ଦେଶର ସବୁଠାରୁ ଧନୀ ପରିବାରର ବୋହୂ ନିର୍ବନ୍ଧରେ କେଉଁ ଡ୍ରେସ ପିନ୍ଧିଥିଲେ, ଜାଣନ୍ତି ଏହାର ମୂଲ୍ୟ କେତେ?

ଆକାଶ ଏବଂ ଶ୍ଲୋକା ଦୁଇଜଣ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ ସାଥିରେ ପଢ଼ିଛନ୍ତି। ଏବେ ଦୁଇଜଣଙ୍କର ନିର୍ବନ୍ଧର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ମୁଖ୍ୟ କଥା: – ଆକାଶ ଅଣଅବାନୀଙ୍କର ହେଲା ନିର୍ବନ୍ଧ – ଶ୍ଲୋକା ମେହେତାଙ୍କୁ କରୁଛନ୍ତି ବିବାହ – ଶ୍ଲୋକା ହୀରା ବ୍ୟାପାରୀ ରସେଲ ମେହତାଙ୍କର ଝିଅ ଅଟନ୍ତି ନୂଆଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) : ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କର ପୁଅ ଆକାଶ ଅମ୍ବାନୀ ନିକଟରେ ଗୋଆରେ ଏକ ପ୍ରାଇଭେଟ ସେରିମୋନୀରେ ନିର୍ବନ୍ଧ କରିଛନ୍ତି। ଆକାଶ ଏବଂ ଶ୍ଲୋକା ମେହେତାଙ୍କର ଏନ୍ଗେଜମେଣ୍ଟ ହୋଇଛି। ଶ୍ଲୋକା ହୀରା ବ୍ୟାପାରୀ ରସେଲ ମେହତାଙ୍କର ସବୁଠାରୁ ଛୋଟ ଝିଅ ଅଟନ୍ତି। ଅନ୍ୟ…

"ଦେଶର ସବୁଠାରୁ ଧନୀ ପରିବାରର ବୋହୂ ନିର୍ବନ୍ଧରେ କେଉଁ ଡ୍ରେସ ପିନ୍ଧିଥିଲେ, ଜାଣନ୍ତି ଏହାର ମୂଲ୍ୟ କେତେ?"