Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ରଣପୁର ରେ ଅବକାରୀ ଚଢାଉ ବ୍ୟାପକ ଦେଶୀ ମଦ ଜବତ ,ପୋଚ ନଷ୍ଟ ଓ...

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୧୨-  ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରଣପୁର ଥାନାରେ କର୍ମଚାରୀ କମଥିଲେ ସୁଦ୍ଧା ଏବେ ଧରପଗଡ ଜୋରଦାର ଆରମ୍ଭ କରିଥିବା ଜଣାପଡିଛି । ଡିସେମ୍ବର ୧୭ ତାରିଖ...

ରଣପୁର ବି ଡି ଓ ଙ୍କ ଦ୍ୱାରା ବିଜୁ ସ୍ମାର୍ଟକାର୍ଡ ବଣ୍ଟନ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୨- ସାରା ରାଜ୍ୟରେ ଗରିବ ନିରିହ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନୂଆରୂପରେ ବିଜୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ...

ରଣପୁର ପୁରପଲ୍ଲୀରେ ଘରେ ଘରେ ମାଣବସା ଅନୁଷ୍ଠିତ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୨- ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁଯାଇ ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ମାଣବସା ପୂଜା ଅନୁଷ୍ଠିତ ହୋଇଥାଏ । କୋଭିଡ୍ କଟକଣା ଯୋଗୁଁ ଗତ ୨ ବର୍ଷହେଲା...

ରଣପୁର ବିଧାୟକଙ୍କ ଦ୍ୱାରା ୮ ଗ୍ରାମପଞ୍ଚାୟତରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୧୨-  ରାଜ୍ୟ ସରକାର ସମସ୍ତ ଗରିବ ପରିବାର ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନୂଆରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ  ନୂଆ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟ...

ବିଧାୟକଙ୍କ ଦ୍ୱାରା ରଣପୁରରେ ନୂଆ ରୂପରେ ନୂଆସ୍ମାର୍ଟ କାର୍ଡ ବଣ୍ଟନ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୧୨- ସାରା ରାଜ୍ୟରେ ସମସ୍ତ ଗରିବ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାପାଇଁ ସରକାର ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାନ ଯୋଜନା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ...

ରଣପୁର ହରଚଣ୍ଡିସାହି ରଘୁନାଥଜୀୟୁ ଙ୍କ  ବିଶ୍ୱଶାନ୍ତି ମାହାଯଜ୍ଞ ପୁର୍ଣ୍ଣାହୁତି ସମାପନ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୨- ନୟାଗଡ ଜିଲ୍ଲା ରଣପୁର ହରଚଣ୍ଡିସାହି ସ୍ଥିତ ରଘୁନାଥଜୀୟୁ  ମନ୍ଦିରରେ  ଚାଲିଥିବା ୪ ଦିନ ବ୍ୟାପୀ  ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତି ସମାପନ ହୋଇଯାଇଅଛି । ୧୩ ବର୍ଷ ଧରି ରଘୁନାଥଜୀୟୁ...

ଝାଡପଡା ମିଶନ୍ ଶକ୍ତି ଗୃହ ସ୍ଥାନ ପରିବର୍ତ୍ତନ ପାଇଁ ମହିଳା ଗୋଷ୍ଠୀର ଦାବୀ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୨-  ସାରା ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଜୀବିକା ମିଶନ୍ ଓ ମିଶନ୍ ଶକ୍ତି ଭଳି ଯୋଜନା କରିଛନ୍ତି ।  ପଞ୍ଚାୟତ ସ୍ତରରେ ମହିଳା ମାନଙ୍କୁ...

ରଣପୁରରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିଜୟ ଦିବସ ପାଳିତ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୨-   ଦେଶରେ କେନ୍ଦ୍ର ସରକାର କରିଥିବା ୩ ଗୋଟି କଳା କୃଷି ଆଇନ୍ କୁ ପ୍ରତ୍ୟାହାର ପାଇଁ ଏକ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଥିଲେ । ଏହି ଆନ୍ଦୋଳନରେ...

ଅଜଣା ଶବର ପରିଚୟ ମିଳିଲା ହତ୍ୟାକାଣ୍ଡ ବୋଲି ସ୍ପଷ୍ଠ ମାମୁଁ ହତ୍ୟା ଅଭିଯୋଗରେ ଭଣଜା...

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୧୨- ହିନ୍ଦୁ ଧର୍ମ ଓ ସଂସ୍କୃତିରେ ମାମୁଁ ଓ ଭଣଜାର ସର୍ମ୍ପକ ଏକ ପବିର୍ତ ସର୍ମ୍ପକ । ଜନ୍ମିତ ପୁତ୍ର ଠାରୁ ଭଣଜା ଆଗରେ ରହିଥାଏ । ସେ ପବିର୍ତ...

କଦମ୍ବଝୋଲାରେ କାଜୁ ସଂଗ୍ରାମ ସମିତି ତରଫରୁ କୃଷକ ସଭା

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୧୨- ଓଡିଶା କୃଷକ ସଭା ନେତୃତ୍ୱରେ ରଣପୁର କାଜୁ ସଂଗ୍ରାମ ସମିତି ତରଫରୁ ଚାନ୍ଦପୁର ଥାନା ପଟିଆ ଗ୍ରାମ ପଞ୍ଚାୟତ କଦମ୍ବଝୋଲା ଠାରେ ଏକ କୃଷକ ସଭା ଅନୁଷ୍ଠିତ ହୋଇଯାଇଅଛି...

