Home ଓଡ଼ିଶା ପୁର୍ବ ଶତୃତାକୁ ନେଇ ଆକ୍ରମଣ …ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

ପୁର୍ବ ଶତୃତାକୁ ନେଇ ଆକ୍ରମଣ …ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

53

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୧୨- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଜାମିନ୍ ରେ ଆସିଥିବା  ଗୋପୀ ବେହେରା ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ପର୍ଶୁରାମ ପାଇକରାୟ ଆକ୍ରମଣ କରିଥିବା ଅଭିଯୋଗରେ ଚାନ୍ଦପୁର ପୋଲିସ ଗିରଫ କରିଥିବା ଜଣାପଡିଛି ।  ଘଟଣାରୁ ପ୍ରକାଶ ୪ ମାସ ତଳେ ଏକ ମାଡପିଟି ଘଟଣାରେ ଗୋପୀ ବେହେରା ଜେଲ୍ ଯାଇ ଜାମିନ୍ ରେ ଘରକୁ ଫେରିଥିଲେ ।

ଏହି ସମୟରେ ପର୍ଶୁରାମ ପାଇକରାୟ ଗୋପୀ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସର୍ମ୍ପକେ ଚାନ୍ଦପୁର ଥାନାରେ ଅବିଯୋଗ ହେବାପରେ ଲୋକ ମାନଙ୍କର ଧନ ଜୀବନ ସୁରକ୍ଷା ପାଇଁ ଅହରହ ଚେଷ୍ଟା କରୁଥିବା ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ତୁରନ୍ତ ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡିଛି । ପୁର୍ବ ବିବାଦ କୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.