Abhay Das
ଦିଲୀ ବଜରଙ୍ଗ ଦଳ କର୍ମୀ ହତ୍ୟାର ପ୍ରତିବାଦ : କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ୱହିନ୍ଦୁ ପରିଷଦର...
ବାଲେଶ୍ୱର, ୧୫୨ା୨(ଓଡ଼ିଆ ପୁଅ/ଅଭୟ ଦାସ): ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପାଇଁ ଚାଲିଥିବା ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିବା ଦିଲ୍ଲୀର ମଙ୍ଗଲପୁର ନିବାସୀ ରିଙ୍କୁ ଶର୍ମାଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ...
କୃଷି ଆଇନ-ସାଧାରଣ ବଜେଟକୁ ଜନସମର୍ଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରୟାସ ବଜେଟର ଦୀର୍ଘତଥ୍ୟ ଉପସ୍ଥାପନକୁ...
ବାଲେଶ୍ୱର, ୧୫୨ା୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ସମେତ ଆସନ୍ତା ଆର୍ଥିକ ବର୍ଷ ପାଇଁ ପାରିତ ହୋଇଥିବା ସାଧାରଣ ବଜେଟ ଦେଶବାସୀଙ୍କଠାରେ ଆସ୍ଥାଭାଜନ ହେବା ପାଇଁ ଏବେ ବିଜେପି...
‘ରେବତୀ’ପରିବାର ପକ୍ଷରୁ ସମୂହ ବିବାହ ଉତ୍ସବ: ବିବାହ ବନ୍ଧନରେ ବାନ୍ଧିହେଲେ ୮ଯୋଡ଼ା ବର-କନ୍ୟା
ବାଲେଶ୍ୱର, ୧୫ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ନିୟମିତ ପ୍ରକାଶିତ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ‘ରେବତୀ’ ପକ୍ଷରୁ ସମୂହ ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ସହର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ହାଇଲ୍ୟାଣ୍ଡ...
କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବା ନିଷ୍ପତି: ୧୮ରେ ରେଳରୋକ
ବାଲେଶ୍ୱର, ୧୫-୨ (ଓଡ଼ିଆ ପୁଅ/ ଅଭୟ ଦାସ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବି ଆନ୍ଦୋଳନକୁ ସମର୍ଥନ ଦେଇ ଏହାକୁ ଜିଲାସ୍ତରରେ ବ୍ୟାପକ କରିବାକୁ ମିଳିତ କୃଷକ ସଂଘର୍ଷ...
‘ଡିଷ୍ଟାଣ୍ଟ; ଭିଜନ ଇଣ୍ଡିଆ’ପକ୍ଷରୁ ଜାତୀୟ ମହିଳା ଦିବସ
ବାଲେଶ୍ୱର, ୧୩ା୨ (ଓଡ଼ିଆ ପୁଅ/ ଅଭୟ ଦାସ): ଜାତୀୟ ମହିଳା ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ‘ଡିଷ୍ଟାଣ୍ଟ; ଭିଜନ ଇଣ୍ଡିଆ’ପକ୍ଷରୁ ଏକ ସଚେନତନତା ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସହରର ସିନେମାଛକ ନିକଟସ୍ଥ...
କୋଭିଡ କଟକଣା କୋହଳ ପରବର୍ତ୍ତୀ ପ୍ରଥମ ପୂଜା ପ୍ରସ୍ତୁତି: ବାଗଦେବୀଙ୍କ ମୃଣ୍ମୟ ମୂର୍ତ୍ତିରେ ଶିଳ୍ପୀଙ୍କ...
ବାଲେଶ୍ୱର, ୧୫-୨(ଓଡ଼ିଆ ପୁଅ/ ଅଭୟ ଦାସ): ବାଗଦେବୀ ମାଆ ସରସ୍ୱତୀଙ୍କ ପୂଜାକୁ ଆଉ ମାତ୍ର ଦୁଇ ଦିନ ବାକିିଥିବା ବେଳେ ଗାଁ’ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଚଳଚଞ୍ଚଳ। ସ୍କୁଲ, କଲେଜ ଏବଂ ବିଭିନ୍ନ...
