19 C
Bhubaneswar
Sunday, December 6, 2020
Home Authors Posts by Abhay Das

Abhay Das

239 POSTS 0 COMMENTS

ଭାରତ ବନ୍ଦ ସଫଳ କରିବାକୁ ଶ୍ରମିକ ସଂଗଠନଙ୍କ ବ୍ୟାପକ ପ୍ରଚାର

0
ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ):୨୬ ତାରିଖର ସର୍ବଭାରତୀୟ ସାଧାରଣ ଧର୍ମଘଟ ବା ଭାରତ ବନ୍ଦକୁ ବାଲେଶ୍ୱର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ବ୍ୟାପକ ପ୍ରଚାର ଅଭିଯାନ...

ପୁନଃ ନିଯୁକ୍ତି ଦାବିରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା

0
ବାଲେଶ୍ୱର, ୨୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କରୋନା ପରିଚାଳନାରେ ସକ୍ରିୟ ସେବା ଯୋଗାଇ ନିକଟ ଅତୀତରେ ଛଟେଇ ହୋଇଥିବା ୩ଶହରୁ ଊର୍ଦ୍ଧ୍ୱ ମହିଳା ସ୍ୱାସ୍ଥ୍ୟକର୍ମୀ ପୁନଃ ନିଯୁକ୍ତି ଦାବିରେ ଆଜି...

ବାଲେଶ୍ୱରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍କଳ କେଶରୀଙ୍କୁ ଭାରତରତ୍ନ ପ୍ରଦାନ ଦାବି

0
ବାଲେଶ୍ୱର, ୨୧ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ହରେକୃଷ୍ଣ ମହତାବ ସ୍ମୃତି କମିଟି, ପୂଜ୍ୟପୂଜା ସଂସଦର ମିଳିତ ସହଯୋଗରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଆଜି ପାଳିତ ହୋଇଯାଇଛି।...

ଅଙ୍ଗନୱାଡ଼ି ଶିଶୁଙ୍କୁ ଡ୍ରେସ୍‌, ଜୋତା-ସ୍ୱେଟର ପ୍ରଦାନ

0
ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ଶିଶୁ ବା ପ୍ରି’ସ୍କୁଲ ଛାତ୍ରଛାତ୍ରୀଙ୍କୁ ନୂଆ ଡ୍ରେସ...

ଦୁଇଶହ ବର୍ଷର ବାରବାଟୀ ବୁଢ଼ାକାର୍ତ୍ତିକଙ୍କ ପୂଜା ସମ୍ପନ୍ନ

0
ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ଉତ୍କଳୀୟ ପରମ୍ପରାରେ ବାର ମାସରେ ୧୩ ପର୍ବ ମଧ୍ୟରୁ ମାର୍ଗଶୀର ମାସ ସଂକ୍ରାନ୍ତିରେ ଚିରକୁମାର ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜାର ମହତ୍ୱ ବେଶ୍...

ବ୍ୟାଙ୍କ ଅଧିକାରୀଙ୍କ ଘରେ ବୁଲାଇଲେ କଳାକନା

0
ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସହର ସମେତ ଆଖପାଖ ଅଞ୍ଚଳରେ ସମ୍ପ୍ରତି ବଢ଼ିଚାଲିଥିବା ଅପରାଧ ସାଙ୍ଗକୁ ବିଗୁଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ଉଦ୍‌ବେଗ...

୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍ : ଦୁଇ ମହିଳା ଗିରଫ

0
ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ସହଦେବଖୁଣ୍ଟା ଥାନା ପୁଲିସ ଅରଡ଼ବଜାର ଅଞ୍ଚଳରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ସହ ଦୁଇଜଣ ମହିଳାଙ୍କୁ ଗିରଫ କରିଛି।...

ବାଲେଶ୍ୱରବାସୀଙ୍କ ହକ୍ ପାଇଁ ଲଢ଼େଇ ପ୍ରସ୍ତୁତି : ପ୍ରତିଷ୍ଠା ହେଲା ଯୁବ ସଂଗଠନ‘ବାଲେଶ୍ୱର ଲୋକ...

0
ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ଜିଲ୍ଲାର ବିଭିନ୍ନ କ୍ଷେତ୍ର ଦେଖାଦେଇଥିବା ବିପର୍ଯ୍ୟସ୍ଥ ଅବସ୍ଥା ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ଜିଲ୍ଲାବାସୀଙ୍କ ଅକ୍ ଆଦାୟର ଆଭିମୁଖ୍ୟ ନେଇ...

