Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଭଣ୍ଡାରିପୋଖରୀ – ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଗଣଧାରଣା

0
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ...

କୃତୀ ଛାତ୍ରୀ ସିପ୍ରା ହୋତାଙ୍କୁ ସମ୍ବର୍ଦ୍ଧିତ କଲା ବାରିକପୁର ବଜାର କମିଟି

0
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ବାରିକପୁର ବଜାର ମା ବାସନ୍ତିଦୁର୍ଗା କମିଟି ଓ ଶ୍ରୀରାମଦୟା ପରିଷଦ ପକ୍ଷରୁ କୃତୀ ତଥା ଗବେଷକ...

ସିପିଆଇ(ଏମ୍‌) ର ୧୦ମ ଭଦ୍ରକ ଜିଲ୍ଲା ସମ୍ମିଳନୀ, ନରେନ୍ଦ୍ର ମୋଦି ଦେଶକୁ ବିକ୍ରି କରୁଛି,...

0
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ନେତୃତ୍ୱାଧୀନ ମୋଦି ସରକାର ଦେଶକୁ ପୁଞ୍ଜିପତିଙ୍କ ହାତରେ ଶାଗମାଛ ଦରରେ ବିକ୍ରି କରୁଥିବାବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

୩୧ ଲକ୍ଷ ଟଙ୍କାର ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ କୋର୍ଟ ଚାଲାଣ

0
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ପ୍ରାୟ ୩୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୩୧୬ ଗ୍ରାମ ବାଉନସୁଗାର ଜବତ...

ବୋଟ୍‌ରେ ପଡିଲା ୫ଟନ ଇଲା ମାଛ

0
ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଜେଟିରେ ଶହ ଶହ ଲୋକ । କିଏ ଜାଲରୁ ମାଛ କାଢିବା ପାଇଁ ବ୍ୟସ୍ତ ତ କିଏ ବହୁ ଦିନ...

ବହୁଜନ ସମାଜପାର୍ଟିର ପ୍ରଶିକ୍ଷଣ ଶିବିର, ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତି

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ସାହାପୁରୁ ଠାରେ ବହୁଜନ ସମାଜପାର୍ଟିର ଜୋନ ସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ...

ବହୁମୁଖୀ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ ଓ ପରିଚାଳନା ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାତ୍ୟାଶ୍ରୟ ପରିଚାଳନାରେ ରହୁଥିବା ତୃଟି, ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ନେଇ ପରିଚାଳନା...

ମମିତା ମେହେର ହତ୍ୟାକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଦାବି

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳାହାଣ୍ଡି ମହାଲିଙ୍ଗ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ ମମିତା ବେହେରାଙ୍କ ଜଘନ୍ୟ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରି ଦେଇଛି...

ଠିକା ଅଙ୍ଗନୱାଡ଼ି ସୁପରଭାଇଜରଙ୍କୁ ସ୍ଥାୟୀ ନିଯୁକ୍ତି କେବେ!, ଜିଲ୍ଲାପାଳଙ୍କୁ ସଂଘର ଦାବିପତ୍ର

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୁକ୍ତିଭିତ୍ତିକ ମହିଳା ସୁପରଭାଇଜରଙ୍କୁ ନିଯୁକ୍ତି ଦିବସ ଠାରୁ ନିୟମିତ କରାଯାଇ ବକେୟା ଦରମା ପ୍ରଦାନ, ସମ୍ବିଧାନର ଧାରା ୧୪ ଅନୁସାରେ ସମାନ...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବର୍ବୋରଚିତ ଆକ୍ରମଣ ବିରୋଧରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦ

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁପରିଷଦ ତରଫରୁ ବାଂଲାଦେଶରେ ହିନ୍ଦୁମାନଙ୍କର ହତ୍ୟା ସହ ମଠ ମନ୍ଦିର ଉପରେ ଜିହାଦିମାନଙ୍କର ଆକ୍ରମଣ ବିରୋଧରେ ବିକ୍ଷୋଭ...

ମମିତା ମେହେର ହତ୍ୟା ବିରୋଧରେ ବିଶାଳ ଶୋଭାଯାତ୍ରା, ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତି...

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାର ତାତି ଥମିବାର ନାମେ ନେଉ ନାହିଁ...

ଷୋଳମପୁର ବୌଦ୍ଧବିହାର; ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ହେବ ଉନ୍ନୟନ କାର୍ଯ୍ୟ

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ଷୋଳମପୁର ବୌଦ୍ଧବିହାର’ ଉନ୍ନୟନ ପାଇଁ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା’ର ବୈଷୟିକ ଦଳ ଶୁକ୍ରବାର ଅନୁଧ୍ୟାନ କରି ଉନ୍ନୟନ କାର୍ଯ୍ୟ ପାଇଁ...