ଚାନ୍ଦପୁର ଥାନା ଗୋଦାସାହି ନିକଟରୁ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ହତ୍ୟା ସନ୍ଦେହ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୧୨- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପଟିଆ ଗ୍ରାମପଞ୍ଚାୟତ ଗୋଦାସାହି ନିକଟ ରାସ୍ତାକଡ ବୁଦୁବୁଦିକିଆ ଜଙ୍ଗଲ ନିକଟରୁ ଏକ ଅଜଣା ବ୍ୟକ୍ତିର ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାରୁ...

ରଣପୁର ଅଂଚଳରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରୟ ରୋକିବାକୁ ବିଭାଗୀୟ ବିଫଳତା

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୨- ସାରା ରାଜ୍ୟରେ କଟକ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଅପ ମିଶ୍ରଣର ପର୍ଦାଫାସ୍ ହେଉଥିବା ବେଳେ ଗ୍ରାମାଞ୍ଚଳକୁ କେହି ଦୃଷ୍ଟି ଦେଉନାହାଁନ୍ତି ।  ସେଥିପାଇଁ ଅବଶ୍ୟ ଖାଦ୍ୟ...

ମିଳୁନି ସର୍ପାଘାତ ସରକାରୀ ସହାୟତା…ସଞ୍ଜୁ ପ୍ରଧାନଙ୍କ ଦୁଃଖ ହଟିବ କେବେ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୨- ସରକାର ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ସେ ଭିତରେ ରହିଛି ସର୍ପାଘାତରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ।...

ବ୍ରଜରାଜପୁର ପଞ୍ଚାୟତରେ ଓଡିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୧୨- ସାରା ରାଜ୍ୟରେ ଅପପୃଷ୍ଟିର ହାର କୁ ଦେଖି ସରକାର ଜନସଚେତନତା ପାଇଁ ଓଡିଶା ପୃଷ୍ଟି ମହୋତ୍ସବ ପାଳନ ପାଇଁ ଯୋଜନା କରିଛନ୍ତି । ସେହି ଯୋଜନା ଅନୁଯାଇ ନୟାଗଡ...

ରଣପୁର ବ୍ଲକ ଅଂଚଳରେ ୨୫ ମିଲି ମିଟର ବର୍ଷାରେ ଜଳାର୍ଣ୍ଣବ ଧାନକ୍ଷେତ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୧୨- ନୟାଗଡ ଜିଲ୍ଲା ରଣପୁର ଏକ କୃଷି ପ୍ରଧାନ ଅଂଚଳ ଭାବେ ପରିଚିତ । ଶତକଡା ୮୦ ଭାଗ ଲୋକ ବିଶେଷତଃ କୃଷି ଉପରେ ନିର୍ଭର କରନ୍ତି । ବିଶେଷତଃ...

ପୁର୍ବ ଶତୃତାକୁ ନେଇ ଆକ୍ରମଣ …ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୧୨- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଜାମିନ୍ ରେ ଆସିଥିବା  ଗୋପୀ ବେହେରା ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ପର୍ଶୁରାମ ପାଇକରାୟ ଆକ୍ରମଣ କରିଥିବା ଅଭିଯୋଗରେ ଚାନ୍ଦପୁର...

ରଣପୁର ଅଂଚଳରେ ଚକଡା ପୋକ ପରେ ଅଦିନିଆ ବର୍ଷା  କୃଷି ବିଭାଗ ନିଦ୍ରାରେ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୧୨- ଓଡିଶାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ବିଳମ୍ବିତ ବର୍ଷା ଅଦିନିଆ ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ବାତ୍ୟା କୃଷକ ମାନଙ୍କର ସଂସାର...

ରଣପୁର ପୋଲିସ ଦ୍ୱାରା ଜବତ ବିସ୍ପୋରକ କୁ ନିଷ୍କିୟ କରାଗଲା

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୨-  ନୟାଗଡ ଜିଲ୍ଲା ରଣପୁର ପୋଲିସ ଦ୍ୱାରା ଜବତ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ପ୍ରାଣଘାତି ବିସ୍ପୋରକ କୁ ନିଷ୍କିୟ କରାଯାଇଥିବା ଜଣାପଡିଛି ।  ସାରା ରାଜ୍ୟ ରେ ଅନେକ...

ପଞ୍ଚାୟତ ହାଇସ୍କୁଲ ବ୍ରଜରାଜପୁରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୃର୍ତି ଉନ୍ମୋଚନ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୨- ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ହାଇସ୍କୁଲ ବ୍ରଜରାଜପୁର ପରିସର ରେ ଉତ୍କଳ ସ୍ୱାଭୀମାନ ମଞ୍ଚ ତରଫରୁ ପାଞ୍ଚ ମହାପୁରୁଷଙ୍କ ପ୍ରତିମୁର୍ତି ଉନ୍ମୋଚନ ଉତ୍ସବ ଡିସେମ୍ବର ୩ ତାରିଖ...

ପ୍ରଶାସନର ପ୍ରତିଶୃତି ପରେ ରାସ୍ତାରୋକ ହଟିଲା

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୧୨- ନୟାଗଡ ଜିଲ୍ଲା ରଣପୁର ତହସିଲ ଛପରୀ କୋଇଲମା ମୈାଜାରେ ବେଆଇନ ଖଣି , ବେଆଇନ ବିସ୍ପୋରଣ  ବନ୍ଦ କରିବା ସହ ପଥର ଗୁଣ୍ଡ କଳ ବନ୍ଦ ଡାକରା ଦେଇ...