ଜିଲ୍ଲା ମୁଖ୍ୟ କାରାଗାରରେ ସଚେତନତା କାର୍ଯ୍ୟକ୍ରମ

0
ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଓମେନ୍ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର’ ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ବାଲେଶ୍ୱର ଶାଖାର ମିଳିତ ସହଯୋଗରେ ଜିଲ୍ଲା...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିର୍ସାମୁଣ୍ଡା ଜୟନ୍ତୀ

0
ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଅମର ଶହୀଦ, ବିପ୍ଳବୀ ବୀର ବିର୍ସାମୁଣ୍ଡାଙ୍କ ୧୪୫ତମ ପୂଣ୍ୟ ଜୟନ୍ତୀ ସମାରୋହ ବାଲେଶ୍ୱର ସହରର ଗୋଡ଼ିପଦାଠାରେ...

ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନର ଗଣଧାରଣା : ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବର୍ଦ୍ଧିତ ରାଶି...

0
ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ବିଭିନ୍ନ ଦାବି ନେଇ ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ଧାରଣା ଓ ବିକ୍ଷୋଭ ଆୟୋଜିତ ହୋଇଥିବା...

ବାରୁଣିଘାଟରେ ଗାଧୋଇବା ବେଳେ ଅଘଟଣ। ପାଣିରେ ବୁଡ଼ିଗଲେ ନୀଳିଗିରି ଅଞ୍ଚଳର ୩ ଯୁବକ

0
ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ତ୍ରିବେଣୀ ବାରୁଣିଘାଟରେ ଗାଧୋଇବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିବା ନୀଳଗିରି ଅଞ୍ଚଳର ୩ ଜଣ ଯୁବକଙ୍କ ମଧ୍ୟରୁ ଜଣକର ମୃତଦେହକୁ...

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ

0
ବାଲେଶ୍ୱର, ୧୬ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେସ ଦିବସ-୨୦୨୦’କୋଭିଡ କଟକଣା ପାଇଁ “ୱେବିନାର” ଆୟୋଜନ ମାଧ୍ୟମରେ ଆଜି ପାଳିତ ହୋଇଯାଇଛି। ଭର୍ଚୁଆଲ ମୋଡରେ...

ଉପ-ନିର୍ବାଚନ ସଫଳତାକୁ ନେଇ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ : ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରିତା ଉପରେ...

0
ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନରେ ସଫଳତା ପରେ ବିଜେଡିର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଳା ସଭାପତିଙ୍କ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଳା...

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ମିଳିତ ସମ୍ମେଳନ : ୨୬ ତାରିଖ ଧର୍ମଘଟ ସଫଳତା ପାଇଁ...

0
ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଶ୍ରମିକ...

ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବିଶ୍ୱ ମଧୁମେହ ଦିବସ

0
ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବାଲେଶ୍ୱରରେ ବିଶ୍ୱ ମଧୁମେୟ ଦିବସ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ...

କରୋନା ଯୋଗୁଁ ଫିକା ଦୀପାବଳି-କାଳୀପୂଜା : ବିଧିରକ୍ଷାରେ ସମ୍ପନ୍ନ ମାଆ ଲଳିତେଶ୍ୱରୀଙ୍କ ପୂଜା

0
ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା କଟକଣା ମଧ୍ୟରେ ବାଲେଶ୍ୱରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପ ମାନଙ୍କରେ ବିଧିରକ୍ଷା ପୂର୍ବକ ଆଜି କାଳୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ସରକାରୀ...

ଜିଲ୍ଲାବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଶେଷ ଉଦ୍ୟମ – ଗଠିତ ହେଲା‘ଭଏସ ଅଫ୍ ବାଲେଶ୍ୱର’

0
ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ବିଭିନ୍ନ କ୍ଷେତ୍ର ଦେଖାଦେଇଥିବା ବିପର୍ଯ୍ୟସ୍ଥ ଅବସ୍ଥା ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆଜି...

ଦୀପାବଳି ପାଇଁ ତତ୍ପର ଗାଁ’ଠୁ ସହର କୋଭିଡ୍ ନିୟମ ଭୁଲିଗଲେ ଲୋକେ

0
ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ଦୀପାବଳି ପାଇଁ ଗାଁ’ଠାରୁ ସହର ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ ପାଇଛି। କରୋନା ସତ୍ତ୍ୱେ ଲୋକ ବିଧିରକ୍ଷା ପାଇଁ ସାମାଜିକ ଦୂରତା ସହ ଉତ୍ସବ...

ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଭର୍ଚୁଆଲ ଲକ୍କି ଡ୍ର କାର୍ଯ୍ୟକ୍ରମ

0
ବାଲେଶ୍ୱର, ୧୩ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ସେବାମୂଳକ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ପ୍ରତିବର୍ଷ ଭଳି ଧନତେରେସ ଅବସରରେ ଭର୍ଚୁଆଲ ଲକ୍କି...