28.1 C
Bhubaneswar
Thursday, June 24, 2021
Home Authors Posts by Abhay Das

Abhay Das

470 POSTS 0 COMMENTS

ଦିନକରେ ୪୦କରୋନା ପଜିଟିଭ୍ – ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୭୪୦କୁ ବୃଦ୍ଧି

0
ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁସାରେ ସମ୍ପ୍ରତି ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଜିସୁଦ୍ଧା ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭...

ନିଲମ୍ବିତ କୋଟିପତି ଥାନାଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

0
ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲରେ ନିଲମ୍ବିତ ଜଳେଶ୍ୱର ଥାନାଧିକାରୀ ଧନେଶ୍ୱର ସାହୁଙ୍କ ଘର ଉପରେ ଆଜି ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଭୁବନେଶ୍ୱର ବାସଭବନ, କଟକ...

ପୂର୍ବତନ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

0
ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବର୍ଷ ବନ୍ୟାରେ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ ଓ ବିପନ୍ନଙ୍କୁ ସାହସ ଦେବା ପାଇଁ ସେମାନଙ୍କ ପାଖରେ ପହଞ୍ଚି ଥିଲେ...

ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା

0
ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଜନନାୟକ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ସମଗ୍ର ଦେଶରେ ୭ ଦିନିଆ ଶୋକ ପାଳନ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲା କଂଗ୍ରେସ...

କରୋନା ପ୍ରଭାବିତଙ୍କ ଜୀବନ-ଜୀବିକା ସୁରକ୍ଷା ଦାବି – ମହିଳା ସଂଗଠନଙ୍କ ପକ୍ଷରୁ ବାଲେଶ୍ୱରରେ ମିଳିତ...

0
ବାଲେଶ୍ୱର, ୩୧ା୮ (ଓଡ଼ିଆ ପୁଅ/ଅଭୟ ଦାସ)): ମହାମାରୀ କରୋନା ପ୍ରଭାବିତ ଜୀବନ ଓ ଜୀବିକା ସୁରକ୍ଷା ଦାବିରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ଶୁକ୍ରବାରଦିନ ମିଳିତ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି।...

ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ରାଧାପଙ୍କଜ ଦାସଙ୍କ ପରଲୋକ

0
ବାଲେଶ୍ୱର, ୩୧-୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସୁନହଟ ଅଞ୍ଚଳର ଜମିଦାର ସାମନ୍ତ ବଂଶର ଶେଷ ଦାୟଦ ସାମନ୍ତ ରାଧାପଙ୍କଜ ଦାସଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଯାଇଛି। ଶୁକ୍ରବାର ଦିନ ସକାଳେ ବାଥରୁମ୍ ଯାଇଥିବା...

କୋର୍ଟ ଅବଜ୍ଞାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ଇଚ୍ଛାପୁର ଦମ୍ପତିଙ୍କ ଫେରାଦ

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): କୋର୍ଟ ରାହିତାଦେଶ ଥିବା ସତ୍ତ୍ୱେ ବିବାଦୀୟ ଜମିରେ ଅଭିଯୁକ୍ତମାନେ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ନେଇ ବାଲେଶ୍ୱର ଏସପିଙ୍କଠାରେ ଆପତ୍ତି ଜଣାଇଛନ୍ତି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଚ୍ଛାପୁର...

ବଡ଼ସାହିର ବନ୍ୟା ଦୁର୍ଗତଙ୍କୁ ନବଜ୍ୟୋତିଙ୍କ ରିଲିଫ୍ ବଣ୍ଟନ

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ) : ଲଘୁଚାପ ଜନିତ ବନ୍ୟାରେ ପ୍ରଭାବିତ ମୟୁରଭଂଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଓ ତାଙ୍କର ସହଯୋଗୀମାନେ।...

ଦିବଂଗତ ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କୁ ଶ୍ରଦ୍ଧାଞ୍ଜଳି

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ବ୍ରାହ୍ମଣ ସମିତିର ପ୍ରତିଷ୍ଠାତା ସମ୍ପାଦକ ତଥା ବୈରାମନଗର ଶିବଦୁର୍ଗା ମନ୍ଦିରର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କ ବିୟୋଗରେ ଏକ ଶୋକ ସଭା ମନ୍ଦିର ପରିଚାଳନା କମିଟି...

ବାଲେଶ୍ୱରର ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ବିଶାଳ ଦେବଙ୍କ ସମୀକ୍ଷା

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ସବୁ ନଦୀର ଜଳସ୍ତର କମିବା ସହ ବନ୍ୟାସ୍ଥିତି ଟଳି ଯାଇଥିଲେ ବି ବନ୍ୟା ଦୁର୍ଗତଙ୍କ ଅବସ୍ଥା ପରଖିବା ଓ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ ପାଇଁ...