ଭଦ୍ରକ କଲେଜ ନିକଟ ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ କଲେଜ ରୋଡ୍ ନିକଟରେ ଥିବା ଏକ ଘରୋଇ ମେସ୍‌ରୁ ଆଜି ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ...

ଭଦ୍ରକ ଜିଲାରେ ଆର୍‌ଡି ସେବା ସଂସ୍ଥା ଉଦ୍‌ଘାଟିତ, ନିସ୍ୱାର୍ଥପର ଆୟୁର୍ବେଦ ଚିକିତ୍ସା ଓ ଜନସେବା...

0
ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ସଂସ୍କୃତି ତଥା ଆଧ୍ୟାତ୍ମିକ ଚେତନାର ମୂଳଭିତ୍ତି ଅଥର୍ବବେଦର ତାତ୍ତ୍ୱିକ ଜ୍ଞାନ ଆୟୁର୍ବେଦ ଚିକିତ୍ସା ସମଗ୍ର ବିଶ୍ୱକୁ ଭାରତର ଅମୂଲ୍ୟ ଅବଦାନ...

ଭଦ୍ରକ ସହରରେ ଟ୍ରଲି ବେପାରୀଙ୍କୁ ଉଚ୍ଛେଦ ପରେ ଆନ୍ଦୋଳନ ତେଜିଲା, ଠେଲା ଦୋକାନୀଙ୍କ ପୌରପାଳିକା...

0
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଟ୍ରଲି ବ୍ୟବସାୟୀମାନେ ଏଥିରେ ଅନ୍ତରାୟ ସୃଷ୍ଟି କରିଛନ୍ତି...

କରୋନା ପାଇଁ ଫିକା ପଡ଼ିଲା ୧୫୦ବର୍ଷ ପୁରାତନ ଲକ୍ଷ୍ମୀନାରାୟଣ ପୂଜା

0
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ଼-୧୯ର ଭୟାଭହତାକୁ ଆଖି ଆଗରେ ରଖି ସରକାର ବିଭିନ୍ନ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇଥିବା ବେଳେ ଏଥିରୁ ପୂଜା ପର୍ବ ମଧ୍ୟ ବାଦ...

ସିପିଆଇଏମ୍ ପାର୍ଟିର ଲୋକାଲ ସମ୍ମିଳନୀ ଅନୁଷ୍ଠିତ

0
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରନଗର ବ୍ଲକ ଅନ୍ତର୍ଗତ ଦୋବଲ ହାଟ ପଡ଼ିଆ ଠାରେ ସିପିଆଇଏମ୍ ପକ୍ଷରୁ ଲୋକାଲ ୧୦ତମ ଲୋକାଲ ସମ୍ମିଳନୀ ଅନୁଷ୍ଠିତ...

ଇଣ୍ଟରନେଟ ଯୁଗରେ ଏବେ ସାହିତ୍ୟ ହଜିଯାଇଛି

0
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଲ କବିତାର ପରିଭାଷା ଯାହା ଦେଖି ସାରିଲାପରେ ନିଜକୁ ଜଳ ଜଳ ପୁଣି ଦେଖାଯାଏ ତାହାହିଁ ଭଲ କବିତା । ଇଣ୍ଟର...

ସାହିତ୍ୟ ପତ୍ରିକା ‘ଜଗତ୍ ଜନନୀ’ ର ପାର୍ବଣ ସଂଖ୍ୟା ୨୦୨୧ ଲୋକାର୍ପିତ

0
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଆଧ୍ୟାତ୍ମିକ ନୁହେଁ, ମହାପାର୍ବଣର ପାରିବାରିକ ସାହିତ୍ୟ ପତ୍ରିକା, ଜଗତ୍ ଜନନୀର ପୂଜାସଂଖ୍ୟା ୨୦୨୧ ଭଦ୍ରକର ଭାଗବତ କଲ୍ୟାଣ ମଣ୍ଡପ ଠାରେ...

ପତ୍ନୀର ଚରିତ୍ରକୁ ସନ୍ଦେହ କରି ନିଜର ୪ବର୍ଷର ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା ପିତା

0
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ କାସିନ୍ଦପୁର ଗ୍ରାମର ଚନ୍ଦନ ମଳିକ ନିଜ ସ୍ତ୍ରୀକୁ ବାରମ୍ବାର ନିର୍ଯାତନା ଦେବା ଓ ନିଜ...