର ନିଜ ଗାଁ ମାଥିଲି ବ୍ଲକସ୍ଥ ପାଙ୍ଗାମ ଠାରେ ପହଁଚିବା ପରେ ଆଜି ତାଙ୍କୁ ରଷ୍ଟ୍ରୀୟ...

କଂଗ୍ରେସ ଦଳରୁ ଇସ୍ତପା ଦେଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ

0
ମାଲକାନଗିରି,୨୨ା୧୦ (ଓଡିଆ ପୁଅ ) ଅବିଭକ୍ତ କୋରାପୁଟ ଜିଲ୍ଲାର ତଥା ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପୁବ ର୍ତନ ସାଂସଦା ପ୍ରଦୀପ ମାଝୀ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦବିରୁ ଇସ୍ତପା...