ବାଲେଶ୍ୱର: ନବନିର୍ମିତ ପୌରାଞ୍ଚଳ ରାସ୍ତା ଉଦଘାଟିତ
ବାଲେଶ୍ୱର, ୧୫-୨ (ଓଡ଼ିଆ ପୁଅ/ ଅଭୟ ଦାସ) : ବାଲେଶ୍ୱର ପୌରାଞ୍ଚଳର ୧୯ ନଂ ୱାର୍ଡ଼ରେ ନବନିର୍ମିତ ରାସ୍ତାର ଉଦ୍ଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ୧୯ ନଂ ୱାର୍ଡ଼ର ଭାସ୍କରଗଞ୍ଜଠାରେ ଆୟୋଜିତ...
ସାମ୍ୟବାଦୀ ନେତା ରବୀନ୍ଦ୍ର ମୋହନ ଦାସଙ୍କ ଜୟନ୍ତୀ
ବାଲେଶ୍ୱର, ୧୫-୨(ଓଡ଼ିଆ ପୁଅ/ଅଭୟ ଦାସ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାମ୍ୟବାଦୀ ନେତା ଡକ୍ଟର ରବୀନ୍ଦ୍ର ମୋହନ ଦାସଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ରେମୁଣା ଗୋଲେଇସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପୁରୁଣା କ୍ୟାମ୍ପସ...
‘ଓୟୁଜେ’ପକ୍ଷରୁ ସାମ୍ବାଦିକଙ୍କୁ କୋଭିଡ ଟିକା ଦାବି
ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ): କାର୍ଯ୍ୟରତ ସାମ୍ବାଦିକ ଓ ମିଡିଆ ହାଉସ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଗ୍ରହଣ ସହ ଭେକ୍ସିନ ପ୍ରଦାନ ପାଇଁ ଦାବି ଉଠାଇଛି ସାମ୍ବାଦିକ ସଂଗଠନ ‘ଓଡ଼ିଶା ୟୁନିୟନ...
ବିଜେପି ପକ୍ଷରୁ ବାଲେଶ୍ୱରରେ ସମର୍ପଣ ଦିବସ
ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରମହାନ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ବିଜେପି ପକ୍ଷରୁ ବାଲେଶ୍ୱରରେ ସମର୍ପଣ ଦିବସ ଗୁରୁବାର ପାଳିତ ହୋଇଯାଇଛି। ବିଜେପି ନଗର ମଣ୍ଡଳ କମିଟି ପକ୍ଷରୁ...
‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା
ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ):‘ଯୁଗଶ୍ରୀ ଯୁଗନାରୀ’ମାସିକ ମହିଳା ପତ୍ରିକା ପକ୍ଷରୁ ମହିଳାମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ବାଲେଶ୍ୱରର ଚୂନଭାଟିସ୍ଥିତ ତଳସାହିଠାରେ ସଂପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ...
ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟର ସମ୍ବର୍ଦ୍ଧନା ଉତ୍ସବ ୨୦ରେ
ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ସମାଜରେ ବିଶିଷ୍ଟ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ବାଲେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟର ସଭାପତି...
ପ୍ରତିରକ୍ଷା ବିଭାଗ ଗୁପ୍ତତଥ୍ୟ ବିକ୍ରି ମାମଲା – ଈଶ୍ୱର ବେହରାକୁ ଆଜୀବନ
ବାଲେଶ୍ୱର, ୧୧ା୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଶତ୍ରୁରାଷ୍ଟଏଜେଌକ୍ଷଗ୍ଧ;କୁ ବିକ୍ରିବା କରିବା ଅଭିଯୋଗରେ ୨୦୧୫ ମସିହାରେ ଗିରଫ ହୋଇଥିବା ଚାନ୍ଦିପୁର ଆଇଟିଆର ଠିକା ଭିଡିଓଗ୍ରାଫର ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ ସହ...
