Home ଓଡ଼ିଶା ମାଥିଲି ଅଚଂଳରେ ଥିବା ଲେମନ ଗ୍ରାସ ପ୍ଲାଟଂ ପରିଦର୍ଶନ କଲେ ଜିଲ୍ଲାପାଳ

ମାଥିଲି ଅଚଂଳରେ ଥିବା ଲେମନ ଗ୍ରାସ ପ୍ଲାଟଂ ପରିଦର୍ଶନ କଲେ ଜିଲ୍ଲାପାଳ

85

ମାଲକାନଗିରି,୨୭ା୧୦(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସ୍ଥ ମାଥିଲି ବ୍ଲକ କର୍ତନପାଲି ଅଚଂଳରେ ମହିଳା ସ୍ୱୟଂସହାୟକ ଗୋଷ୍ଟିଙ୍କ ଦ୍ୱାରା ପ୍ରଥମଥର କରି ଚାଷ କରାଯାଇଥିବା ଲେମନ ଗ୍ରାସ ଓ ତାର ପ୍ଲାଟଂ କୁ ଆଜି ମାଲକାନଗରି ଜିଲ୍ଲାପାଳ ବିଶାଲ ସିଂ ପରିଦର୍ଶନ କରି ସେମାନ ଏହା ଦ୍ୱାରା କିପରି ସ୍ୱାବଲମ୍ବି ହୋଇପାରିବେ ସେନେଇ ଆଲୋଚନା କରିଛନ୍ତି । ଆଇଟିଡିଏ ଓ ଓଟିଏଲପି ସଂସ୍ଥାଦ୍ୱାରା କର୍ତନପାଲି ଠାରେ ମହାଲ କ୍ଷ୍‌ମି ଗୃପ ଦ୍ୱାରା ପରିଚାଳିତ ଲେମନ ଗ୍ରାସ ପ୍ଲାଟଂ ପରିଦର୍ଶନ ପରେ ଜିଲ୍ଲାପାଳ ଶ୍ରୀ ସିଂ କର୍ତାନପାଲି ସରକାରି ହାଇସ୍ଲୁଲ ସହ ବ୍ଲକରେ ଚାଲିଥିବା ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟର ତ୍ୱାରାନିତ ନେଇ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସହିତ ପିଏ ଆଇଟିଡିଏ କ୍ଷୀରାଦ୍ଧିବେହେରା,ମାଥିଲି ବିଡିଓ ଓ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.