ମହାଶକ୍ତି ମା’ବଗଳାଦେବୀଙ୍କ ଜନ୍ମୋତ୍ସବ ଉଦ୍ଯାପିତ ୧୦୦୮ ପ୍ରକାର ଭୋଗ ଲାଗି ଓ ଦିବ୍ୟ...
ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ ତାମୂଳିଆସ୍ଥିତ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠରେ ମାଆ ବଗଳାମୁଖୀଙ୍କ ୩ଦିନିଆ ଜନ୍ମ ଉତ୍ସବ ଓ ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବୁଧବାର ଉଦ୍ଯାପିତ...
ବାଲେଶ୍ୱରରେ ଶୁଭାରମ୍ଭ ସାମୂହିକ ଫାଇଲେରିଆ ଔଷଧ ସେବନ
ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ପ୍ରସ୍ତୁତି ଅନୁସାରେ ଜିଲାର ସାମୂହିକ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଧବାର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ...
ଭାରତୀୟ ପୂର୍ବତନ ସୈନିକ ସଂଘର କର୍ମକର୍ତ୍ତା ଚୟନ ୨୧ରେ
ବାଲେଶ୍ୱର, ୧୦ା୨(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ ପୂର୍ବତନ ସୈନିକ ସଂଘ ବାଲେଶ୍ତବର ଶାଖାର ଉପାଧ୍ୟକ୍ଷ ଅନନ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ଆନନ୍ଦ ବରାଳ ସୈନିକ...
ବିଦ୍ୟାଳୟ ମିଶ୍ରଣ ବନ୍ଦ ପାଇଁ ବୋଇତବାଙ୍କବାସୀଙ୍କ ଦାବି
ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ଛାତ୍ରଛାତ୍ରୀଙ୍କ ସଂଖ୍ୟାହ୍ରାସକୁ ନେଇ ସରକାରଙ୍କ ସ୍କୁଲବନ୍ଦ ନିଷ୍ପତିକୁ ବାଲେଶ୍ୱରର ବିଭିନ୍ନ ଅଂଚଳରେ ବିରୋଧ କରାଯାଇଛି। ବିଶେଷ କରି ୧୫ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି...
ଟ୍ୟାଙ୍କର ଧକ୍କାରେ ଯୋଗାଣ ବିଭାଗ କର୍ମଚାରୀ ମୃତ
ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହରର ଫକୀର ମୋହନ ଗୋଲେଇଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୋଗାଣ ବିଭାଗର ଜନୈକ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କର ମୃୁତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି...
ବାଲେଶ୍ୱରରେ ସାମୁଦ୍ରିକ ଜୈବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି
ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରେ ଏକ ସାମୁଦ୍ରିକ ଜୈବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ମଙ୍ଗଳବାର ଦିନ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ‘ସାମୁଦ୍ରିକ ନୀଳରକ୍ତ...
ଗୋଚର ଜମିକୁ ଶ୍ମଶାନ ଭାବେ ବ୍ୟବହାର ପାଇଁ ଗ୍ରାମବାସୀଙ୍କ ଗୁହାରୀ
ବାଲେଶ୍ୱର, ୯ା୨(ଓଡ଼ିଆ ପୁଅ/ଅଭୟ ଦାସ): ହିଡ଼ିଗା ମୌଜା ସୀମାନ୍ତରେ ଥିବା ପର୍ଯ୍ୟାପ୍ତ ଗୋଚର ଜମିରୁ କିଛି ଅଂଶକୁ ଶ୍ମଶାନ ତଥା ଅନ୍ୟାନ୍ୟ ସାମୂହିକ କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ସହର ଉପକଣ୍ଠ ପାତ୍ରପଡ଼ା, ଡିଗିରିଅ,...